କରୋନାରୁ ସୁସ୍ଥ ହେଉଛନ୍ତି କି ? କରୋନା ଛାଡିବା ପରେ ମାଡି ଆସୁଛି ଆଉ ଏକ ରୋଗ

ପୁରା ବିଶ୍ବରେ କୋରୋନାର ଦିତୀୟ ଲହର ଯେପରି ମାତ୍ରାରେ ବଢିବାରେ ଲାହିଛି ସେଥିପାଇଁ ଅନେକ ଲୋକ ମାନେ ଆକ୍ରାନ୍ତ ହୋଇ ନିଜର ଜି-ବ-ନ ହା-ରୁ-ଛ-ନ୍ତି । ଗତ ବର୍ଷ ୨୦୨୦ରୁ ୨୦୨୧ ଯାଏଁ କୋରୋନା ଭାଇରସ ପୁରା ଦେଶରେ ଭୟର ଆତଙ୍କ ସୃଷ୍ଟି କରିଛି ।

କୋରୋନାରେ ଆକ୍ରାନ୍ତ ହୋଇ କିଛି ଲୋକ ମାନେ ସୁସ୍ଥ ହେଉଛନ୍ତି ତ ଆଉ କିଛି ଲୋକଙ୍କର ପ୍ରା-ଣ-ହା-ନି ଘଟୁଛି । କିନ୍ତୁ ବର୍ତ୍ତମାନ କୋରୋନା ମହାମାରୀକୁ ନେଇ ଏକ ନୂତନ ସମସ୍ଯା ଉତ୍ପନ ହେଉଛି । ତେବେ ଆସନ୍ତୁ ଜାଣିବା ସେହି ସମସ୍ଯା କଣ ଅଟେ ଓ କାହିଁକି ହେଉଛି । ବର୍ତ୍ତମାନ କୋରୋନାର ଦିତୀୟ ଲ୍ହରରେ ଅଧିକାଂଶ ଲୋକ ମାନେ ସୁସ୍ଥ ହେଉଥିଲେ ମଧ୍ୟ ସେମାନଙ୍କ ଶରୀରରେ ନୂତନ ରୋଗ ପରିଲକ୍ଷିତ ହେଉଛି ।

ବ୍ରିଟିଶ ମେଡିକାଲ ଜେନେରାଲ ରିପୋର୍ଟ ଅନୁଯାୟୀ ବ୍ଯକ୍ତିର ଶରୀରରୁ କୋରୋନା ଭାଇରସ ଯିବାରେ ଅନେକ ସମସ୍ଯା ସୃଷ୍ଟି ହେଉଛି । ବିଶେଷଜ୍ଞଙ୍କ ମତରେ ପ୍ରାୟତ ୧୪% କୋରୋନା ରୋଗୀ ଭଲ ହେବା ପରେ ମଧ୍ୟ ପୁଣି ଥରେ ମେଡିକାଲ ଆସିବାକୁ ପରିସ୍ଥିତି ତାଙ୍କ ନିକଟରେ ଦେଖା ଯାଉଛି । ଲଣ୍ଡନ ସ୍ଥିତ ହେଲଥ ରିସର୍ଚ ବିଶେଷଜ୍ଞ ମାନେ ଗତ ବର୍ଷ ଜାନୁଆରୀ ୧ରୁ ଅକ୍ଟୋବର ୩୧ ଯାଏଁ ୧ କୋଟି ୯୩ ଲକ୍ଷ ୧୧୩ ଜଣ କୋରୋନା ରୋଗୀଙ୍କ ସ୍ୱାସ୍ଥ୍ୟ ଉପରେ ଅଧୟନ କରିଥିଲେ ।

ଏହି ଅଧୟନରେ ୧୮ରୁ ୬୫ ବର୍ଷର କୋରୋନା ରୋଗୀଙ୍କୁ ସାମିଲ କରା ଯାଇଥିଲା । ଏହି ସର୍ଭେରେ ୨୧ ଦିନ ଯାଏଁ କୋରୋନା ରୋଗୀଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖା ଯାଇଥିଲା । ବିଶେଷଜ୍ଞ ମାନେ ଏହି ସର୍ଭେରୁ ମତାମତ ଦେଇଛନ୍ତି ଯେ କୋରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀ ସୁସ୍ଥ ହେବା ପରେ ପୁଣି ଥରେ ୬ ମାସ ପରେ ଆଉ ଥରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ସର୍ଭେରୁ ମିଳିଥିବା ତଥ୍ୟ ଅନୁଯାୟୀ ଏମିତି କିଛି ଲୋକଙ୍କ ସହ ତୁଳନା କରାଗଲା ଯେଉଁ ମାନେ କେବେ ବି କୋରୋନାରେ ଆକ୍ରାନ୍ତ ହୋଇ ନାହାନ୍ତି ।

ଏହା ପରେ ଜଣା ପଡିଲା ଯେ ୧୪% ଲୋକ ମାନେ କୋରୋନାରୁ ସୁସ୍ଥ ହେବା ପରେ ମଧ୍ୟ ଆଉ ଏକ ନୂଆ ରୋଗରେ ଆକ୍ରାନ୍ତ ହେଉଛନ୍ତି । ସୁସ୍ଥ ଲୋକଙ୍କ ଅପେକ୍ଷା କୋରୋନାରେ ସଂକ୍ରମଣ ହୋଇଥିବା ରୋଗୀଙ୍କର ସମସ୍ଯା ଦିନକୁ ଦିନ ବଢିବାରେ ଲାଗିଛି ।

ମୁଖ୍ୟ ଗବେଷକ ଏଲ ଏମ ମ୍ୟାକ୍ସୱେଲ ନିଜ ମତରେ କହିଛନ୍ତି ଯେ ବୃଦ୍ଧ ବ୍ୟକ୍ତିଙ୍କ ଅପେକ୍ଷା ଯୁବକ ପିଢୀ କୋରୋନାରୁ ସୁସ୍ଥ ହେବା ପରେ ମଧ୍ୟ ନୂତନ ରୋଗର ଶିକାର ହେବାରେ ଆଶଙ୍କା ରହିଛି । ଏହା ସହ ଯେଉଁ ମାନଙ୍କର ଆଗରୁ କୌଣସି ସ୍ୱାସ୍ଥ୍ୟ ସମ୍ଭଧୀୟ ସମସ୍ଯା ନ ଥିଲା ସେମାନେ ମଧ୍ୟ ଏହି ନୂତନ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ସମସ୍ତ ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ