ସ୍ଵାମୀ ପାଇଁ ଏଠି ଟଣା ଓଟରା! ବିଚ ରାସ୍ତାରେ ଗୋଟେ ସ୍ୱାମୀ ପାଇଁ 2 ମହିଳା ବଡାବାଡ଼ି, ଲୋକେ କହୁଛନ୍ତି … ଦେଖନ୍ତୁ Video

ଏ ସ୍ଵାମୀ କାହାର । ସ୍ଵାମୀ ପାଇଁ ଏଠି ଟଣା ଓଟରା । ହଁ ଦର୍ଶକ ବନ୍ଧୁ ଭଳି କରି ଦେଖି ନିଅନ୍ତୁ ଏ ଦ୍ରୁଶ୍ଯ କୁ । ଗୋଟିଏ ସ୍ଵାମୀ ଦୁଇ ଜଣ ସ୍ତ୍ରୀ । ଜଣେ କହୁଛି ଏ ସ୍ଵାମୀ ମୋର ଆଉ ଜଣେ କହୁଛି ସେ ସ୍ଵାମୀ ମୋର । ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆମ କଟକ ଓମପି ଛକରେ । ଖବର ଅନୁଯାୟୀ ସ୍ଵାମୀ ଙ୍କୁ ନେଇ ଟଣା ଓଟରା ହେଉଛନ୍ତି ଦୁଇ ମହିଳା ।

ଶେଷରେ ଏ ସ୍ଵାମୀ କାହାର ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶନିବାର ବିଳମ୍ବିତ ରାତି ଏ ଦେଖିବାକୁ ମିଳିଛି ଏହି ଜବ ଦୃଶ୍ୟ କଟକ ଓମପି ଛକରେ । ନେ ପୁରୁଷ ପାଇଁ ଦୁଇ ମହିଳା ଙ୍କ ମଧ୍ୟରେ ଚାଲିଛି ଟଣା ଓଟରା । ଆଉ ପାଖରେ ପୋଲିସ ବି ଅଛି । ଆଉ ଜଣେ ମହିଳା କହୁଛି ଏ ସ୍ଵାମୀ ହେଉଛି ମୋର । ଆଉ ଜଣେ କହୁଛନ୍ତି ସେ ସ୍ଵାମୀ ହେଉଛନ୍ତି ମୋର ।

କିନ୍ତୁ ସ୍ଵାମୀ କାହାର ଆଉ ସ୍ଵାମୟ କେଉଁ ସ୍ତ୍ରୀ କୁ ନେଇ ରହିବେ ତାହାକୁ ନେଇ ଦୀର୍ଘ ସମୟ ଧରି ଲାଗି ରହିଥିଲା ବାଦ ବିବାଦ । ଦର୍ଶକ ବନ୍ଧୁ ଆଉ ଜଣେ ସ୍ତ୍ରୀ କହୁଛନ୍ତି ତମେ ସତ ସଫା ସଫା ଅହି ଦିଅ ଚୁପ ରୁହ ନାହି । ତୁମେ ମୋ ସହ ରହିବ ନା ନାହି । ହେଲେ ଆଉ ଜଣେ ସ୍ତ୍ରୀ କହୁଛନ୍ତି କଣ ହେଲା ମୋ ସ୍ଵାମୀ ଉପରେ ତୋର ଅଧିକାର ।

ମୋ ସ୍ଵାମୀ ତୋତେ କହିବେ ତୋତେ ରଖିବେ କି ନାହି ? ଦୁଇ ମହିଳା ପରସ୍ପର ସହ ମାଡ ପିଟ ମଧ୍ୟ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ଥିଲେ ବି ଦୁଇ ମହିଳା ଙ୍କ ଭିତରେ ଟଣା ଓଟରା ଚାଲିଛି । ଦର୍ଶକ ବନ୍ଧୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲା ତଥାପି ଉଭୟ ମହିଳା ଙ୍କ ମଧ୍ୟରେ ବାଦ ବିବାଦ ଥମି ନ ଥିଲା ।

ପୋଲିସ ପସ୍ଥିତି ରେ ବି ଚାଲିଥିଲା ପାକ ଯୁଦ୍ଧ । ଆଉ ଦେଖୁ ଦେଖୁ ଭିଡ ବି ଜମି ଯାଇଥିଲା । ଶେଷରେ ପୋଲିସ ବହୁ ଚେଷ୍ଟା ପରେ ଦୁଇ ମହିଳା ଚୁପ ହୋଇଥିଲେ । ଆଉ ପୋଲିସ କଥା ମାନି ଘଟଣା ସ୍ଥଳ ରୁ ବିଦା ହୋଇଥିଲେ । କିନ୍ତୁ ପୋଲିସ ଉଭୟ ମହିଳାଙ୍କ ପରିଚୟ ରଖିକି ଛାଡି ଦେଇଥିଲା । ଆଉ ଧୀରେ ଧୀରେ ଭିଡ ଭାଙ୍ଗି ଥିଲା । ଏବେ ଏହାରି ଭିତରେ ସ୍ଵାମୀ କାହାର ତାହା ସ୍ପଷ୍ଟ ହେଲା ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।