ଯେଉଁ ମହିଳା ମାନେ ସ୍ବାମୀଙ୍କ ସହିତ ଭୋଜନ କରନ୍ତି, ସେମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ହିନ୍ଦୁ ଶାସ୍ତ୍ର ଅନୁସାରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ପ୍ରେମ ଓ ଭାବନାର ଆଦାନ ପ୍ରଦାନ ପାଇଁ ଅନେକ ନିୟମ ଅଛି । ସେହି ଭଳି ସ୍ଵାମୀ ସ୍ତ୍ରୀ ଙ୍କ ପାଇଁ କିଛି ନିୟମ ମଧ୍ୟ ଅଛି । ଶାସ୍ତ୍ର ଅନୁସାରେ କୁହା ଯାଇଛି କି ଯଦି ସ୍ଵାମୀ ସ୍ତ୍ରୀ ଏକ ଥାଳିରେ ଖାଇବେ ତାହେଲେ ଏହା ଭଲ ନୁହେଁ। ସନାତନ ଧର୍ମରେ କୁହା ଯାଇଛି ଅନେକ ସ୍ଵାମୀ ସ୍ତ୍ରୀ ଏକା ସହ ଖାଇବା ଖାଇ ଥାନ୍ତି ଏହା ଅନୁଚିତ ଅଟେ ।

ଏଭଳି କରିବା ଦ୍ଵାରା ସେମାନଙ୍କ ଜୀବନରେ ଅଧିକ ମାତ୍ରାରେ ଦୁଃଖ ଆସିଥାଏ । ଆପଣ ମାନେ ଜାଣିଥିବେ କିମ୍ବା କାହା ପାଖରୁ ଶୁଣି ଥିବେ ଏକା ସହ ଖାଇବା ଦ୍ଵାରା ଭଲ ପାଇବା ବଢିଥାଏ । ଏହା ଆମେ ମାନେ ଜାଣିଛୁ ମାତ୍ର ଏହାକୁ ଆମ ଶାସ୍ତ୍ର ଅନୁମତି ଦେଉନି ।

ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଏଭଳି କହିବାର କାରଣ କଣ । ଆମେ ଆମ ଚାରି ପାଖରେ ଅନେକ ପ୍ରକାର ପରିବାର ଦେଖି ଥାଉ କିଛି ଛୋଟ ପରିବାର ତ କିଛି ବଡ ପରିବାର ଥିବାର ଆମେ ଦେଖିଛୁ କିଛି ପରିବାର ରେ ଥିବା ପ୍ରତେକ ସଦସ୍ୟ ଏକା ସହ ବଶି ଖାଇ ଥାନ୍ତି । ସେହି ଭଳି କିଛି ପରିବାର ରେ ଆଗ ପୁରୁଷ ମାନେ ଖାଇବା ପରେ ସେଥିରେ ମହିଳା ମାନେ ଖାଇ ଥାନ୍ତି ।

ମାତ୍ର କିଛି ସ୍ଵାମୀ ସ୍ତ୍ରୀ ଏକାଠି ଖାଇବାକୁ ମନ କରୁଥିଲେ ମଧ୍ୟ ଖାଇ ପାରନ୍ତିନୀ। ଏହା ଭଲ ଅଟେ କାରଣ ସ୍ଵାମୀ ସ୍ତ୍ରୀ ଏକା ସହ ଖାଇବା ଖାଇବା ଦ୍ଵାରା ଘରେ ଦରିଦ୍ରତା ଆସି ଯାଇ ଥାଏ । ଏହା ସହ ଆପଣ କେବେବି କାହାର ଅଇଁଠା ଖାଇବେନି କାରଣ ଯଦି ଆପଣ ଅଇଁଠା ଖାଇବେ ତାହେଲେ ଖାଦ୍ଯ ଖାଇ ସାରିଥିବା ବ୍ଯକ୍ତିର କିଛି ଭଲ ଗୁଣ କିମ୍ବା କିଛି ଖରାପ ଗୁଣ ଏଥିରେ ମିଶି ଯାଇଥାଏ । ଆମେ ଯଦି ଏଭଳି ଭୋଜନ ଗ୍ରହଣ କରିବା ତେବେ ତାହାର କିଛି ଗୁଣ ଆମ ଭିତରେ ରହି ଜୀବ ।

ଆମ ଶାସ୍ତ୍ର ଅନୁସାରେ ଭୋଜନକୁ ଭଗବାନଙ୍କର ବାରଦାନ ବୋଲି କୁହା ଯାଏ , ଏହାକୁ ସମ୍ମାନ କରାଯାଏ ମାତ୍ର ଯଦି କେହି  ଏହାର ଅପମାନ କରିଥାଏ ତାହେଲେ ତା ଜୀବନରେ ଦୁଃଖ ଆସି ଯାଇ ଥାଏ । ତେଣୁ ଆମକୁ କେବେବି ଅନ୍ୟର ଅଇଁଠା ଖାଇବା ମିଳିଲେ ଏହାକୁ ଗ୍ରହଣ କରିବା ଅନୁଚିତ ବୋଲି କୁହା ଯାଇଛି । ଯଦି ସ୍ଵାମୀ କିମ୍ବା ସ୍ତ୍ରୀ ଏକା ସହ ଖାଇବା ଖାଇଲେ ତାହା ତାମଶିକ ଭୋଜନରେ ପରିଣତ ହୋଇ ଯାଏ , ଆପଣ ମାନେ ଭୋଜନ ସମୟରେ କିଛି ଅନ୍ୟ କାମରେ ନିଜକୁ ନିୟୋଜିତ କରିବା ଅନୁଚିତ ।

ଯଦି ଆପଣ ଏଭଳି ନ କରିବେ ତାହେଲେ ଆପଣ ଅର୍ଣ୍ଣ କୁ ଅପମାନ କରିବେ । ମହାଭାରତରେ ପିତା ମହା ଭୀଷ୍ମ ଅର୍ଜୁନଙ୍କୁ କହିଛନ୍ତି କି ଯଦି ଜଣେ ଭାଇ ତାର ଭାଇ ସହ ଭୋଜନ କରେ ତାହେଲେ ଏହା ଅମୃତ ହୋଇ ଯାଏ । ଘରେ ଧନର ଆଗମନ ହୁଏ , ଯେଉଁ ଘରେ ନାରୀମାନେ ଆଗ ଭୋଜନ କରି ନିଅନ୍ତି ସେଠାରେ ଘର ଭାଙ୍ଗି ଯାଇ ଥାଏ  ଓ ଦୁଃଖ ସମୟ ଆସି ଯାଇଥାଏ । ଯଦି ଆପଣ ଏଭଳି କିଛି ନିୟମ ଭାଙ୍ଗି ନିଜ ଭୋଜନ ଗ୍ରହଣ କରିବେ ତାହେଲେ ଆପଣଙ୍କ ଜୀବନରେ ଅନେକ ସମସ୍ଯା ଆସିପାରେ ।