ଯେମିତି କି ଆପଣ ସମସ୍ତେ ଜାଣନ୍ତି କି ଏହି ଦୁନିଆରେ ଅନ୍ୟ ଖେଳ ଅପେକ୍ଷା କ୍ରିକେଟକୁ ସବୁଠୁ ବେଶି ପସନ୍ଦ କରାଯାଉଥିବା ଖେଳ ଅଟେ । ଯଦି ଭାରତ ର କଥା କୁହାଯାଏ ଏଠି କ୍ରିକେଟକୁ ନେଇ ଏକ ଅଲଗା ଉତ୍ସାହ ଦେଖିବାକୁ ମିଳିଥାଏ । ଆପଣଙ୍କୁ କହିଦେଉଛୁ ଯେ ଭାରତୀୟ ଟିମ ର ଏମିତି କେତେ ଖେଳାଳି ଅଛନ୍ତି, ଯେଉଁମାନେ ନିଜର ଭଲ ଖେଳ ପ୍ରଦର୍ଶନ କରି ଲୋକମାନଙ୍କ ହୃଦୟରେ ଏକ ଅଲଗା ପରିଚୟ ତିଆରି କରିଛନ୍ତି । ଏହି କର୍ମରେ ଆଜି ଆମେ ୫ଟି ଖେଳାଳିଙ୍କ ସମବନ୍ଧା ର କହିବାକୁ ଯାଉଛୁ, ଜେଇକି କେବେ କେଉଁଠି ଖାଇ ନିଅନ୍ତି ଏହି ଖେଳାଳିମାନେ, ଦରକାର ନାହିଁ ଏହି କ୍ରିକେଟର ମାନଙ୍କୁ ଷ୍ଟାର ଭଳି ମାନ ସମାନ୍ନ ।
ପ୍ରଥମ :
ଗୌତମ ଗଂଭୀର ଅନକେ କେତେ ଥର ଗରିବଙ୍କୁ ଖାଇବା ଦେବା ସମୟରେ ଦେଖା ଯାଇଛି, ଗୌତମ ବହୁତ ଡାଉନ ଟୁ ୟାର୍ଥ ବ୍ୟକ୍ତି ଅଟନ୍ତି, ଗୌତମ ଗଂଭୀର ଯେଉଁଠି ତାଙ୍କର ମନ ପସନ୍ଦ ର ଖାଇବା ମିଳେ ସେ ସେଠି ଖାଇ ନିଅନ୍ତି ।
ଦ୍ଵିତୀୟ :
ଭାରତୀୟ କ୍ରିକେଟ ଟିମ ର ବହୁତ ଭଲ ଏବଂ ଓପନର ବ୍ୟାଟସମାନ ବୀରେଂଦ୍ର ସେହବାଗ ବହୁତ ସରଳ ଏବଂ ସମ୍ମାନ ଜନକ ଖେଳାଳି ଅଟନ୍ତି । କେବେ ବି ନିଜର ଖେଳ ଉପରେ ଗର୍ବ କରନ୍ତି ନାହିଁ ଏବଂ ସମସ୍ତଙ୍କ ସହିତ ମିଶିକରି ଖାଆନ୍ତି, ଏବଂ ରୁହନ୍ତି ।
ତୃତୀୟ :
ଭାରତୀୟ କ୍ରିକେଟ ଟିମ ର ପୂର୍ବ କପ୍ତାନ ୱିକେଟକୀପର ମହେଂଦ୍ର ସିଂହ ଧୋନୀ ସବୁବେଳେ ସମାଜ ସେବା କାର୍ଯ୍ୟକୁ ନେଇ ସବୁବେଳେ ଚର୍ଚାର ବିଷୟ ହୋଇଥାନ୍ତି, ମହେଂଦ୍ର ସିଂହ ଧୋନୀ କେତେଥର ଲୋକାଲ ଜାଗାରେ ବାହାର ଖାଉଥିବାର ଦେଖା ଯାଇଛନ୍ତି ।
ଚତୁର୍ଥ :
ଭାରତୀୟ କ୍ରିକେଟ ଟିମ ର ସବୁଠୁ ବଡ ଖେଳାଳି ସଚିନ ତେଂଦୁଲକର ଏକ ମହାନ ଖେଳାଳି ଅଟନ୍ତି, ତାଙ୍କୁ କ୍ରିକେଟର ଭଗବାନ ମଧ୍ୟ କୁହ ଯାଇଥାଏ । ସବୁ ପରେ ବି ସେ ଜଣେ ସମାଜ ସେବକ ଅଟନ୍ତି, ସଚିନ ତେଂଦୁଲକର ବହୁତ ଥର ଗରିବଙ୍କ ପାଇଁ ଭଲ ଭଲ କାମ କରିଛନ୍ତି, ସଚିନ ତେଂଦୁଲକର ଗରିବଙ୍କ ପାଇଁ ଦାନ ମଧ୍ୟ ଦେଇଥାନ୍ତି ।
ପଞ୍ଚମ :
ପାକିସ୍ତାନ କ୍ରିକେଟ ର ସବୁଠୁ ଭୟାନକ ବ୍ୟାଟସମାନ ମଧ୍ୟରୁ ଜଣେ ଶାହିଦ ଆଫ୍ରିଦୀ ଏବଂ ଏକ ବହୁତ ବଡ ସମାଜ ସେବକ ଅଟନ୍ତି, ଶାହିଦ ଆଫ୍ରିଦୀ ପାକିସ୍ତାନ ଗରିବଙ୍କ ପାଇଁ ଶାହିଦ ଆଫ୍ରିଦୀ ଫାଉଂଡେଶନ ଚଲାଉଛନ୍ତି ।