ଭିଡିଓ: “ଟିପ ଟିପ ବର୍ଷା ପାନୀ” ଗୀତରେ ଝିଅଟି କଲା ଏମିତି ଡ୍ୟାନ୍ସ, କି ଦେଖି ଲୋକେ କହିଲେ ଏମିତି କଥା

ଆଜିକାଲି ଜମାନା ସୋସିଆଲ ମିଡିଆର ଅଟେ । ଏହା ଦ୍ଵାରା ଦେଶ ଦୁନିଆର କିଛି ଲୋକମାନେ ନିଜ ମଧ୍ୟରେ ଥିବା ଟ୍ୟାଲେନ୍ଟକୁ ସମସ୍ତଙ୍କ ସାମ୍ନାକୁ ଆଣି ପାରୁଛନ୍ତି । ବର୍ତ୍ତମାନ ସମୟରେ ଡ୍ୟାନ୍ସରମାନଙ୍କର କୌଣସି ଅଭାବ ନାହିଁ । ଯେବେଠୁ ସୋସିଆଲ ମିଡିଆର ଅସ୍ତିତ୍ୱ ଆସିଛି ସେବେଠୁ ଦୁନିଆର ଅନେକ ଡ୍ୟାନ୍ସରମାନଙ୍କର ଭିଡିଓ ଆମେ ସମସ୍ତେ ଦେଖି ସାରିଛୁ । କିନ୍ତୁ କେତେକ ଲୋକ ଅଛନ୍ତି ଯେଉଁମାନେ ଡ୍ୟାନ୍ସକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ।

ଆଜି ଆମେ ଆପଣଙ୍କୁ ଏକ ଏମିତି ଡ୍ୟାନ୍ସ ଭିଡିଓ ଦେଖାଇବାକୁ ଯାଉଛୁ ଯେଉଁଥିରେ ଏକ ଯୁବତୀ ସୁପରହିଟ ଗୀତ “ଟିପ ଟିପ ବର୍ଷା ପାନୀ”ରେ ଏମିତି ଡ୍ୟାନ୍ସ କରିଲା କି ଏହି ଯୁବତୀର ଡ୍ୟାନ୍ସ ର ଭିଡିଓ ଇଣ୍ଟର୍ନେଟରେ ଭାଇରାଲ ହୋଇ ଯାଇଛି । କିଛି ଲୋକମାନେ ଏହି ଯୁବତୀର ଡ୍ୟାନ୍ସକୁ ବହୁତ ଅଶୀଳ ବୋଲି ବି କହୁଛନ୍ତି । କହିବାକୁ ଗଲେ ୧୯୯୪ରେ ଫିଲ୍ମ ମୋହରାର ଏହି ଗୀତରେ ରବିନାଙ୍କର ଡ୍ୟାନ୍ସ ଆଜି ବି ଲୋକମାନଙ୍କର ମନେ ଅଛି । ଲୋକମାନେ ଆଜି ବି ଏହି ଗୀତରେ ଖୁବ ନାଚିଥାନ୍ତି ।

ଏହି ଯୁବତୀର ଡ୍ୟାନ୍ସ ବହୁତ ଅଶୀଳତା ବି ଅଟେ । ଯାହାକୁ କିଛି ଲୋକମାନେ ଭୁଲ ବୋଲି ବି କହୁଛନ୍ତି । ଆପଣମାନଙ୍କୁ କହିଦେଉଛୁ କି ଏହି ଯୁବତୀ ଜଣକ କୌଣସି ଏକ ସ୍ଟେଜ ପ୍ରୋଗ୍ରାମରେ ଡ୍ୟାନ୍ସ କରୁଛି । ଯଦି ଆପଣ ଏହି ଭିଡିଓକୁ ଦେଖିବେ ତେବେ ଜଣେ ବ୍ୟକ୍ତି ତାଙ୍କ ଉପରେ ପାଣି ପକାଉଛି ଓ ଏହି ଯୁବତୀ ଜଣକ ସମସ୍ତଙ୍କ ସାମ୍ନାରେ ଡ୍ୟାନ୍ସ କରୁଛି । କହିବାକୁ ଗଲେ ଯାହା ବି ହେଉ ଏହି ଭିଡିଓ ବର୍ତ୍ତମାନ ବହୁତ ଭାଇରାଲ ହେଉଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।