ସ୍ୱାମୀ ମାନେ ସକାଳୁ ଉଠି ସ୍ତ୍ରୀ ସହ କରନ୍ତୁ ଏହି କାମ, ଭାଗ୍ୟ ବଦଳିଯିବ ଚାଣକ୍ୟ ନୀତି

ଆମ ଶାସ୍ତ୍ର ରେ ଏଭଳି ବହୁତ ଗୁଡିଏ କଥା ଲେଖା ହୋଇଛି ଯାହା କି ସଭିଙ୍କୁ ଜଣ ନଥାଏ । ସକାଳୁ ଉଠି କଣ କରିବା ଉଚିତ ଏହା ମଧ୍ୟ ଆମ ଶାସ୍ତ୍ରରେ ଲିପିବଦ୍ଧ ଅଛି । ଶାସ୍ତ୍ରର ଏହି ବଚନ କିଛି ଲୋକ ମାନନ୍ତି ଏବଂ ଆଉ କିଛି ଲୋକ ଅଣଦେଖା କରନ୍ତି । ଏହି ନିୟମ କୁ ଅଣଦେଖା କରୁଥିବା ଲୋକ ସେମିତି ସବୁବେଳେ ଧନ ଅଭାବ ରେ ରୁହନ୍ତି ।

ଆଚାର୍ଯ୍ୟ ଚାଣକ୍ୟ ଥିଲେ ଜଣେ ମହାନ ବ୍ୟକ୍ତିତ୍ୱ । ସେ ଏକ ଧାରାରେ ଥିଲେ ଜଣେ ବ୍ରାହ୍ମଣ,ପଣ୍ଡିତ,ଅର୍ଥଶାସ୍ତ୍ରୀ,ଶିକ୍ଷକ ଏବଂ ଜଣେ ଦାର୍ଶନିକ ମଧ୍ୟ । ସେ ନିଜ ନୀତି ବାଣୀ ରେ ଏପରି କଥା ଲେଖିଛନ୍ତି ଯାହା କି ଆଗାମୀ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ସତ୍ୟ ପ୍ରମାଣିତ ହେବ ଯେ ପର୍ଯ୍ୟନ୍ତ ଏହି ମାନବ ସମାଜ ଥିବ । ତେବେ ଆଜି ଆମେ ଆପଣଙ୍କୁ ଏହି କିଛି ଗୁପ୍ତ ଜ୍ଞାନ ବିଷୟରେ କହିବୁ ଯାହାକୁ ପାଳନ କଲେ ଇଶ୍ୱରଙ୍କ ଆଶୀର୍ବାଦ ସଦା ଆପଣଙ୍କ ସହିତ ରହିବ । ତେବେ ଜାଣନ୍ତୁ ସେହି କାର୍ଯ୍ୟ ଗୁଡିକ କଣ ଯାହା କି ସ୍ୱାମୀ ସ୍ତ୍ରୀ ସକାଳୁ ଉଠି କରିବା ଉଚିତ ।

ସକାଳୁ ଉଠି ସ୍ୱାମୀ ସ୍ତ୍ରୀ ପରନିନ୍ଦା କରିବା

ହଁ ଆଜ୍ଞା ପର ବିଷୟରେ ଚର୍ଚ୍ଚା ହିଁ ପର ନିନ୍ଦା ଅଟେ । ଅନ୍ୟ ପରିବାର ବିଷୟରେ କଥା ହେବା, ୟାର ଏହା ହେଲା ତାର ସେଟା ହେଲା, ଏହି ସବୁ କଥା ପର ନିନ୍ଦା ଅନ୍ତର୍ଭୁକ୍ତ ଅଟେ । ତେଣୁ ଏହି ଜିନିଷ ରୁ ନିବୃତ ରହି ସକାଳୁ ସକାଳୁ ଭଜନ ଶୁଣିବା ଉଚିତ ।

ଘରେ ଥିବା ଈଶ୍ୱର ଙ୍କୁ ଭୋଗ ନା ଲଗେଇ ସକାଳୁ ସକାଳୁ ଭୋଜନ କରିବା । ଏପରି କରିବା ଉଚିତ ନୁହେଁ ସକାଳୁ ସକାଳୁ ଗାଧୋଇ ପୂଜାର୍ଚ୍ଚନା ସାରି ହିଁ ରୋଷେଇ କାର୍ଯ୍ୟ ପ୍ରାରମ୍ଭ କରିବା ଉଚିତ ।

ନିଜ ଗୁରୁଜନ ଙ୍କ ଆର୍ଶୀବାଦ ନେବା

ବନ୍ଧୁଗଣ,ଗୁରୁଜନ ଙ୍କ ଆର୍ଶୀବାଦ ବିନା କୌଣସି କାର୍ଯ୍ୟ ସମ୍ଭବ ହୁଏ ନାହିଁ । ଏମିତିରେ ପୁତ୍ର ସନ୍ତାନ ମଧ୍ୟ ପ୍ରାପ୍ତ ହୁଏ ନାହିଁ । ଅନେକ ଲୋକ ଏହି କାର୍ଯ୍ୟ କରିବାକୁ ଲଜ୍ୟା ପ୍ରକାଶ କରନ୍ତି କିନ୍ତୁ ଏହା ସବୁଠାରୁ ବଡ଼ ଦୋଷ ଅଟେ । ଏଭଳି ଲୋକ ଜୀବନରେ ସଫଳ ହୋଇ ପାରନ୍ତି ନାହିଁ ।

ସୂର୍ଯ୍ୟଦୟ ମାତ୍ରେ ଅଗାଧୁଆ ରୋଷେଇ ଘରକୁ ଯିବା

ଅନେକ ସ୍ତ୍ରୀ ଏମିତି ଅଛନ୍ତି ଅଗାଧୁଆ ଚାହା ବନେଇବା ପାଇଁ ରୋଷେଇ ଘରକୁ ଚାଲି ଯାଆନ୍ତି । ଏହା ମସ୍ତ ବଡ଼ ଭୁଲ ଅଟେ । ଶାସ୍ତ୍ର ଅନୁସାରେ ଏପରି କରୁଥିବା ବ୍ୟକ୍ତିର ଘରେ ସବୁବେଳେ ଧନ ଅଭାବ,ଖାଦ୍ୟ ଅଭାବ ଲାଗିରୁହେ । ମାତା ଲକ୍ଷ୍ମୀ ସେହି ଘରକୁ ଛି ବୋଲି କରି ଦିଅନ୍ତି ।

ସୂର୍ଯ୍ୟ ଉଦୟ ପରେ ଉଠିବା

ଅନେକ ବ୍ୟକ୍ତି ଏପରି ଅଛନ୍ତି ଯେଉଁମାନେ ସୂର୍ଯ୍ୟ ଉଦୟ ପରେ ଉଠନ୍ତି କିନ୍ତୁ ଏହା ଦ୍ୱାରା ରବି ଦୋଷ ଲାଗେ । ଏହା ଏତେ ପ୍ରଭାବ ପକେଇ ନଥାଏ । କିନ୍ତୁ ଜୀବନ ରେ ସଫଳ ହେବାକୁ ହେଲେ ସୂର୍ଯ୍ୟ ଉଦୟ ଦେଖିବା ନିହାତି ଆବଶ୍ୟକ ।