ଆଜିର ରାଶିଫଳ, 2 ଜୁନ୍ 2021, ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ।

ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨ ଜୁନ୍ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି –

ଆପଣ ନିଜ ଲକ୍ଷ ସ୍ଥିର କରିବାରେ ସକ୍ଷମ ହେବେ । ଆପଣ ନିଜ ଜୀବନକୁ ଏକ ନୂଆ ମୋଡ ଦେବାକୁ ଯାଉଛନ୍ତି । ଆପଣ ନିଜ ଲକ୍ଷ ପାଇବା ପାଇଁ ହେଲେ ଆପଣଙ୍କ ମାନଶୀକ ସ୍ଥିତି ଭଲ ରଖିବାକୁ ହେବ । ଆପଣ ନିଜ ପାଇଁ ଅସଫଳତା ଆଣିବେ ଯଦି ଆପଣ କିଛି ଭଲ କରିବେନି ତ । ଆପଣ ନିଜ ସହଯୋଗୀ କିମ୍ବା ନିଜ ଆଖ ପାଖରେ ଥିବା କିଛି ଲୋକଙ୍କୁ ନିଜ ବିପଦ ବିଷୟରେ ପଚାରି ପାରିବେ । ଆପଣଙ୍କୁ କୂଟନୀତି ଆପଣେଇବାକୁ ପଡିପାରେ ହୁଏତ ଆପଣ କିଛି ଭଲ କାମରେ ନିଜର ମନକୁ ଲଗାଇବେ ।

ବୃଷ ରାଶି –

ଆପଣଙ୍କ ଇଛା ଶକ୍ତି ଆତ୍ମନିର୍ଭରଶୀଳ ହୋଇ ପାରିବେ । ଆପଣ ଜୀବନରେ ନେବା ନିସ୍ପତି ନିଜ ଇଛା ଅନୁସାରେ ନେବେ । ଆପଣ ଜୀବନରେ ନିଜ ଜୀବନ ସାଥିର ଯୋଗଦାନ ଖୁବ ଅଧିକ ରହିବ । ଆପଣ ଆର୍ଥିକ ସାହାଜ୍ଯ ପାଇଁ ଆପଣଙ୍କ ସାଙ୍ଗ ଓ ବନ୍ଧୁ ମାନେ ଆଗେଇ ଆସିବେ ।

ମିଥୁନ ରାଶି –

ଆପଣ ଜୀବନରେ ଖୁବ ଭଲ ଫାଇଦା ପାଇବେ । ଆପଣ ଆଜି ଖୁବ ଖୁସିରେ ରହିବେ । ଆପଣ ପ୍ରତେକ ଲୋକଙ୍କ ଅସୁବିଧାକୁ ଦେଖିକି କାମ କରିବେ । ଆପଣଙ୍କ ସଞ୍ଚୟ ଧନ ଆଜି ଆପଣଙ୍କ କାମରେ ଆସି ପାରିବ । ଆପଣ ଆଜି ଦୁଃଖ ସମାଚାର ପାଇବେ ନିଜ ବନ୍ଧୁଙ୍କ ପାଇଁ ।

କର୍କଟ ରାଶି –

ସମୟ ଆର୍ଥିକ ରୂପରେ ଫଳଦାୟୀ ହେବ । ଯଦି ଆପଣ ନିଜ ଯୋଜନା ଅନୁସାରେ ଧନ ନିବେଶ କରିବେ ତାହେଲେ । ଆପଣ ନିଶ୍ଚିତ ଭାବେ ଲାଭ ପ୍ରଦ ପାଇବେ । ଆପଣ କିଛି ଭଲ ଜାଗାରେ ଇଣ୍ଟରଭ୍ୟୁ ପାଇଁ ଯାଇ ପାରନ୍ତି । ଆପଣ ନିଜ ଇଛା ଅନୁସାରେ କାମ ପାଇ ପାରିବେ । ଯଦି ଆପଣ ନୂଆ ଚାକିରି ଖୋଜୁଛନ୍ତି ତାହେଲ ଆପଣ ନିଶ୍ଚିତ ଭାବେ ପାଇବେ କିନ୍ତୁ ଟିକେ ସମୟ ଲାଗିବ।

ସିଂହ ରାଶି –

ଆପଣଙ୍କ ଆମଦାନୀ ଖୁବ ବଢିବାରେ ଲାଗିବ । ଆପଣ ପ୍ରେମରେ ସଫଳତା ପାଇ ପାରିବେ । ପରିବାର ସହ ଆପଣ କିଛି ଭଲ ସମୟ ବିତାଇବେ । ଆପଣ ଖୁବ ପରିଶ୍ରମୀ ହୋଇ ପାରିବେ ଓ ନିଜ ପରିସ୍ଥିତି କୁ ବଦଳାଇ ପାରିବେ । ଆଜି ଆପଣ କିଛି ଗରିବ ଲୋକଙ୍କୁ ଖାଇବାକୁ ଦେଇ ନିଜ ଗ୍ରହକୁ ଶାନ୍ତ କରି ପାରିବେ । ଆପଣଙ୍କ ଶରୀର ଭଲ ରହିବ । ଆପଣଙ୍କ ମାନସିକ ସ୍ଥିତି ଟିକେ ଖରାପ ଓ ଟିକେ ଭଲ ରହିବ । ଆପଣ ଚାହୁଁଥିବା କାମ ଏତେ ସହଜ ନୁହେଁ ମାତ୍ର ଏହା କଷ୍ଟ ମଧ୍ୟ ନୁହେଁ ।

କନ୍ୟା ରାଶି –

ଆପଣ ଏବେ ଖୁବ ସକ୍ରିୟ ହେବାର ସମ୍ଭାବନା ଅଛି । ଧନର ବୃଦ୍ଧି ହେବାରେ ଲାଗିବ । ଆଜି ଆପଣଙ୍କ ଦିନ ଭଲ ରହିବ । ଆପଣଙ୍କୁ ପ୍ରମୋଶନ ପାଇବା ଯୋଗ ଅଛି । ଯଦି ଆପଣ ଉଚ୍ଚ ଶିକ୍ଷା ପାଇଁ ଇଛୁକ ତେବେ ଏହି ସମୟ ରେ ଆପଣ ଆଡ୍ମିସନ କରି ପାରିବେ । ଆପଣ ଏହି ସମୟରେ ନିଜର କିଛି ବ୍ୟବସାୟ ମଧ୍ୟ କରି ପାରିବେ।

ତୁଳା ରାଶି –

ଆପଣ ଏହି ସମୟ ମଧ୍ୟରେ କିଛି ଭଲ ଖବର ପାଇବେ । ଯଦି ଆପଣଙ୍କ ଆବଶ୍ୟକତା ଅଛି ତାହେଲେ ଆପଣ । ଆପଣ କିଛି ନୂଆ ଜାଗାକୁ ଯାଇ ପାରିବେ । ଆପଣ ଖୁବ ସଂଘର୍ଷ କରି ନିଜ କାମରେ ସଫଳତା ପାଇବେ । ଆପଣ ଚାହୁଁଥିବା କାମ ଏତେ ସହଜ ନୁହେଁ ମାତ୍ର ଏହା କଷ୍ଟ ମଧ୍ୟ ନୁହେଁ ।

ବିଛା ରାଶି –

ଆପଣଙ୍କ ପରିବାରରେ କିଛି ଧାର୍ମିକ କାମ କରିବେ । ଆପଣ କିଛି ମାଙ୍ଗଳିକ କାମ କରି ପାରିବେ । ଆପଣଙ୍କ ଅସୁବିଧା ଏବେ ସାରିବା ପାଇଁ ଜାଉଛି । ଆପଣ ନିଜ ପରିବାର ସହ କିଛି ଭଲ ମୂହୁର୍ତ୍ତ ବିତାଇବେ । ଆପଣ ଆଜି ଆପଣ ନିଜ କ୍ଯାରିୟରରେ ଖୁବ ସଂଘର୍ଷ କରିବେ । ଆପଣ କିଛି ଭଲ ସମୟ ବିତାଇବେ । ଯେଉଁ ମାନେ ନିଜର କାମ ଛାଡି ଘରେ ବସିଥିଲେ ସେମାନଙ୍କୁ ଖୁବ ଭଲ ଜାଗାରେ ଚାକିରି ମିଳିବାର ଯୋଗ ଅଛି ।

ଧନୁ ରାଶି –

ଆପଣ ଆଜି ଦିନରେ ଖୁବ ଭଲ ସମୟ ବିତାଇବେ । ଆପଣ ନିଜ ଅଫିସ କାମରେ ବ୍ୟସ୍ତ ରହିବେ । ଆପଣ କିଛି ଭଲ ପାର୍ଟନର କରିବେ । ନିଜ କାମରେ ରଖୁଥିବା ପିଲାଙ୍କ ବିଷୟରେ ଖୁବ ଭଲ ରେ ଜାଣିକି ଚାକିରିରେ ରଖନ୍ତୁ । ଆପଣ ଏହି ସମୟ ରେ ବାହାରକୁ ଯିବା ପାଇଁ ପ୍ଳାନ କରିଥିଲେ ଚେଷ୍ଟା କରନ୍ତୁ ତାହା ଘରେ ବସି ସାରିବେ । କାରଣ ଆପଣ ନିଜ ପରିବାର ଠାରୁ ଦୂରେଇ ରହିବା ଏହି ସମୟରେ ଠିକ ହେବନି । ଆପଣ କିଛି ସ୍ଵାଦିଷ୍ଟ ଭୋଜନ ଖାଇବେ ଆଜି । ଘରୁ ବାହାରିବା ସମୟରେ ନିଜ ମାତା ପିତାଙ୍କୁ ପ୍ରଣାମ କରି ଆପଣ ଯାଅନ୍ତୁ ଦେଖିବେ ସବୁ କାମରେ ବିଜୟୀ ହେବେ । ନିଜ ସନ୍ତାନ ସହ କିଛି ଭଲ ମୂହୁର୍ତ୍ତ ବିତାନ୍ତୁ । ତାଙ୍କୁ ଭି ସୁଯୋଗ ଦିଅନ୍ତୁ କି ସେମାନେ ଆପଣଙ୍କ ବିଷୟରେ ଜାଣନ୍ତୁ ।

ମକର ରାଶି –

ଆପଣ ଯଦି କେଉଁ ଜାଗାକୁ ଯିବା ପାଇଁ ଚାହୁଞ୍ଚନ୍ତି ତେବେ ଆପଣ କିଛି ଦିନ ପରେ ଯାତ୍ରା କରନ୍ତୁ । ଆପଣ କିଛି ସମୟ ନିଜ ମଧ୍ୟ ବିତାନ୍ତୁ । ଆପଣଙ୍କ କାମରେ କିଛି ବାଧା ଆସିପାରେ । ଆପଣ ଖୁବ ସଚେତନର ସହ ନିଜ କାମ କରନ୍ତୁ । ଆପଣ ନିଜ ସମୟର ସଦୁପା ଯୋଗ କରନ୍ତୁ । ଆପଣ କାହା କଥାରେ ଧ୍ୟାନ ଦିଅନ୍ତୁନି । ଆପଣଙ୍କ ଶରୀର ପାଇଁ ଯତ୍ନବାନ ହୁଅନ୍ତୁ । ଏହି ସମୟରେ ଆପଣ ବ୍ୟାୟାମ କରିବା ସହ କିଛି ଫଳ ମଧ୍ୟ ଖାନ୍ତୁ ।

କୁମ୍ଭ ରାଶି –

ଏହି ରାଶିର ଲୋକମାନେ ଆଜି ଭଗବାନ ଶିବଙ୍କୁ ଆରଧାନ କରି ଘରୁ ବାହାରିଲେ ଖୁବ ଭଲ ଫଳ ପାଇବେ । ଆପଣ କିଛି ଦିନ ପାଇଁ ନିଜ ମୁହଁ କୁ ବନ୍ଦ ରଖନ୍ତୁ । କାରଣ ଆପଣ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବା ସମ୍ଭବ ହେଉନି । ଯାହା ପାଇଁ ଆପଣ ଖୁବ ଆସୁବିଧାର ସମୁଖୀନ ହେବେ । ଆପଣ କିଛି ଦିନ ମା ପାର୍ବତୀ ଓ ଭଗବାନ ଶିବଙ୍କୁ ଆରାଧନା କରନ୍ତୁ ଦେଖିବେ ଆପଣ ଖୁବ ଭଲ ପରିଣାମ ପାଇବେ । ଆପଣ ନିଜ ପଡୋଶୀ କିମ୍ବା ପୁରୁଣା ମିତ୍ରା ସହ ନିଜ ଅସୁବିଧା ବିଷୟରେ କଥା ହୋଇ ପାରିବେ । ଯାହା ପାଇଁ ଆପଣ ଅନେକ ହାଲୁକା ଅନୁଭବ କରିବେ ।

ମିନ ରାଶି –

ଆଜି ଆପଣଙ୍କ ଦିନ ଖୁବ ଭଲ ଜୀବ ।ଆପଣ ଆଜି ନିଜକୁ ଖୁବ ଭଲ କାମରେ ନିଯୁକ୍ତି କରିବେ । ଆପଣ କିଛି ନିମନ୍ତ୍ରଣ ରକ୍ଷା କରି ସେଠାକୁ ଯାଇ ପାରନ୍ତି । ନିଜ ଧନ ର ଧ୍ୟାନ ରଖନ୍ତୁ କାରଣ ଆଜି ଏଭଳି କିଛି ପରିସ୍ଥିତି ଉପୁଜି ପାରେ କିମ୍ବା ଏଭଳି କିଛି ଖଳ ଲୋକଙ୍କ ହାତରେ ଆପଣଙ୍କ ଧନ ଯାଇ ପାରେ । ଯାହା ପାଇଁ ଆପଣ ଅନେକ ପଶ୍ଚାତାପ କରିବେ । ଆପଣ ନିଜ ପରିବାର ରେ ଥିବା ବଡ ଲୋକଙ୍କୁ ଟିକେ ନଜର ରଖନ୍ତୁ । କାରଣ ଆନେକ ସମୟରେ ଆମେ ସେମାନଙ୍କ କଥା ନକାଟି ଅନେକ କାମ କରି ଥାଉ । ଯାହା ପାଇଁ ଆମେ ଅସୁବିଧାରେ ପଡୁ । ନିଜ ବୁଦ୍ଧି ଲଗାଇ କାମ କରନ୍ତୁ ।