ସ୍ଵାମୀର ଶରୀରରେ ଯେବେ ମିଳିଲା ସ୍ତ୍ରୀଲୋକଙ୍କର ଏମିତି ଅଙ୍ଗ, ଦେଖି ପତ୍ନୀ ବି ହେଇଗଲା ଆଶ୍ଚର୍ଯ୍ୟ

ଆଜି ଆମେ ଆପଣଙ୍କୁ ଏକ ଏମିତି ବ୍ୟକ୍ତି ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ବି ଆଚମ୍ବିତ ହୋଇ ରହିଯିବେ । କହିବାକୁ ଗଲେ ଏହି ବ୍ୟକ୍ତି ଶରୀରରେ ମହିଳାମାନଙ୍କର ଏକ ଅଙ୍ଗ ଥିଲା । ଏହି ବ୍ୟକ୍ତିର ପତ୍ନୀକୁ ଏହି କଥାରେ ଆଶ୍ଚର୍ଯ୍ୟ ହେଲା କି ତାହାର ସ୍ଵାମୀର ଶରୀରରେ ମହିଳାମାନଙ୍କର ପ୍ରଜନନ ଅଙ୍ଗ ଭଳି ଗର୍ଭାଶୟ, ଅଣ୍ଡାଶୟ ଓ ଫୈଲୋପିୟନ ଟ୍ୟୁବ ବିକଶିତ ହେଉଛି ।

କିନ୍ତୁ ବର୍ତ୍ତମାନ ସ୍ଵାମୀର ଅପରେସନ କରାଯାଇ ଏହି ସମସ୍ତ ଅଙ୍ଗ ଗୁଡିକୁ ବାହାର କରି ଦିଆ ଯାଇଛି । କିନ୍ତୁ ସେହି ବ୍ୟକ୍ତିର ଶରୀରରେ ଏହି ଅଙ୍ଗ ଗୁଡିକ ଥିଲା ତଥାପି ସେହି ବ୍ୟକ୍ତିର ସ୍ୱାସ୍ଥ୍ୟରେ ଏହାର କିଛି ବି ପ୍ରଭାବ ପଡୁ ନ ଥିଲା । ଏମିତିରେ ମହିଳାର କହିବା ଅଟେ କି ତାହାର ସ୍ଵାମୀକୁ ପିଲାବେଳୁ ହାର୍ନିୟା ଥିଲା । ଯେଉଁ କାରଣରୁ ତାଙ୍କୁ ବହୁତ ବ୍ୟଥା ବି ହେଉଥିଲା ।

ଏମିତିରେ ବ୍ୟକ୍ତି ଜଣକ କୌଣସି କାମ ବି କରି ପାରୁ ନ ଥିଲା । ଏହା ପରେ ସ୍ଵାମୀ ସ୍ତ୍ରୀ ଅପରେସନ କରିବା ପାଇଁ ନିଷ୍ପତି ନେଲେ । ଏହା ପରେ ସ୍ଵାମୀ ସ୍ତ୍ରୀ ପିଏମସିଏଚ ହସ୍ପିଟାଲରେ ପହଞ୍ଚିଲେ ।

ଏଠି ଡାକ୍ତରମାନେ ଯେତେବେଳେ ସେହି ବ୍ୟକ୍ତିର ଅପରେସନ କରିବା ପାଇଁ ଚାହିଁଲେ ତେବେ ସେମାନଙ୍କୁ ସେହି ସମୟରେ କିଛି ଭିନ୍ନ ଜିନିଷ ନଜର ଆସିଲା । ଯାହା ପରେ ସେମାନେ ସେହି ବ୍ୟକ୍ତିର ଅଲ୍ଟ୍ରାସାଉଣ୍ଡ ଟେସ୍ଟ କରାଇଲେ । ଯାହା ପରେ ତାଙ୍କୁ ଜଣା ପଡିଲା ସେହି ବ୍ୟକ୍ତିର ଶରୀରରେ ମହିଳାମାନଙ୍କ ଭଳି ଅଙ୍ଗ ଅଛି ।

ଏହାକୁ ଶୁଣିବା ପରେ ସେହି ମହିଳା ଜଣକ କାନ୍ଦିବାକୁ ଲାଗିଲା କିନ୍ତୁ ଡାକ୍ତରମାନେ ତାକୁ କହିଲେ କି ଏହା ଦ୍ଵାରା ତୁମ ସ୍ଵାମୀର ପୁରୁଷତ୍ଵ ଉପରେ କିଛି ବି ପ୍ରଭାବ ପଡିବ ନାହିଁ । ଏହା ପରେ ସେହି ବ୍ୟକ୍ତିର ଅପରେସନ କରାଯାଇ ସେହି ଅଙ୍ଗ ଗୁଡିକ ବାହାର କରି ଦିଆଗାଲା ।

ସେହି ମହିଳା ଜଣକ ଏହା ବିଷୟରେ ତାକୁ ବି କିଛି କହିଲେ ନାହିଁ, କାରଣ ଏହା ଦ୍ଵାରା ତାହାର ସ୍ଵାମୀର ମସ୍ତିଷ୍କ ଉପରେ ପ୍ରଭାବ ପଡିଥାନ୍ତା । ଏହି ଅପରେସନ ପରେ ସେହି ମହିଳାର ସ୍ଵାମୀ ସୁସ୍ଥ ଅଛି ଓ ସେ ନିଜ ଜୀବନରେ ଖୁସିରେ ଅଛି ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।