ସୁଶାନ୍ତଙ୍କ କେଶ ପୁଣି ଥର ନେଲାନେଲା ଏକ ନୂଆ ମୋଡ, ପୋଲିସକୁ ମିଳିଲା କିଛି ରୋଚକପୂର୍ଣ ତଥ୍ୟ

ଯେମିତି କି ସମସ୍ତେ ଜାଣିଛନ୍ତି କି ସୁଶାନ୍ତ ସିଂହ ରାଜପୁତ ଗତ ରବିବାର ଦିନ ଆତ୍ମହତ୍ୟା କରିଛନ୍ତି । ଏହା ପରେ ପୋଲିସ ସୁଶାନ୍ତଙ୍କ ଆତ୍ମହତ୍ୟା ପଛର ଅସଲ କାରଣ ଜାଣିବାକୁ ଚେଷ୍ଟା କରୁଛି । କହିବାକୁ ଗଲେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ କେତେକ ଷ୍ଟାରମାନେ ସାମିଲ ଅଛନ୍ତି ବୋଲି ସନ୍ଦେହ କରାଯାଉଛି । ଏମିତିରେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା ପୁଣି ଥରେ ଏକ ନୂଆ ମୋଢ ନେଇଛି ।

ବର୍ତ୍ତମାନ ଖବର ଆସୁଛି କି ସୁଶାନ୍ତ ରହୁଥିବା ଆପାର୍ଟମେଣ୍ଟର ସେ ଆତ୍ମହତ୍ୟା କରିବା ପୂର୍ବରୁ ସେଠି ଥିବା ସମସ୍ତ ସିସିଟିଭିକୁ କ୍ୟାମେରାକୁ ବନ୍ଦ କରି ଦିଆ ଯାଇ ଥିଲା । ଯାହାକି ଏହି କେସକୁ ଏକ ନୂତନ ଦିଗରେ ନେଇ ଯାଉଛି । ଖବର ଅନୁସାରେ କୁହାଯାଉଛି କି ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ତାଙ୍କର କିଛି ବନ୍ଧୁ ସେହି ଫ୍ଲାଟରେ ଆସିଥିଲେ । ପାଖ ପଡୋଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ସେହି ଦିନ ରାତିରେ ତାଙ୍କ ଘରୁ ଗୀତର ଆବାଜ ଆସୁଥିଲା ।

 

ଯାହାକି ଜଣେ ମନୁଷ୍ୟର ଅବସାଦ ହେବାର ଲକ୍ଷଣ ନୁହେଁ । ସୁଶାନ୍ତ ମୃତ୍ୟୁର ୨ ଘଣ୍ଟା ପୂର୍ବରୁ ବାହାରକୁ ଯାଇ ଥିଲେ । ଏହା ସହିତ ମୃତ୍ୟୁ ପୂର୍ବରୁ ସୁଶାନ୍ତ ଯାହା ସହିତ ବି କଥା ହୋଇଥିଲେ ସେମାନଙ୍କ କହିବା ଅଟେ କି ସୁଶାନ୍ତ ବହୁତ ଖୁସିରେ ଥିଲେ । ପୋଲିସ ରିପୋର୍ଟ ଅନୁସାରେ ସୁଶାନ୍ତ ବ୍ୟବହାର କରୁଥିବା ବେଡଶିଟରେ ପୋଲିସକୁ କେବଳ ସୁଶାନ୍ତଙ୍କ ବାମ ହାତ ଆଙ୍ଗୁଳି ଚିହ୍ନ ଛଡା ଆଉ କୌଣସି ଆଙ୍ଗୁଳିର ଚିହ୍ନ ମିଳି ନାହିଁ ।

କିନ୍ତୁ ସୁଶାନ୍ତ ବାମ ହାତୀ ନ ଥିଲେ । କେବଳ ବାମ ହାତ ବ୍ୟବହାର କରି ସୁଶାନ୍ତ ଆତ୍ମହତ୍ୟା କରି ପାରିବେ ନାହିଁ ବୋଲି ପୋସ୍ଟମୋର୍ଟମ ରିପୋର୍ଟରେ ବି କୁହାଯାଇଛି । କହିବାକୁ ଗଲେ ଆତ୍ମହତ୍ୟା କରିଲେ ଆଖି ବଡ ବଡ ହୋଇଯାଏ ଓ ଜିଭ ବାହାରକୁ ଆସିଥାଏ । କିନ୍ତୁ ସୁଶାନ୍ତଙ୍କ କ୍ଷେତ୍ରରେ ଏହିଭଳି କିଛି ନଜର ଆସି ନାହିଁ । ଏହା ଛଡା ତାଙ୍କ ଘରର ଡୁପ୍ଳିକେଟ ଚାବି କେଉଁଠି ହଜି ଯାଇଛି ।

Image courtesy: Google

ଏହି ସବୁ ତଥ୍ୟ ମୁମ୍ବାଇ ପୋଲିସକୁ ବହୁତ ଆଚମ୍ବିତ କରି ଦେଇଛି । ବର୍ତ୍ତମାନ ପୋଲିସ ଏହା ଜାଣିବାକୁ ଚେଷ୍ଟା କରୁଛି କି ଏହା ଆତ୍ମହତ୍ୟା ନା ହତ୍ୟା ଅଟେ । ସୁଶାନ୍ତଙ୍କ ମୃତ୍ୟୁ ପରେ ଫିଲ୍ମି ଜଗତ, ତାଙ୍କର ପରିବାର ଓ ଫ୍ୟାନମାନେ ଆଚମ୍ବିତ ହୋଇଯାଇଛନ୍ତି । ଏହା ସହିତ କେହି ବି ତାଙ୍କର ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । କହିବାକୁ ଗଲେ ସମସ୍ତେ ଚିନ୍ତା କରୁଛନ୍ତି କି ସୁଶାନ୍ତ ବୁଦ୍ଧିମାନ ସହ ଭଲ ଅଭିନେତା ଓ ସହନଶୀଳ ହୋଇ ମଧ୍ୟ ଏହିଭଳି ପଦକ୍ଷେପ କାହିଁକି ଗ୍ରହଣ କରିଲେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।