ସୂର୍ଯ୍ୟ ପରାଗ (10 June), ଜାଣନ୍ତୁ ହାଣ୍ଡିଛାଡ ର ସଠିକ ସମୟ ଓ ଏହା ଓଡିଶାରେ ଦୃଶ୍ୟମାନ ହେବ କି ?

ଏହି ବର୍ଷ ଚାରଟି ମାହା ଜଗତିକ ଦୃଶ୍ୟ ଆମେ ଦେଖିବାକୁ ପାଇବା । ଏହି କିଛି ଦିନ ତଳେ ଏହି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଯାଇଛି । ମାତ୍ର ଏହା ଆମ ଦେଶରେ ଆଂଶିକ ଭାବେ ଆସିଥିଲା ।

ଏହି ଗ୍ରହଣ ରେ ଦେଶର ଅନେକ ଯାଗାରେ ଏହାକୁ ମାନ୍ୟ କରାଯାଇ ନଥିଲା । ଏହା ଭାରତ ଅପେକ୍ଷା ଉତ୍ତର ଆମେରିକା ରେ ଏହା ଅଧିକ ପ୍ରଭାବ ପକାଇ ଥିଲା । ଏହି ଅନୁସାରେ ଦେଖିବାକୁ ଗଲେ ଏହାକୁ ଉପଛାୟା ଚନ୍ଦ୍ର ଗ୍ରହଣ ବୋଲି କୁହାଯାଇ ଥିଲା । ଏହା ପାଇଁ ଦେବ ନୀତି ମଧ୍ୟ ଅଟକି ନଥିଲା କିମ୍ବା ଏହା ପାଇଁ ପକ ମଧ୍ୟ ବନ୍ଦ ହୋଇ ନଥିଲା । ଏବେ ଜୁନ ଦଶ ତାରିଖରେ ହେବାକୁ ଯାଉଛି ଆଉ ଏକ ମାହାଜଗତିକ ଦୃଶ୍ୟ ଏହା ହେଉଛି ସୂର୍ଯ୍ୟଙ୍କ ପରାଗ । ଏହି ଦିନ ମଧ୍ୟ ସେହିଭଳି ପାଖ ନେଷେଧ ଥାଏ ।

ପରାଗ ଆରମ୍ଭର କିଛି ସମୟ ଆଗରୁ ମାନେ ତିନି ପ୍ରହର ଆଗରୁ ଏହା ନିଷେଧ ଥାଏ । ମାତ୍ର ପରେ ଆପଣ ଗାଧୋଇ ସରିବା ପରେ ଖାଦ୍ୟ ଗ୍ରହଣ କରି ପାରିବେ ଓ ରୋଷେଇ ମଧ୍ୟ କରି ପାରିବେ । ଏବେ ଯେଉଁ ପରାଗ ଲାଗିବ ସେଥି ପାଇଁ ଗର୍ଭବତୀ ମହିଳାଙ୍କ ଵିଶେଷ ଧ୍ୟାନ ରଖିବା ଦରକାର । ଏହି ପରାଗ ସମୟ ଆଗରୁ ଆପଣ ନିଜ ଖାଦ୍ୟ ଗ୍ରହଣ କରି ନିଅନ୍ତୁ ।

ଏହା ପରେ ଆପଣ ଗ୍ରହଣ ଲାଗିବା ଆଗରୁ ନିଜ ରୁମ ର ଝରକା କବାଟ ବନ୍ଦ କରି ନିଜକୁ ଘର ଭିତରେ ରଖନ୍ତୁ । ଆପଣ ଏହି ସମୟରେ ବାହରକୁ ବହାରନ୍ତୁ ନାହିଁ । ନିଜ ପାଇଁ ନୁହେଁ ତ ନିଜ ପିଲା ପାଇଁ ଆପଣ ସୂର୍ଯ୍ୟଙ୍କ କୀରଣରୁ ନିଜକୁ ଦୂରେଇ ରଖନ୍ତୁ । ଏହା ସହ ଏହି ଦୀନ ଆପଣ କଳା କିମ୍ଵା ଅଧିକ ଡାର୍କ ରଙ୍ଗର ଵସ୍ତ୍ର ଧାରଣ କରନ୍ତୁନି ।

ଏହି ଦିନ ଆପଣ ପରାଗ ପରେ କିଛି ଭଲ ଖାଇବା ଗରିବ ଲୋକଙ୍କୁ ବାଣ୍ଟନ୍ତୁ । ଏହା ସହ ଏହି ପରାଗ କୃଷ୍ଣ ପକ୍ଷରେ ଲାଗିବାକୁ ଯାଉଛି । ଏହା ବିଷୟରେ ବିସ୍ତାର ଭାବେ କୁହାଯିବ ଏହାର କିଛି ଦିନ ଆଗରୁ । ଏହା ସହ ଗର୍ଭବତୀ ମହିଳା ମାନେ ଏହି ସମୟ ମଧ୍ୟରେ ଶୋଇବା ଅନୁଚିତ । ଏହି ସମୟରେ ଆପଣ ନିଜ ପେଟକୁ ଘୋଡାଇ ରଖୀବେ । କୁହା ଯାଏ ଜଦି ସୂର୍ଯ୍ୟ ଙ୍କ ଏହି କୀରଣ ପିଲ ଉପରେ ପଡେ ତେବେ ତାହାର ଶରୀରରେ କିଛି ଖୁର୍ଣ ଦେଖା ଯାଏ ।

ଆପଣ ଏହି ଶିବ ଧାରୁଆ ଜିନିଷ ପଖାରୁ ନିଜକୁ ଦୂରେଇ ରଖିବେ । ଏହି ସମୟ ମଧ୍ୟରେ ଆପଣ କିଛି ହଳଦୀ ନେଇ ମାନେ ସାତଟି ହଳଦୀ ନେଇ ଆପଣ ନଜ ପାଖରେ ରଖନ୍ତୁ । ଗ୍ରହଣ ସରିବା ପରେ ଏହାକୁ ଆପଣ ଶିଵ ମନ୍ଦିର ରେ ଚଢ଼େଇ ଦେଇ ଆସନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ସନ୍ତାନର ସ୍ୱାସ୍ଥ୍ୟ ଭଲ ରହିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ