ବୀର ଯବାନ ସୁଶାନ୍ତଙ୍କୁ ମାରିଥିବା ମାଓବାଦୀଙ୍କୁ ଖୋଜି ଖୋଜି ମାରୁଛି ସେନା… କାହାରିକୁ ବି ଛାଡ଼ୁନି I

ସହିଦ ସୁଶାନ୍ତ ଖୁଣ୍ଟିଆ ଙ୍କୁ ହତ୍ୟା କରିଥିଲେ ଏବେ ଗୋଟି ଗୋଟି କରି ମାରୁଛନ୍ତି । ସୁଶାନ୍ତଙ୍କ ହତ୍ୟା ପରେ ଏବେ ଜଣ ଜଣଙ୍କୁ ଖୋଜି ମାରୁଛି ସେନା ଅଧିକାରୀ । କାହାରି କୁ ବି ଛାଡୁ ନାହିଁ । ହଁ ଦର୍ଶକ ବନ୍ଧୁ କିଛି ଦିନର ନୀରବତା ପରେ ସୁରକ୍ଷା କର୍ମୀଙ୍କୁ ମିଳିଲା ବଡ ସଫଳତା । ମାଓବାଦୀ ମାନଙ୍କର ଭେଳା ବୁଡିଗଲା । କୁମ୍ବିନ ଅପରେସନ ସମୟରେ ଟଳି ପଡିଛନ୍ତି ମାଓବାଦୀ ।

ଏବେ ଗୋଡାଇ ଗୋଡାଇ ମାଓବାଦୀ ଙ୍କୁ ମାରୁଛି ସେନା । ଏହା ପରେ ସବୁ ଯୋଜନା ଫେଲ କରିବା ସହ ଆଉ ଜଙ୍ଗଲ ରେ ରଖେଈ ଦେଉ ନାହାନ୍ତି ମାଓବାଦୀ ଙ୍କୁ । ଏମିତି କିଛି ନେବେ ଛତିଶଗଡରେ ଦେଖା ଯାଇଛି । ଜଣେ ମାଓବାଦୀ ଙ୍କୁ ମାରିଛି ସୁରକ୍ଷା କର୍ମୀ । ଛତିଶଗଡ ଜଙ୍ଗଲରେ ସେନା ଆରମ୍ଭ କରିଛି ମାଓବାଦୀ ଙ୍କୁ ମୂଳ ପୋଛ କରିବାର ଅଭିଯାନ ।

ଜଣ ଜଣ କରି ସବୁ ମାଓବାଦୀ ଙ୍କୁ ମାରୁଛି । ଝାଡଖଣ୍ଡରେ ସୁଶାନ୍ତଙ୍କ ମୃତ୍ୟୁ ପରେ ଏବେ ଛତିଶଗଡରେ ସେନା ଆରମ୍ଭ କରିଛନ୍ତି ମାଓବାଦୀ ଏନକେ ନିପାତ କରିବା ପାଇଁ । ସୂଚନା ଅନୁଯାୟୀ ଛତିଶଗଡ ନାରାୟଣପୁର ଜିଲ୍ଲା ଆର୍ଯ୍ୟ ଥାନା ଅନ୍ତର୍ଗତ ଆବୁଜ ମାଳ ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପ କରିଥିବାର ଖବର ପାଇଥିଲା ପୋଲିସ ।

କିଛି ବଡ ଅଘଟଣ ଘଟିଆ ପୂର୍ବରୁ ଆରମ୍ଭ ହୋଇଥିଲା କୁମ୍ବିନ ଅପରେସନ । ପୋଲିସ ମାଓବାଦୀଙ୍କ କ୍ୟାମ୍ପ ରେ ଆକ୍ରମଣ କରିଥିଲା । ଯେଉଁଥିରେ ପୁରା କ୍ୟାମ୍ପ କୁ ନଷ୍ଟ କରିବା ସହ ଜଣେ ମାଓବାଦୀ  ନିହତ ହୋଇଛି । ନାରାୟଣପୁର SP ପୁଷ୍ପକ ଶର୍ମାଙ୍କ ନେତୃତ୍ବରେ DRG ଓ ବସ୍ତାର ଫାଇଟର ଓ ଯବାନ ମାନେ ମିଳିତ ଭାବେ କୁମ୍ବିନ ଅପରେସନ ଆରମ୍ଭ କରିଥିଲେ ।

ଯବାନ ମାନଙ୍କୁ ଦେଖି ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ । ଆଉ ଯବାନ ମାନଙ୍କ ଉପରକୁ ଗୁଳି ଚଳାଇ ଥିଲେ ମାଓବାଦୀ ମାନେ । ଯାହାର କଡା ଜବାବ ଦେଇଥିଲେ ବୀର ଯବାନ ମାନେ । ପ୍ରାୟ 2 ଘଣ୍ଟା ରୁ ଅଧିକ ସମୟ ଧରି ଉଭୟ ପାଖରେ ଗୁଳି ବିନିମୟ ହେବା ପରେ ମାଓବାଦୀ ମାନେ ଘଞ୍ଚ ଜଙ୍ଗଲରେ ଫାଇଦା ଉଠାଇ ଖସି ଯିବାରେ ସକ୍ଷମ ହୋଇଥିଲେ ।

ପରେ ଯବାନ ମାନେ ଘଟଣା ସ୍ଥଳକୁ ଯାଇ ଯାଞ୍ଚ କରିବାରୁ ସେଠାରୁ ଜଣେ ମାଓବାଦୀ ର ଶବ କୁ ଉଧାର କରା ଯାଇଛି । ଏହା ସହ ବନ୍ଧୁକ ଓ ଅନେକ ବିସ୍ପୋରକ ସାମଗ୍ରୀ କୁ ଜବତ କରିଛି ପୋଲିସ । ଆଗାମୀ ଦିନରେ ମଧ୍ୟ ଗୁଇନ୍ଦା ସୂଚନା କୁ ଆଧାର କରି ମାଓ ଅଞ୍ଚଳରେ ଲଗାତାର କୁମ୍ବିନ ଅପରେସନ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।