ସ୍ଵାମୀ ମରିବାର ଇଂସୁରାନ୍ସ ଟଙ୍କାରେ ସ୍ତ୍ରୀ ପରପରୁଷ ସହ ଗଲା ହୋଟେଲ, ତାପରେ ଯାହା ଘଟିଲା…

ସ୍ଵାମୀ ମରିବା ଟଙ୍କାରେ ସ୍ତ୍ରୀ ପରପୁରୁଷ ସହ ଗଲା ହୋଟେଲ ! ତେବେ ଖବର ମୁତାବିକ ଜଣେ ମହିଳାଙ୍କର ସ୍ଵାମୀ ଆକ୍ସିଡେଣ୍ଟ କାରଣ ବଶତଃ କିଛି ମାସେ ପୂର୍ବେ ମୃ-ତ୍ୟୁବରଣ କରିଥିଲେ । ତେବେ ସ୍ଵାମୀଙ୍କର ବିୟୋଗରେ ସ୍ଵାମୀଙ୍କ ନାମରେ ସ୍ତ୍ରୀ ପାଇଁ ଇନସୁରାନ୍ସ ଟଙ୍କା ମଧ୍ୟ ଆସିଥିଲା । ତେବେ ଇଂସୁରାନ୍ସରେ ବିଧବା ମହିଳା ଜଣଙ୍କ ୫ ଲକ୍ଷ ଟଙ୍କା ମଧ୍ୟ ପାଇଥିଲେ । ତେବେ ପରେ ପରେ ଯୁବକ ଜଣଙ୍କ ଯେତେବେଳେ ଜାଣିବାକୁ ପାଇଥିଲେ । ଯେ ଉକ୍ତ ବିଧବା ମହିଳା ପାଖରେ ୫ ଲକ୍ଷ ଟଙ୍କା ରହିଛି ।

ସେତେବେଳେ ମହିଳା ଜଣଙ୍କୁ ବାହା ହେବାର ପ୍ରଲୋଭନ ଦେଖାଇ ତାଙ୍କ ସହ ମିଛି ପ୍ରେମ ସମ୍ପର୍କ ରଖିଥିଲା । ବିଧବା ମହିଳା ଜଣଙ୍କୁ ଯୁବକ ଜଣଙ୍କ ବହୁତ ଭଲ ପାଆନ୍ତି ବୋଲି କହି ହୋଇଥିଲେ । ଏହାପରେ ତାଙ୍କୁ ଆଗକୁ ବାହା ହେବେ କହି ତାଙ୍କୁ ନିଜ ସହ ଶାରୀରିକ ସମ୍ପର୍କ ରଖିବାକୁ ମଧ୍ୟ କହିଥିଲେ । ଏହାପରେ ମହିଳା ଜଣଙ୍କ ରାଜି ହେଲା ପରେ ତାପରେ ଭଲ ପାଇବା ବାହନାରେ ମହିଳାଙ୍କୁ ବହୁ ଥର OYO ମଧ୍ୟ ନେଇଯାଇଛି ।

ସେଠାରେ ତାଙ୍କ ସହ ସବୁ ଥର ଶାରୀରିକ ସମ୍ପର୍କ ରଖନ୍ତି ବୋଲି ମଧ୍ୟ ବିଧବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ତେବେ ଥରେ କି ୨ ଥର ନୁହେଁ । ବଂର ୧୦ ଥର ଭଳି ବିଧବା ମହିଳାଙ୍କୁ ସାଥିରେ ନେଇ ହୋଟେଲ ଯାଇ ଉକ୍ତ ପୁରୁଷ ଜଣଙ୍କ ସମ୍ପର୍କ ରଖୁଥିଲେ । ତାପରେ ସୁଯୋଗ ଦେଖି ପୁରୁଷ ଜଣଙ୍କ ମହିଳା ଠାରୁ ତାଙ୍କର ୫ ଲକ୍ଷ ଟଙ୍କା ମଧ୍ୟ ଲୁଟି ନେଇଥିଲେ । ହେଲେ ପ୍ରେମର ପ୍ରତାରଣା କରି ଯୁବକ ଜଣଙ୍କ ବିଧବା ମହିଳାଙ୍କୁ ଆଉ ବାହା ହୋଇନଥିଲେ ।

କେନ୍ଦ୍ରପଡା ଜିଲ୍ଲା ସଦର ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ଘଟଣା ପରେ ମହିଳା ଜଣଙ୍କ ଏହି ସବୁ ବିଷୟରେ ପୋଲିସଙ୍କୁ କହି ଉକ୍ତ ଯୁବକଙ୍କ ନାମରେ ଥାନାରେ ଅଭିଯୋଗ କରିଛି । ତେବେ ବାକି ରହିଲା, ପୋଲିସ କେବେ ସଠିକ ତଦନ୍ତ କରି ବିଧବା ମହିଳାଙ୍କୁ ନ୍ୟାୟ ଦେଉଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ