ସୁଶାନ୍ତଙ୍କୁ ହତ୍ୟା କରାଯାଇଛି, AIIMS ଡାକ୍ତରଙ୍କ ଖୁଲାସା ପରେ ନେଲା ନୂଆ ମୋଡ

କହିବାକୁ ଗଲେ NCBର ଟିମ ରିୟା ଓ ସୌଭିକର ପରିବାରଙ୍କୁ ପୁଛତାଛ କରି ଡ୍ରଗ୍ସ ସମ୍ବନ୍ଧିତ ସମସ୍ତ ରହସ୍ୟକୁ ଉଜାଗର କରି ଦେଇଛି ଓ ଏଥିରେ ସାମିଲ ଥିବା କିଛି ଲୋକମାନଙ୍କ ନାଁ ବି ଉଜାଗର କରିଛନ୍ତି । ଏମିତିରେ କୁହାଯାଉଛି କି ବଲୀଉଡରେ କେତେକ ଷ୍ଟାରଙ୍କ ସହ ଏହି କେସର ସମ୍ବନ୍ଧ ଅଛି । କିନ୍ତୁ ବର୍ତ୍ତମାନର ବଡ ଖବର ଏହା ଅଟେ କି ସୁଶାନ୍ତଙ୍କ ମାମଲାରେ ଏମ୍ସର ତିନି ଜଣ ଡାକ୍ତରଙ୍କ ଟିମ ସୁଶାନ୍ତଙ୍କ ବଡିକୁ ପୁଣି ଥରେ ଯାଞ୍ଚ କରି ଏହା କହିଦେଇଛନ୍ତି କି ଏହା ହତ୍ୟା ଅଟେ ।

ଏହା ଦ୍ଵାରା ବହୁତ ବଡ ସତ ସାମ୍ନାକୁ ଆସିଲା କି ମୁମ୍ବାଇର କୁପର ହସ୍ପିଟାଲର ଡାକ୍ତରମାନେ ସୁଶାନ୍ତଙ୍କ କେସକୁ ଲୁଚାଇବା ପାଇଁ ଭୁଲ ରିପୋର୍ଟ ପ୍ରସ୍ତୁତ କରିଥିଲେ । ପ୍ରଥମେ ଏମ୍ସର ଡାକ୍ତରମାନେ ୧୪ ଓ ୧୫ ଜୁନକୁ ସୁଶାନ୍ତଙ୍କ ପୋସ୍ଟମର୍ଟମ କରିଥିବା ଡାକ୍ତରଙ୍କୁ ପୁଛତାଛ କରିଲେ ।

ଏହି ପୁଛତାଛରେ ଏମ୍ସର ଡାକ୍ତରମାନେ ସୁଶାନ୍ତଙ୍କ ବେକରେ ଥିବା ଆଘାତ କିମ୍ବା ଦାଗ ବିଷୟରେ ପ୍ରଶ୍ନ କରିଲେ । ଏମିତିରେ କୁପର ହସ୍ପିଟାଲର ଡାକ୍ତରଙ୍କ ଜବାବ ଦେବାର ଶୈଳୀରେ ଏହା ଜଣା ପଡିଗଲା କି କୁପର ହସ୍ପିଟାଲର ଡାକ୍ତରମାନେ ନିଜ ରିପୋର୍ଟରେ ବହୁତ କିଛି ଲୁଚାଇ ଥିଲେ । ଏମ୍ସ ଡାକ୍ତରଙ୍କ ଅନୁସାରେ ସୁଶାନ୍ତଙ୍କ ବେକରେ ଥିବା ଚିହ୍ନ ବହୁତ ପ୍ରଶ୍ନ ଛିଡା କରୁଛି । ରିପୋର୍ଟ ଅନୁସାରେ ସୁଶାନ୍ତଙ୍କ ବେକରେ ଥିବା ଆଘାତ ଚିହ୍ନ ଯାହାକୁ ମେଡିକାଲ ଭାଷାରେ ଲିଗେଚର ମାର୍କ କୁହାଯାଏ ତାହା ସୁଶାନ୍ତଙ୍କ ବେକ ମଝିରେ ଅଛି ।

କିନ୍ତୁ ସୁସାଇଡ କେସରେ ଏହି ଚିହ୍ନ ବେକର ଉପରି ଅଂସରେ ରହିଥାଏ । କୁହାଯାଉଛି କି ଏମ୍ସର ତିନି ଜଣ ଡାକ୍ତର ସୁଶାନ୍ତଙ୍କ ପୋସ୍ଟମର୍ଟମ କରିଥିବା ୫ ଜଣ ଡାକ୍ତରଙ୍କୁ ସୁଶାନ୍ତ ବେକରେ ଥିବା ଚିହ୍ନକୁ ନେଇ ବହୁତ ପ୍ରଶ୍ନ କରିଲେ ଓ ସେହି ଡାକ୍ତରମାନଙ୍କ ଜବାବରେ ଏମ୍ସର ଡାକ୍ତରମାନେ ସନ୍ତୁଷ୍ଟ ହେଲେ ନାହିଁ । ବର୍ତ୍ତମାନ ଏହି କେସକୁ ମର୍ଡରର ରୂପ ଦିଆ ଯାଇଛି । କହିଦେଉଛୁ କି ଏମ୍ସର ଡାକ୍ତରମାନେ ମୁମ୍ବାଇରେ ପୋସ୍ଟମର୍ଟମ ସହ ଜଡିତ ସମସ୍ତ ପ୍ରଶ୍ନ ଗୁଡିକର ଜବାବ ଖୋଜୁଛନ୍ତି ।

ଏହି ଡାକ୍ତରମାନେ ୪ ସେପ୍ଟେମ୍ବରରୁ ମୁମ୍ବାଇରେ ଅଛନ୍ତି । ଏହି ଡାକ୍ତରମାନଙ୍କୁ ସେହି ସମସ୍ତ ସ୍ଥାନକୁ ଯିବାର ଅଧିକାର ଅଛି ଯେଉଁଠି ଏହି ଘଟଣା ହୋଇଥିଲା । ଏହା ଛଡା ଯେଉଁଠି ପୋସ୍ଟମର୍ଟମ ହୋଇଥିଲା ସେଠି ବି ଏହି ଡାକ୍ତରମାନେ ଯାଇ ପାରିବେ । ଏହି ଡାକ୍ତରମାନଙ୍କୁ ମୁମ୍ବାଇରେ ସିବିଆଇ ଟିମ ସହ ବି କଥାବାର୍ତ୍ତା କରିବା ପାଇଁ ଅଧିକାର ଅଛି । ଏହା ସହ ଏହି ଡାକ୍ତରମାନେ ପୋସ୍ଟମର୍ଟମ କରିଥିବା ଡାକ୍ତର ଓ ଅନ୍ୟ ସ୍ଟାଫମାନଙ୍କୁ ବି ପୁଛତାଛ କରି ପାରିବେ ।

ସିବିଆଇ ଦ୍ଵାରା ରିୟାର ଭାଇର ସତ୍ୟତା ସାମ୍ନାକୁ ଆସିବା ପରେ ରିୟା ଚକ୍ରବତୀ ବର୍ତ୍ତମାନ ପୁରା ବଦଳି ଯାଇଛନ୍ତି । ରିୟା ପ୍ରଥମେ ଯେଉଁ ପ୍ରଶ୍ନର ଜବାବ ବେବାକ ହୋଇ ଦେଉଥିଲେ ବର୍ତ୍ତମାନ କିନ୍ତୁ ରିୟା ସେହି ସମସ୍ତ ପ୍ରଶ୍ନର ଜବାବ ଡରି ଡରି ଦେଉଛନ୍ତି । ଏମିତିରେ କୁହାଯାଉଛି କି ସୁଶାନ୍ତ ନିଜେ ଆତ୍ମହତ୍ୟା କରି ନାହାନ୍ତି ଏହା ପଛରେ ଅନ୍ୟ କାହାର ହାତ ଅଛି । ଅନ୍ୟ ପଟେ ସୌଭିକର ସତ୍ୟତା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ରିୟା ବି ଜେଲକୁ ଯାଇ ପାରନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।