ସ୍ୱାମୀର ସବୁ ଇଚ୍ଛାକୁ ପୂରଣ କରିଥାନ୍ତି ଏହି ୪ ଟି ନାମର ଝିଅ- Jyotish Shastra

ବିବାହ ଏପରି ଏକ ସମ୍ବନ୍ଧ ଯାହାଦ୍ବାରାକି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଏକ ନିବିଡ ସମ୍ପର୍କ ସ୍ଥାପନ କରିଥାର । ଏହି ବିବାହାଦ୍ବାରା ସ୍ୱାମୀ ଓ ସ୍ତ୍ରୀ ପରସ୍ପର ସହ ଇହ କାଳ ଓ ପରକାଳ ରେ ଏକାଠି ରହିବା ପାଇଁ ଶପଥ ନେଇଥାନ୍ତି । ପ୍ରେମ , ବିଶ୍ୱାସ ଓ ସମ୍ମାନ ଏହି ତିନୋଟି ଶିଧାନ୍ତ ଉପରେ ଦୁନିଆ ପ୍ରତିଷ୍ଠିତ ହୋଇଛି ଓ ଏହି ଶିଧାନ୍ତ ଦ୍ୱାରା ସ୍ୱାମୀ ସ୍ତ୍ରୀର ସମ୍ପର୍କ ଗଠିତ ହୋଇଥାଏ ଓ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥାଏ ।

କୌଣସି କାରଣବସତ ଏହି ତିନୋଟି ସିଧାନ୍ତରୁ ଗୋଟିଏ ସିଧାନ୍ତର ବି ଅଭାବ ହୋଇଥାଏ ତେବେ ଏହି ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ଏହି କାରଣରୁ ଏହି ଦୁଇ ପାର୍ଟନର ପରସ୍ପରକୁ ଖୁସି କରିବାରେ ଲାଗିଥାନ୍ତି ଯାହାଦ୍ବାରାକି ଦୁଇଜଣ ଜୀବନ ସାରା ଶୁଖ ଶାନ୍ତିରେ ରହିପାରିବେ ।

କିନ୍ତୁ ଏହା ସମସ୍ତଙ୍କ ପକ୍ଷରେ ହୋଇନଥାଏ । ଏଥିପାଇଁ ଜୀବନସାଥିକୁ ବାଛିବା ପୂର୍ବରୁ ବହୁତ ଲୋକ ବୁଝି ବିଚାର ବିମର୍ଶ କରି ନିଷ୍ପତି ନେଇଥାନ୍ତି । ବହୁତ ବ୍ୟକ୍ତି ଏହା ଭାବିଥାନ୍ତିକି ତାଙ୍କ ସ୍ତ୍ରୀ ତାଙ୍କୁ ବହୁତ ଭଲ ପାଉ । ତେବେ ଆସନ୍ତୁ ଜାଣିବା ଏହି ପରି କିଛି ମହିଳାଙ୍କ ବିଷୟରେ ଯେଉଁ ମାନେକି ଆପଣଙ୍କର ସବୁଇଛା ପୂର୍ଣ କରିବେ । ଖାସ କରି ଏହି ୪ ନାଁ ଵାଲା ମହିଳା ସ୍ୱାମୀଙ୍କର ସବୁ ଇଛା ପୁରଣ କରିଥାନ୍ତି ।

୧ – M ନାମ ଵାଲା ମହିଳା

ଏହି ନାମ ଵାଲା ମହିଳା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । କାହିଁକି ନା ଏମାନଙ୍କୁ ସତ ପ୍ରେମ କରିବା ଵାଲା ପାର୍ଟନର ମିଳିଥାଏ । ଏହି ମହିଳା ମାନେ ମଧ୍ୟ ନିଜ ପାର୍ଟନର ପ୍ରତି ବିଶ୍ୱାସୀ ହୋଇଥାନ୍ତି । ଏମାନେ ସବୁବେଳେ ସ୍ୱାମୀର ସବୁ କଥା ମାନିଥାନ୍ତି ତାଙ୍କୁ ନିଜର ଭଗବାନ ବୋଲି ଭାବିଥାନ୍ତି । ସ୍ୱାମୀଙ୍କର ବହୁତ ଯତ୍ନ ନେଇଥାନ୍ତି । ଏହାସହ ପରିବାରକୁ ବହୁତ ଭଲ ପାଇଥାନ୍ତି । ଗୁରୁଜନଙ୍କର ବହୁତ ଯତ୍ନ ନେଇଥାନ୍ତି ।

୨ – K ନାମ ଵାଲା ମହିଳା

ଏହି ମହିଳା ମାନେ ବହୁତ  ନିର୍ମଳ ହୃଦୟର ହୋଇଥାନ୍ତି । ଏମାନେ ଯାହାକୁ ବି ଥରେ ଭଲ ପାଇଥାନ୍ତି ଜୀବନ ସାରା ତାକୁ ନିଜର କରିଥାନ୍ତି । ଏମାନେ ନିଜ ସ୍ୱାମୀଙ୍କୁ ବହୁତ ଗୁରୁତ୍ୱ ଦେଇଥାନ୍ତି । ସ୍ୱାମୀଙ୍କର ସବୁ କଥାରେ ସାହାଯ୍ୟ କରିଥାନ୍ତି । ସୀଙ୍କର ସବୁ ସମସ୍ୟାରେ ନିଜକୁ ଆଗକାରୀ ଠିଆ ହୋଇଥାନ୍ତି । ଏମାନେ ସହୃଦୟରୁ ସ୍ୱାମୀଙ୍କର ସେବା ଯତ୍ନ କରିଥାନ୍ତି । ଏଥିପାଇଁ ଏମାନଙ୍କର ପାର୍ଟନର ଏମାନଙ୍କ ସହ ରହିବାକୁ ପସନ୍ଦ କରିଥାନ୍ତି ।

୩ – H ନାମ ଵାଲା ମହିଳା

ଏହି ମହିଳା ମାନେ ନିଜ ସ୍ୱାମୀ ପ୍ରତି ସବୁବେଳେ ସେବା ମାନଭାଵ ରଖିଥାଆନ୍ତି । ସାରା ଜୀବନ ସ୍ବାମୀଙ୍କ ପ୍ରତି ସମର୍ପଣ ଭାବ ରଖିଥାଆନ୍ତି । ସ୍ୱାମୀଙ୍କର ସବୁ ନିଷ୍ପତିରେ ଯଥା ସମ୍ଭବ ସାହାଯ୍ୟ  କରିଥାନ୍ତି । ସ୍ୱାମୀଙ୍କର ନିଃସ୍ୱାର୍ଥପର ଭାବରେ ସେବା ଯତ୍ନ କରିଥାନ୍ତି । ଏମାନେ ସ୍ବାମୀଙ୍କ ସହ ପରିବାରର ମଧ୍ୟ ବହୁତ ଯତ୍ନ ନେଇଥାନ୍ତି ଓ ପରିବାରର ସମସ୍ତଙ୍କର ପ୍ରିୟଭାଜନ ହୋଇ ରହିଥାନ୍ତି ।

୪ – D ନାମ ଵାଲା ମହିଳା

ଏହି ମହିଳା ମାନେ ନିଜ ପାର୍ଟନରକୁ ବହୁତ ଭଲ ପାଇଥାନ୍ତି ନିଜ ଜୀଵନଠୁ ଅଧିକ ଭଲ ପାଇଥାନ୍ତି । ଏମାନେ ନିଜ ସ୍ୱାମୀର ସବୁ ସମସ୍ୟାରେ କାନ୍ଧକୁ କାନ୍ଧ ମିଳାଇ ସମାଧାନ ରାସ୍ତା ଖୋଜି ସ୍ୱାମୀଙ୍କୁ ସବୁ ସମସ୍ୟାରୁ ମୁକ୍ତି ଦେଇଥାନ୍ତି । ଏହି ମହିଳା ମାନେ ଜୀବନ ସାରା ସ୍ୱାମୀଙ୍କର ସାଥ ଦେଇଥାନ୍ତି ଓ ସେବା ଯତ୍ନ କରିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।