ସୂର୍ଯ୍ୟ କେଉଁ ଦେଶରେ ସର୍ବ ପ୍ରଥମେ ଉଦୟ ହୁଅନ୍ତି ? ଏହାସହ ଆହୁରି 15+ Excellent GK Questions & Answers

ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।

1- କେଉଁ ଭାରତୀୟ ଫିଲ୍ମ ରେ 71 ଟି ଗୀତ ରହିଛି ?

ଉ: ଇନ୍ଦ୍ରାସଭା ଫିଲ୍ମରେ ।

2- ଭାରତର ପ୍ରଥମ ଜାହାଜ କେତେ ଉଚ୍ଚତା ପର୍ଯ୍ୟନ୍ତ ଉଡିଥିଲା ?

ଉ: 1500 ଫୁଟ୍ ଉଚ୍ଚତାରେ ।

3- ରାମାୟଣ ଓ ମହାଭାରତରେ କେତେ ବର୍ଷର ବ୍ଯବଧାନ ରହିଛି ?

ଉ: 100 ବର୍ଷ ର ବ୍ଯବଧାନ ।

4- କେଉଁ ଜୀବ ଶରୀରରେ ସବୁଠୁ କମ୍ ହାଡ ରହିଛି ?

ଉ: ମୂଷା ଶରୀର ।

5- କେଉଁ ଦେଶରେ ସବୁଠୁ ଅଧିକ ବିଲେଇ ଦେଖିବାକୁ ମିଳନ୍ତି ?

ଉ: ପାକିସ୍ତାନ ରେ ସବୁଠୁ ଅଧିକ ବିଲେଇ ଅଛନ୍ତି ।

6- କେଉଁ ଜୀବ ସବୁଠୁ ବଡ ଛୁଆ ଜନ୍ମ କରେ ?

ଉ: ନୀଳ ତିମି ର ଛୁଆ ।

7- ଭାରତର କେଉଁ ରାଜ୍ୟରେ ସବୁଠୁ କମ୍ ବର୍ଷା ହୋଇଥାଏ ?

ଉ: ରାଜସ୍ଥାନ ।

8- କେଉଁ ଜୀବ କେବେବି କ୍ଷୀର ପାନ କରେ ନାହିଁ ?

ଉ: ସାପ ।

9- କେଉଁ ଦେଶର ମହିଳା ସବୁଠୁ ଅଧିକ ସୁନ୍ଦର ବିବେଚିତ ହୁଅନ୍ତି ?

ଉ: ଭାରତ ର ।

10- କେଉଁ ଦେଶରେ ସବୁଠୁ କମ୍ ଗାଈ ଦେଖିବାକୁ ମିଳନ୍ତି ?

ଉ: ପାକିସ୍ତାନ ରେ ।

11- ଦୁନିଆର ସବୁଠୁ ସଫା ପାଣି କେଉଁଠି ମିଳିଥାଏ ?

ଉ: କାନାଡା ।

12- କେଉଁ ଦେଶର ଲୋକ ସବୁଠୁ ଅଧିକ ପୂଜାପାଠ କରନ୍ତି ?

ଉ: ଭାରତ ର ଲୋକେ ।

13- ବ୍ଲାକ ପାଗୋଡା କାହାକୁ କୁହାଯାଏ ?

ଉ: କୋଣାର୍କ ର ସୂର୍ଯ୍ୟ ମନ୍ଦିର ।

14- କେଉଁ ଦେଶର ଲୋକମାନେ ଭାରତ ଭ୍ରମଣରେ ଆସି ପାରିବେ ନାହିଁ ?

ଉ: ଉତ୍ତର କୋରିଆ ।

15- ବିଶ୍ବରେ ସର୍ବ ପ୍ରଥମେ କିଏ ସାଇକେଲ ଚଳାଇଥିଲେ ?

ଉ: ମ୍ୟାକ ମେଲନ ।

16- ଭାରତୀୟ ସେନାର ନିର୍ମାଣ କେବେ ଆରମ୍ଭ ହୋଇଥିଲା ?

ଉ: 1847 ମସିହାରେ ।

17- ଦୁନିଆରେ ସବୁଠୁ ଅଧିକ ବଜ୍ରପାତ କେଉଁ ଦେଶରେ ହୋଇଥାଏ ?

ଉ: ଆଫ୍ରିକା ର କଙ୍ଗୋ ରେ ।

18- ରାତିରେ ଆକାଶରେ କେଉଁ ଗ୍ରହ ଲାଲ ଦେଖାଯାଏ ?

ଉ: ମଙ୍ଗଳ ଗ୍ରହ ।

19- କେଉଁ କ୍ଷେତ୍ରରେ ଚାହା ଉତ୍ପାଦନ ସବୁଠୁ ଭଲ ହୁଏ ?

ଉ: ଥଣ୍ଡା କ୍ଷେତ୍ରରେ ।

20- ସୂର୍ଯ୍ୟ କେଉଁ ଦେଶରେ ସର୍ବ ପ୍ରଥମେ ଉଦୟ ହୁଅନ୍ତି ?

ଉ: ନ୍ୟୁଜିଲାଣ୍ଡ ରେ ସୂର୍ଯ୍ୟ ପ୍ରଥମେ ଉଦୟ ହୁଅନ୍ତି ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।