ସୂର୍ଯ୍ୟ ମଙ୍ଗଳଙ୍କ ଅଙ୍ଗାରକ ଯୋଗରୁ ଏହି ୩ ଟି ରାଶି ପାଇଁ ଆରମ୍ଭ ହେବ ଖରାପ ସମୟ, ଜାଣନ୍ତୁ ଆପଣଙ୍କ ରାଶି ପାଇଁ କେମିତି ରହିବ

ସୂର୍ଯ୍ୟ ଓ ମଙ୍ଗଳ ଦ୍ଵାରା କର୍କଟ ରାଶିରେ ହେଲା ଅଙ୍ଗାରକ ଯୋଗ । ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କରିବା ସହିତ ଏହା ଆରମ୍ଭ ହୋଇଯିବ । ଏହି ରାଶିରେ ପୂର୍ବରୁ ହିଁ ବୁଧ ବିଦ୍ୟମାନ ଅଛନ୍ତି । ଏହି ପ୍ରକାରରେ ମଙ୍ଗଳ ଓ ବୁଧ ସହିତ ସୂର୍ଯ୍ୟର ଆସିବା ଦ୍ଵାରା ତ୍ରିଗ୍ରହୀ ଯୋଗ ନିର୍ମାଣ ହେଉଛି । କର୍କଟ ରାଶିରେ ଏହିଭଳି ଗ୍ରହର ସ୍ଥିତି ବଡ ରୋଚକ ତଥା ଅପ୍ରତ୍ୟାଶିତ ଘଟଣାକୁ ଇଙ୍ଗିତ କରୁଛି । ଏହି ରାଶିରେ ମଙ୍ଗଳ ତଳେ ସଂଜ୍ଞକ ହୋଇଥାଏ ।

ଏହି ଗ୍ରହ ସୂର୍ଯ୍ୟ ମଙ୍ଗଳ, ବୁଧ ଫଳିତ ଜ୍ୟୋତିଷ ଅନୁସାରେ କାର୍ଯ୍ୟ, ବ୍ୟାପାର ଦ୍ରୁଷ୍ଟିରେ ଏହି ଯୋଗ କିଛି ରାଶିମାନଙ୍କ ଜାତକକୁ ଛାଡି ସମସ୍ତଙ୍କ ପାଇଁ ବରଦାନ ଭଳି ଅଟେ । ଶେୟାର ବଜାରରେ ଟ୍ରେଡିଙ୍ଗ ଦୃଷ୍ଟିକୋଣରୁ ଏହ ଯୋଗ ରିୟଲ ସ୍ଟେଟ, ବ୍ୟକିଙ୍ଗ ସେକ୍ଟର୍ସ, ପାୱର, ମେଟଲ୍ସ, ବୀମା, ଆଈଟୀ, ଜ୍ୱଲନଶୀଲ ପଦାର୍ଥ ଓ ଇନ୍ଫ୍ରା ସେକ୍ଟର୍ସ ପାଇଁ ବରଦାନ ପ୍ରମାଣିତ ହେବ ।

ମେଷ ରାଶି

Image courtesy: Google

ନିଷ୍ପତି ନେବାରେ ଅସୁବିଧା ଆସିବ ନାହିଁ । ଭାଇମାନଙ୍କ ସହ ବିବାଦ ବି ହେବ ନାହିଁ । ପୁରୁଣା ଅନୁଭବ ଦ୍ଵାରା କାର୍ଯ୍ୟରେ ଲାଭ ମିଳିବ । ବ୍ୟବସାୟିକ କ୍ଷେତ୍ରରେ ବିସ୍ତାର କରିବେ । ମାତାଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ସନ୍ତାନଙ୍କ ସ୍ଵଭାବ ବର୍ତ୍ତମାନ ଭଲ ରହିବ । ସନ୍ତାନଙ୍କ ବ୍ୟବହାର ଉପରେ ନଜର ରଖନ୍ତୁ । ନିବେଶରୁ ଆମଦାନୀ ହୋଇପାରେ ।

ବୃଷ ରାଶି

ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ । ମନ ପ୍ରସନ୍ନ ରହିବ । ମସ୍ତିଷ୍କ ସକ୍ରିୟ ରହିବ ଏବଂ ମନରେ ସ୍ଫୂର୍ତି ରହିବ । ଭାଇମାନଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ । ପରିବାରରେ ସମ୍ମାନ ବଢିବ । ସାମାଜିକ କାର୍ଯ୍ୟରେ ବ୍ୟସତା ବଢିପାରେ । ପରିବାରରେ ପ୍ରେମ ଭାବ ରହିବ । ନୂତନ ଗାଡି କ୍ରୟ କରି ପାରନ୍ତି । ଘର ଓ ଅଫିସରେ କିଛି କଥା ଆପଣଙ୍କୁ ଚିନ୍ତାରେ ପକାଇ ପାରେ ।

ମିଥୁନ ରାଶି

Image courtesy: Google

ଜୀବନସାଥିଙ୍କ ଗ୍ରହ ପ୍ରଭାବଶାଳି ରହିବ । ମନ ସ୍ଥିର ରହିବ । ନିଷ୍ପତି ନେବାରେ ସୁବିଧା ହେବ । ପରିବାରରେ କୌଣସି ବି ପ୍ରକାରର ଅସୁବିଧା ଆସିବ ନାହିଁ । ବ୍ୟାପାରରେ ନିବେଶ ବୁଝି ସୁଝି କରନ୍ତୁ । ଅତିରିକ୍ତ ଆୟ ପାଇଁ ନିଜର ସୃଜନାତ୍ମକ ବିଚାରର ସାହାରା ନିଅନ୍ତୁ । ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ପେଟ ସମ୍ବନ୍ଧିତ କଷ୍ଟ ହୋଇପାରେ । ଭାଇମାନଙ୍କ ସହଯୋଗ ପ୍ରାପ୍ତ ହୋଇପାରେ ।

କର୍କଟ ରାଶି

ପାରିବାରିକ ଜୀବନ ସୁଖମୟ ରହିବ । ବହୁତ ସମୟ ହେବ ଅଟିକିଥିବା ଟଙ୍କା ମିଳିଯିବ । ଆପଣଙ୍କ ପରିବାର ଲୋକମାନେ ଦରକାର ଠାରୁ ଅଧିକ ଆପଣଙ୍କ ଧ୍ୟାନ ରଖିବେ । ଆୟର ସାଧନ ମଜବୁତ ହେବ ଏବଂ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ । ମନରେ ପ୍ରସନ୍ନତା ରହିବ । ମଙ୍ଗଳମୟ କାର୍ଯ୍ୟରେ ଟଙ୍କା ଖର୍ଚ ହୋଇପାରେ ।

ସିଂହ ରାଶି

Image courtesy: Google

କାର୍ଯ୍ୟ କରିବାର କ୍ଷମତା ମିଳିବ । ମାତାଙ୍କ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଭଉଣୀଙ୍କୁ ପେଟ ସମ୍ବନ୍ଧିତ ରୋଗରୁ ମୁକ୍ତି ମିଳିବ । ସ୍ଵାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ଭାବ ବଢିବ । ଆର୍ଥିକ ମାମଲାରୁ ମୁକ୍ତି ମିଳିପାରେ । କାମ କାର୍ଯ୍ୟରେ ମନ ଲାଗିବ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବଢିବ । ଆର୍ଥିକ ମାମଲାରୁ ମୁକ୍ତି ମିଳିପାରେ । ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିପାରେ ।

କନ୍ୟା ରାଶି

ଶତ୍ରୁ ପରାଜୟ ହେବେ । ମନ ପ୍ରସନ୍ନ ରହିବ । ଶରୀରରେ ସ୍ଫୂର୍ତି ଆସିବ । କିଛି ଆର୍ଥିକ ଯୋଜନାରେ ନିବେଶ କରିବା ଠାରୁ ଦୂରେଇ ରୁହନ୍ତୁ । ଯଦି ଆପଣ ନିଜର ଜିନିଷକୁ ଧ୍ୟାନରେ ରଖିବେ ନାହିଁ ତେବେ ତାହା ହଜିପାରେ । ସମାଜ କାର୍ଯ୍ୟରେ ଆଗକୁ ଆସି ଅଂସ ଗ୍ରହଣ କରିବେ । ବିବାହ ପ୍ରସ୍ତାବ ମିଳିପାରେ । ଆପଣଙ୍କ ପ୍ରେମ ଭରା ଜୀବନରେ କିଛି ପରିବର୍ତ୍ତନ ଆସିପାରେ । ଜୀବନସାଥିଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ବ୍ୟାପାରରେ ନୂତନ ବନ୍ଧ ପ୍ରାପ୍ତ ହୋଇପାରେ ।

ତୁଳା ରାଶି

Image courtesy: Google

ଇଚ୍ଛଶକ୍ତି ବୁଦ୍ଧି ହେବ । ଆର୍ଥିକ ରୂପରେ ସୁଧାର ଆସିବ । ମନରେ ଅସ୍ଥିରତା ରହିବ ଏବଂ ଚିନ୍ତା ରହି ପାରେ । ସହର ବାହାରକୁ ଯାଆନ୍ତୁ ନାହିଁ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ନୂତନ ଯୋଜନା କରି ପାରନ୍ତି ଓ ଭଲ ଆମଦାନୀର ବି ହେବ । ଜୀବନ ସନ୍ତୁଳିତ ରହିବ । ବିବାଦ ଠାରୁ ଦୂରେଇ ରୁହନ୍ତୁ । ନୂତନ ଗାଡି କ୍ରୟ କରିବାର ଯୋଜନା ହୋଇପାରେ ।

ବିଚ୍ଛା ରାଶି

ନିଜର ନିବେଶ ଓ ଭବିଷ୍ୟତର ଯୋଜନାକୁ ଗୁପ୍ତ ରଖନ୍ତୁ । ପାରିବାରିକ ସହଯୋଗ ମିଳିବ । ଆଜି ଆପଣଙ୍କୁ ମହତ୍ଵପୂର୍ଣ ମାମଲା ଉପରେ ଧ୍ୟାନ ଦେବାକୁ ପଡିବ । ଆପଣଙ୍କ ଜୀବନସାଥି ଆପଣଙ୍କୁ ଭଲ ପାଇବେ । ସନ୍ତାନଙ୍କ ପାଇଁ ଆଜିର ଦିନ ଅନୁକୂଳ ଅଟେ । ଜୀବନସାଥିଙ୍କ ସହ ସମ୍ବନ୍ଧରେ ମଧୁରତା ଆସିବ । ଶଶୁର ଘରେ କୌଣସି ଧାର୍ମିକ କାର୍ଯ୍ୟ ହୋଇପାରେ ।

ଧନୁ ରାଶି

ମାତା ପିତାଙ୍କ ପ୍ରେମ ଓ ଆଶୀର୍ବାଦ ପ୍ରାପ୍ତ ହୋଇପାରେ । ବ୍ୟର୍ଥ ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ କରଜ ହୋଇପାରେ । ରୋମାନ୍ସ ପାଇଁ ଭଲ ସମୟ ଅଟେ । ଗାଡି ସାବଧାନ ହୋଇ ବ୍ୟବହାର କରନ୍ତୁ । ଦୁର୍ଘଟଣାରୁ ବଞ୍ଚନ୍ତୁ । ଯାତ୍ରା ଶୁଭ ରହିବ । ଯଦି ଆପଣ ଆୟରେ ବୁଦ୍ଧିର ସ୍ରୋତ ଖୋଜୁଛନ୍ତି ତେବେ ସୁରକ୍ଷିତ ଆର୍ଥିକ ଯୋଜନା ଉପରେ ନିବେଶ କରି ପାରିବେ ।

ମକର ରାଶି

Image courtesy: Google

କାର୍ଯ୍ୟ କୁଶଲତାରେ ବୁଦ୍ଧି ହେବ । ସନ୍ତାନଙ୍କୁ ନିଜର କ୍ଷେତ୍ରରେ ସଫଳତା ମିଳିପାରେ । ପରିବାରର ସହଯୋଗ ପ୍ରାପ୍ତ ହେବ । ସନ୍ତାନଙ୍କୁ ନିଜର କ୍ଷେତ୍ରରେ ସଫଳତା ମିଳିବ । ପରିବାରର ସହଯୋଗ ପ୍ରାପ୍ତ ହେବ । ଜୀବନସାଥିଙ୍କ ସହ ଆନନ୍ଦପୂର୍ଣ ବ୍ୟବହାର କରିବେ । ସନ୍ତାନଙ୍କ ଭାଗ୍ୟ ପ୍ରଭାବଶାଳି ଅଟେ । ସନ୍ତାନଙ୍କ ସମ୍ବନ୍ଧିତ କାର୍ଯ୍ୟ ହେବ । ବ୍ୟାପାର ଭଲ ଚାଲିବ ।

କୁମ୍ଭ ରାଶି

ଦ୍ଵିତୀୟ ବ୍ୟକ୍ତି ସନ୍ତୁଷ୍ଟ କରିବା ପାଇଁ ଦରକାର ଠାରୁ ଅଧିକ ଖର୍ଚ କରନ୍ତୁ ନାହିଁ । ଅଧିକ ଚିନ୍ତା କରନ୍ତୁ ନାହିଁ । ସମୟ ସହିତ ନିଜକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ । ନିଜର ଭାବନାକୁ ସ୍ପଷ୍ଟ ରଖନ୍ତୁ । ଶତ୍ରୁମାନଙ୍କ ଚିନ୍ତା କରନ୍ତୁ ନାହିଁ । ଆଇନ ମାମଲାକୁ ନେଇ ଅସୁବିଧା ହୋଇପାରେ । ସ୍ଥାୟୀ ସମ୍ପତ୍ତିକୁ ନେଇ ବିବାଦ ହୋଇପାରେ । ପରିବାରରେ ସାମଞ୍ଜସ୍ୟ ରହିବ ।

ମୀନ ରାଶି

Image courtesy: Google

ଅଟକିଥିବା କାର୍ଯ୍ୟରେ ପ୍ରଗତି ଆସିପାରେ । ପରିବାର କୌଣସି ବି ସଦସ୍ୟଙ୍କ ସହ ବିବାଦ କରନ୍ତୁ ନାହିଁ । ଜୀବନସାଥିଙ୍କ ପୂର୍ଣ ସହଯୋଗ ପ୍ରାପ୍ତ ହେବ । ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବେ । ଶଶୁର ଘର ପକ୍ଷ ସହଯୋଗ କରିବେ । ନୂତନ ସମ୍ପର୍କ ଦ୍ଵାରା ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ଧନର ସ୍ଥିତିରେ ମଜବୁତି ଆସିବ । ଖାଦ୍ୟପନରେ ରୁଚି ବଢିବ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।