ସ୍ଵାମୀ ଦେଖିଲେ କି ତାଙ୍କର ପତ୍ନୀ ପୁରା ଦିନ ଥକି ଥକି ରହୁଛନ୍ତି, ରୁମରେ ଲଗାଇଲେ କ୍ୟାମେରା ତ ଖୋଲିଲା ଏମିତି ରହସ୍ୟ କି … ଭିଡିଓ ଦେଖନ୍ତୁ

ଏହି ଦୁନିଆରେ ମା ଏକ ଅଲୌକିକ ଶବ୍ଦ ଅଟେ । ମାଙ୍କର ମମତା ଏବଂ ତାହାର ମହିମାକୁ ଶବ୍ଦରେ କହିହେବ ନାହିଁ, କେବଳ ଅନୁଭବ କରିହେବ । ପିଲାମାନଙ୍କର ସୁରକ୍ଷା ପାଇଁ ସେମାନେ ବଡ ବଡ ସମସ୍ୟାର ସାମନା କରିଥାନ୍ତି । ଗୋଟିଏ ମା ନିଜର ପିଲା ପାଇଁ କେତେ ବି ତ୍ୟାଗ କରିଦିଏ କିନ୍ତୁ ସେ ତାହାକୁ କେବେ ବି ମନେ ରଖେ ନାହିଁ । ତଥାପି କେତେକ ଲୋକମାନେ ଏହି ତ୍ୟାଗ ଉପରେ ପ୍ରଶ୍ନ କରିଥାନ୍ତି ।

ଆଜି ଆମେ ଆପଣଙ୍କୁ ଏକ ଏମିତି ମହିଳାଙ୍କର କାହାଣୀ କହିବାକୁ ଯାଉଛୁ ଯାହାର ସ୍ଵାମୀ ତାହା ଉପରେ ସନ୍ଦେହ କରୁଥିଲା । ତାହାର ସନ୍ଦେହ ଥିଲା ସେ ଦିନସାରା ଏତେ ଥକି ଥକି କାହିଁକି ରହୁଛି । ଏମିତି କେଉଁ କାମ ସେ କରୁଛି କି ତାହାର ରାତିର ନିଦ ପୁରା ହେଉ ନାହିଁ । ସେତେବେଳେ ଏହି ମହିଳା ଜଣକ ଏହାର ଜବାବ ବହୁତ ଭଲ ଭାବରେ ଦେଲେ । ଯାହାକୁ ଆପଣ ସମସ୍ତଙ୍କୁ ଜାଣିବା ଦରକାର ।

ଆଜି ଆମେ ଆପଣଙ୍କୁ ଆମେରିକାର Los Angelesରେ ରହୁଥିବା ମେଲାନିୟା ଡାର୍ନେଲଙ୍କ ବିଷୟରେ କହିବାକୁ ଯାଉଛୁ । ଯିଏକି ସକାଳେ ଉଠିବା ପରେ ଫ୍ରେଶ ରହିବା ବଦଳରେ ବହୁତ ଥକି ଥକି ରହୁଥିଲେ । ମେଲାନିୟାଙ୍କର ସ୍ଵାମୀ କିଛି ବୁଝି ପାରିଲେ ନାହିଁ କି ତାଙ୍କୁ ଏମିତି କଣ ଆସୁବିଧା ହେଉଛି । ଏହା ପରେ ମେଲାନିୟା ଏହି ସବୁ ଦିନକୁ ମନେ ରଖିବା ପାଇଁ ଘରେ କ୍ୟାମେରା ଲଗାଇଲେ । କ୍ୟାମେରାରେ ରେକର୍ଡ ହୋଇଥିବା ଭିଡିଓକୁ ମେଲାନିୟା ପାଖାପାଖି ୩ ମାସ ପୂର୍ବରୁ ହିଁ ଶେୟାର କରିଥିଲେ ।

କଣ ଅଛି ଭିଡିଓରେ ?

ସୋସିୟାଲ ମିଡିୟାରେ fitmomma4three ନାମକ ଏକ ପେଜରେ ମେଲାନିୟା ପିଲାମାନଙ୍କ ସହିତ ରାତିରେ ବିତାଉଥିବା ସମୟର ଭିଡିଓ ପୋସ୍ଟ କରି ମମତାର ସତ୍ୟତାକୁ ବୟାନ କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳୁଛି କି କେଉଁଭଳି ଭାବରେ ମେଲାନିୟା ନିଜର ପିଲାମାନଙ୍କୁ ଶୁଆଇବା ଚକ୍କରରେ ନିଜର ନୀଦକୁ ପୁରା କରି ପାରୁ ନାହାନ୍ତି । ଏବଂ ପାଖାପାଖି ୬.୨୦ ମିନିଟରେ ମେଲାନିୟାଙ୍କୁ ବିଛଣା ଛାଡିବାକୁ ପଡିଥାଏ ।

ମେଲାନିୟାଙ୍କର ସ୍ଵାମୀ ଟ୍ରାଭେଲିଂଗ ଜବ କରନ୍ତି ଏବଂ ପ୍ରାୟତଃ ସେ ସବୁବେଳେ ବାହାରେ ରୁହନ୍ତି ଏବଂ ମେଲାନିୟାଙ୍କୁ ହିଁ ୩ଟି ପିଲାଙ୍କର ଦେଖାଶୁଣା କରିବାକୁ ପଡିଥାଏ ।

ସନ୍ତୁଳନ ରଖିବା ବହୁତ କଷ୍ଟ ଅଟେ

ନିଜ ପାଇଁ ଭରପୁର ନିଦ, ପିଲାମାନଙ୍କର ଦେଖାଶୁଣା ଏବଂ ତାଙ୍କର ସବୁ ଦରକାରୀକୁ ପୁରା କରିବା ମଧ୍ୟରେ ସନ୍ତୁଳନ ରଖିବା ବହୁତ କଷ୍ଟ ଅଟେ । ତାଙ୍କର କହିବା ଅଟେ କି ରାତିରେ ଚାହିଁ ରହିବା ପରେ ବି ମୋ ପାଇଁ ଜୀବନରେ ଏହି ଅନୁଭବ ସବୁଠୁ ସୁନ୍ଦର ଅଟେ, କାରଣ ମାତୃତ୍ଵ ସୁଖୀ ଜୀବନରେ ସବୁଠୁ ବଡ ସୁଖ ଅଟେ । ତଳେ ଦେଖନ୍ତୁ ସେହି ଭିଡିଓ ।