ପ୍ରଥମ କେବ ବି ଦେଖି ନ ଥିବେ ସ୍ତ୍ରୀଲୋକଙ୍କ ଏଭଳି କୁସ୍ତି, ଏମାନଙ୍କ ଆଗରେ WWEର ରେସଲର ବି ଫେଲ

ସବୁଦିନ ସୋସିଆଲ ମିଡିଆରେ କିଛି ନା କିଛି ଭାଇରାଲ ହୋଇଥାଏ । ସବୁଦିନ ଆମ ସାମ୍ନାକୁ ଏମିତି କିଛି ଭିଡିଓ ଓ ଫଟୋ ଆସିଥାଏ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ରଖିଦିଏ । ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଏମିତି ହିଁ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଦୁଇ ଜଣ ମହିଳା ପରସ୍ପର ସହିତ ମାରପିଟ କରୁଛନ୍ତି ।

ପ୍ରଥମେଏହି ଦୁଇ ଜଣ ମହିଳା ପରସ୍ପରକୁ ଗାଳି ଗୁଲଜ କରିଲେ, କିନ୍ତୁ ପରେ ଦୁଇ ଜଣ ପରସ୍ପରକୁ ମାରିବାକୁ ଲାଗିଲେ । ଏଇ ଦୁଇ ଜଣ ମହିଳାଙ୍କର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଜଲ୍ଦି ଭାଇରାଲ ହେଉଛି । ଭିଡିଓରେ ଦୁଇ ଜଣ ମହିଳା ଝାଡୁ ଧରି ରାସ୍ତା ଉପରେ ମାରପିଟ କରୁଥିବାର ନଜର ଆସୁଛନ୍ତି । ପାଖରେ ଥିବା କିଛି ଲୋକମାନେ ଏହାକୁ ଛିଡା ହୋଇ ଦେଖୁଛନ୍ତି ।

ଏହି ଦୁଇ ଜଣ ମହିଳାଙ୍କୁ ବି କୌଣସି ପ୍ରକାର ଲଜ୍ୟା ଆସୁ ନାହିଁ ଓ କାହାକୁ ଡର ବି ଲାଗୁ ନାହିଁ ଓଲଟା ପରସ୍ପରକୁ ଝାଡୁରେ ମାରୁଛନ୍ତି । ଏହା ସହିତ ଦୁଇ ଜଣ ପରସ୍ପରର ଚୁଟି ଟାଣୁଛନ୍ତି । ଏହା ମଧ୍ୟରେ ଜଣେ ବ୍ୟକ୍ତି ଆସି ସେମାନଙ୍କୁ ଅଲଗା କରାଇବାକୁ ଚେଷ୍ଟା କଲେ କିନ୍ତୁ ସେ ସଫଳ ହେଲେ ନାହିଁ । କହିବାକୁ ଗଲେ ମହିଳାମାନେ ଚଷମା ଦୋକାନକୁ ଯାଇଥିଲେ ଯେଉଁଠି ସେମାନଙ୍କର ଝଗଡା ଆରମ୍ଭ ହୋଇଗଲା ।

ଗ୍ରାହକଙ୍କୁ ଦୋକାନକୁ ଡାକିବାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୋଇଗଲା । ଏହା ପରେ ଦୋକାନଦାର ସେମାନଙ୍କ ମଧ୍ୟରେ ହସ୍ତକ୍ଷେପ କରିବା ପରେ ଏହି ମାମଲାଟି ଶାନ୍ତ ହେଲା । କିନ୍ତୁ ଜଣେ ବ୍ୟକ୍ତି ଛଡା ଆଉ କେହି ବି ଏହି ଦୁଇ ଜଣଙ୍କୁ ଅଟକାଇବା ପାଇଁ ଆସିଲେ ନାହିଁ । ସୂଚନା ଅନୁସାରେ କହିଦେଉଛୁ କି ପ୍ରାୟତଃ ଏହି ଦୁଇ ଜଣ ମହିଳାଙ୍କ ମଧ୍ୟରେ ଗ୍ରାହକଙ୍କୁ ନେଇ ଏହିଭଳି ଝଗଡା ହୋଇଥାଏ ।

https://youtu.be/-b7G9S-2fhg

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।