ସ୍ଵାମୀ ଠାରୁ ୨୭ ବର୍ଷ ସାନ ଏହି ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ, ସୁନ୍ଦରତା ଦେଖି ସମସ୍ତେ ହେଲେ ଦିବାନା

ସାଧାରଣତଃ ଆଜିକାଲି ଏମିତି ସବୁ ଘଟଣା ଘଟୁଛି ଯାହା ସବୁ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସବୁ ଘଟଣା ବିଷୟରେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଜାଣିବା ଏହିପରି ଏକ ଘଟଣା ବିଷୟରେ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କହିବୁ ଯିଏ ନିଜଠୁ ୨୭ ବର୍ଷ ସାନ ଜଣେ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।


ଆମେ ଯେଉଁ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କଥା ହେଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କୁମାର ସ୍ଵାମୀ । ଯେତେବେଳେ ସେଠାରେ ସେ ସରକାର ହୋଇଥିଲେ ତାଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ସେ କାନ୍ନାଡ଼ା ଫିଲ୍ମର ଫେମସ ଅଭିନେତ୍ରୀ ରାଧିକାଙ୍କୁ ବିବାହ କରିଛନ୍ତି । ଆପଣମାନେ ଏହି ଫଟୋରେ ଦେଖିପାରିବେ କି ରାଧିକା ଦେଖିବା ପାଇଁ ବହୁତ ସୁନ୍ଦର ଓ ଆକର୍ଷକ ।


ମୁଖ୍ୟମନ୍ତ୍ରୀଙ୍କ ସହ ରାଧିକାଙ୍କର ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଅଫେୟାର ଚାଲିଥିଲା । ହେଲେ ଏମାନଙ୍କ ମଧ୍ୟରେ ଥିବା ଅଫେୟାରର ଖବର କାହାକୁ ଜଣା ନଥିଲା । ଏହା ପରେ ଏହି ଦୁଇଜଣଙ୍କର ବିବାହ ହୋଇଥିଲା । ରାଧିକାଙ୍କ ପୂର୍ବରୁ କୁମାର ସ୍ଵାମୀ ଅନ୍ୟ ଜଣଙ୍କୁ ବିବାହ କରିଥିଲେ, ରାଧିକା ହେଉଛନ୍ତି କୁମାର ସ୍ଵାମୀଙ୍କର ଦ୍ଵିତୀୟ ପତ୍ନୀ । ୨୦୦୬ ମସିହାରେ ଏହି ଦୁଇଜଣ ବହୁତ ଗୁପ୍ତ ଉପାୟରେ ବିବାହ କରିଥିଲେ । କୁମାର ସ୍ଵାମୀ ରାଧିକାଙ୍କ ସହ ବିବାହ କରି ମଧ୍ୟ ସେ ତାଙ୍କର ପ୍ରଥମ ପତ୍ନୀଙ୍କ ସହ ରୁହନ୍ତି ।