SSR କେସ- କଙ୍ଗନା ଙ୍କ ବଡ ଖୁଲାସା, ସୁଶାନ୍ତଙ୍କ ମାମଲାରେ ଏକ ବଡ ନୂଆ ମୋଡ

ଯେବେ ଠୁ ସୁଶାନ୍ତ ସିଂ ରାଜପୁତ ଙ୍କ ସହିତ ଏତେ ବଡ଼ ଘଟଣା ହୋଇଛି । ସେବେ ଠାରୁ ଯିଏ ଏହି କେସ ରେ ସବୁଠାରୁ ଆକ୍ଟିଭ ଆକ୍ଟ୍ରେସ ନଜର ଆସିଛନ୍ତି ସେ ହେଉଛନ୍ତି କଙ୍ଗନା ରାନାୱାତ । କଙ୍ଗନା ସବୁବେଳେ ଚେଷ୍ଟା କରୁଛନ୍ତି କି କେମିତି ସୁଶାନ୍ତ ଙ୍କୁ ନ୍ୟାୟ ମିଳିବ । ଆଊ ଆଜି କଙ୍ଗନା ସୁଶାନ୍ତ ଙ୍କୁ ନେଇ କିଛି ଟୁଇଟ କରିଛନ୍ତି । ଏହି ଟୁଇଟ ଦ୍ଵାରା ସେ ବହୁତ କିଛି କହିଛନ୍ତି । ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

କଙ୍ଗନା ରାନୱାତ ଚାରିଟି ଟୁଇଟ କରି ମୁଭି ମାଫିଆ ଙ୍କୁ ଘେରି ନେଇଛନ୍ତି । ସାଥିରେ ସେ ଲେଖିଛନ୍ତି କି କାହାକୁ ନିଜର ଜୀବନ ଦେବା ପାଇଁ ଉକ୍ସେଇବା ମଧ୍ୟ ବହୁତ ବଡ଼ ଅପରାଧ ଅଟେ । ୧୪ ଜୁନରେ ସୁଶାନ୍ତ ଙ୍କ ମୃତ୍ୟୁ ପରେ କଙ୍ଗନା ହିଁ ପ୍ରଥମ ଥର ପାଇଁ ମୁଭି ମାଫିଆ ଏବଂ ନେପୋଟିଜମ କୁ ସୁଶାନ୍ତ ଙ୍କ ମୃତ୍ୟୁ ପାଇଁ ଦୋଷୀ ବୋଲି କହିଥିଲେ ।

ସୁଶାନ୍ତ ଙ୍କ ଫାଇନାଲ ରିପୋ୍ଟ ଏମ୍ସ ପକ୍ଷରୁ ଆସିବା ପରେ କଙ୍ଗନା ପୁଣି ଥରେ ମୁଭି ମାଫିଆ ଙ୍କ ବିଷୟରେ କହିଛନ୍ତି । କଙ୍ଗନା ୪ ଟି ଟୁଇଟ କରି ବହୁତ କିଛି ପ୍ରଶ୍ନ ଛିଡ଼ା କରିଛନ୍ତି । ରିୟାଙ୍କୁ ଦୋଷୀ କରିବା ପରେ କଙ୍ଗନା ଙ୍କ ମୁଭି ମାଫିଆ କଥା ସାଇଡ ହୋଇଥିଲା । ତେବେ କଙ୍ଗନା ନିଜ ପ୍ରଥମ ଟୁଇଟ ରେ ଲେଖିଛନ୍ତି କି ଜଣେ ସଫଳ, ଯବାନ ବ୍ୟକ୍ତି କେବେ ମଧ୍ୟ ଆତ୍ମହତ୍ୟା କରିପାରିବ ନାହିଁ । ସୁଶାନ୍ତ କହିଥିଲେ କି ତାଙ୍କୁ ମୁଭି ମାଫିଆ ବ୍ୟାନ କରିଛନ୍ତି ଏବଂ ସେ ବହୁତ ଚିନ୍ତାରେ ଅଛନ୍ତି ବୋଲି ।

ଦ୍ଵିତିୟ ଟୁଇଟରେ ସେ ଲେଖିଛନ୍ତି SR ବାରମ୍ବାର ବଡ଼ ପ୍ରଡକ୍ସନ ହାଉସ ବିଷୟରେ ପ୍ରତିବନ୍ଧନ କଥା କହିଥିଲେ, ତେବେ ଏମାନେ କିଏ ଯେଉଁମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଥିଲେ । ମହେଶ ଭଟ୍ଟ ନିଜର ସାଇକୋ ଆନାଲିଷ୍ଟ କାହିଁକି କରୁଥିଲେ । ତୃତୀୟ ଟୁଇଟ ରେ ସେ ଲେଖିଛନ୍ତି କି ତାଙ୍କୁ ସବୁ ବଡ଼ ବଡ଼ ପ୍ରଡକ୍ସନ ରୁ କାହିଁକି ଵ୍ୟାନ କରାଯାଇଥିଲା ।

ୟସରାଜ ପ୍ରଡକ୍ସନ ରୁ ତାଙ୍କୁ କଣ ପାଇଁ ବ୍ୟାନ କରାଯାଇଥିଲା । ଏହା ପୁରା ସଡଯନ୍ତ୍ର ଥିଲା । ଚତୁର୍ଥ ଟୁଇଟ ରେ ଲେଖିଛନ୍ତି କି ତାଙ୍କ ପରିବାର ଆଗରୁ ମଧ୍ୟ କହୁଥିଲେ କି ତାଙ୍କ ଜୀବନ ପ୍ରତି ବିପଦ ଅଛି । ଏବଂ ସେ ଫିଲ୍ମ ଜଗତରୁ ବିଦାୟ ନେବାକୁ ଚାହୁଁଛନ୍ତି । କିନ୍ତୁ ଏହା ପରେ ତାଙ୍କୁ ଏମିତି କାହିଁକି ବ୍ଲାକମେଲ କରାଗଲା କି ସେ ଆତ୍ମହତ୍ୟା କରିବାକୁ ଭାବିଲେ । ଏମିତି କାହାକୁ ଉକ୍ସେଇବା ମଧ୍ୟ ବହୁତ ବଡ଼ ଅପରାଧ ଅଟେ ।

ଏବଂ ସେ କହିଛନ୍ତି କି ସୁଶାନ୍ତ ଙ୍କୁ ନ୍ୟାୟ ନିଶ୍ଚିନ୍ତ ମିଳିବା ଦରକାର । କାରଣ ସୁଶାନ୍ତ ଜାଣିସାରିଥିଲେ କି ତାଙ୍କ ସହିତ କିଛି ଭୁଲ ହେବାକୁ ଯାଉଛି ଯେଉଁଥିପାଇଁ ସେ ଫିଲ୍ମ ଜଗତରେ ଏତେ ନାମ କମାଇ ମଧ୍ୟ ସବୁ ଛାଡ଼ିବାକୁ ଚାହୁଁଥିଲେ । କିନ୍ତୁ ସେମାନେ ଏମିତି ହେବାକୁ ଦେଲେନି ଆଊ ସୁଶାନ୍ତ ସିଂ ରାଜପୁତ ଆଜି ଆମ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।