ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।
୧- ପୃଥିବୀରେ ଏମିତି କେଉଁ ଫୁଲ ଅଛି ଯାହାର ଓଜନ ପ୍ରାୟ ୧୦ କିଲୋ ?
ଉ: ରାଫ୍ଲେସିଆ
୨- କେଉଁ ପ୍ରାଣୀର ଧ୍ୱନି ବା ସ୍ଵର ନଥାଏ ?
ଉ: ଜିରାଫ

୩- କେଉଁ ପ୍ରାଣୀ କେବେ ହେଲେ ବି ମରି ନଥାଏ ସବୁବେଳେ ବଞ୍ଚିକି ରହିଥାଏ ?
ଉ: ଜେଲି ଫିସ୍
୪- କେଉଁ ଫଳରେ ୨୫ ଶତକଡା ପବନ ରହିଥାଏ ?
ଉ: ସେଓ
୫- କେଉଁ ପକ୍ଷୀ ଛୁଆ ଜନ୍ମ କରି ସାଙ୍ଗେ ସାଙ୍ଗେ ତାକୁ କ୍ଷୀର ଖାଇବାକୁ ଦିଏ ?
ଉ: ବାଦୁଡି
୬- କେଉଁ ଫୁଲ ସବୁବେଳେ ସୂର୍ଯ୍ୟଙ୍କ କିରଣ ଯେଉଁ ପଟେ ପଡେ ସେପଟକୁ ଅନେଇ ଥାଇ ରହିଥାଏ ?
ଉ: ସୂର୍ଯ୍ୟମୂଖୀ
୭- କେଉଁ ଫୁଲ ସୂର୍ଯ୍ୟଙ୍କ କିରଣ ପଡିଲେ ଫୁଟେ ?
ଉ: ଗୋଲାପ ଫୁଲ

୮- ଧଳା ରଙ୍ଗର ହାତୀ କେଉଁ ଦେଶରେ ଦେଖିବାକୁ ମିଳେ ?
ଉ: ଥାଇଲାଣ୍ଡ
୯- ହିନ୍ଦୁ ଧର୍ମରେ ରହିଥିବା ସମସ୍ତ ପୁରାଣ ମଧ୍ୟରୁ ସବୁଠାରୁ ପୁରାତନ ପୁରାଣର ନାମ କଣ ?
ଉ: ମତ୍ସ୍ୟ ପୁରାଣ
୧୦- ଦୁନିଆର ଦ୍ଵିତୀୟ ତାଜମହଲ କେଉଁଠାରେ ଅଛି ?
ଉ: ବାଂଲାଦେଶ
୧୧- ଚୀନରେ ପହଞ୍ଚି ପାରିଥିବା ପ୍ରଥମ ୟୁରୋପୀୟ କିଏ ଥିଲେ ?
ଉ: ମାର୍କୋପୋଲୋ
୧୨- ଭାରତରେ ସ୍ଥାପିତ ପ୍ରଥମ ବ୍ୟାଙ୍କ ର ନାମ କଣ ?
ଉ: ଦି ବ୍ଯାଙ୍କ ଅଫ ହିନ୍ଦୁସ୍ଥାନ

୧୩- କାର୍ଲୋ ଗୁମ୍ଫା କେଉଁଠାରେ ଅବସ୍ଥିତ ?
ଉ: ପୁନେ ଠାରେ
୧୪- ପାଣ୍ଡବ ଜଳପାତ୍ର କେଉଁଠାରେ ଅବସ୍ଥିତ ?
ଉ: ଖଜୁରୋହ
୧୫- ଭାରତର କେଉଁ ମନ୍ଦିରରେ ମୂଷା ମାନଙ୍କୁ ପୂଜା କରାଯାଏ ?
ଉ: କର୍ଣ୍ଣଦେବୀ ମନ୍ଦିର
୧୬- ମହିଳା ମାନଙ୍କ ଶାଢୀର ଲମ୍ବା କେତେ ହୋଇଥାଏ ?
ଉ: ୪ ରୁ ୫ ମିଟର

୧୭- ଏକ ଆକଳନ ଅନୁସାରେ ଭାରତରେ ସମୁଦାୟ ପ୍ରାୟ କେତୋଟି ଟ୍ରକ ହାଇୱେ ଉପରେ ଚାଲିଥାଏ ?
ଉ: ୮୭ ଲକ୍ଷରୁ ଅଧିକ
୧୮- ଜଣେ କନ୍ୟା ବିବାହ ସମୟରେ ଲାଲ ରଙ୍ଗର ବସ୍ତ୍ର କାହିଁକି ପିନ୍ଧିଥାଏ ?
ଉ: କାରଣ ଏହା ଶୁଭର ପ୍ରତୀକ
୧୯- ଗୋଟିଏ ମୂଷା ଏକ ବର୍ଷ ମଧ୍ୟରେ କେତୋଟି ଛୁଆ ଜନ୍ମ କରିପାରେ ?
ଉ: ୧୦୦୦ଟି
୨୦- ଧଳା ଶାଢୀ (କାରଣ ସ୍ଵାମୀ ଉପରେ ଅର୍ଥାତ ସ୍ବର୍ଗରେ)
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।