“ଦ କପିଲ ଶର୍ମା” ସୋର ଫେମସ କମେଡିଆନ ସୁଗନ୍ଧା ମିଶ୍ର ଓ ସଂକେତ ଭୋସଲେଙ୍କର ଗତ ୯ ଦିନ ପୂର୍ବେ ବିବାହ ହୋଇଥିଲା । କିନ୍ତୁ କୋରୋନା ସମୟରେ ହୋଇଥିବା ଏହି ଦୁହିଙ୍କର ବିବାହ ବର୍ତ୍ତମାନ କା-ନୁ-ନି ମୋ-କ-ଦ-ମ-ରେ ପଶି ଯାଇଛି । ଖବର ସୂତ୍ର ଅନୁଯାୟୀ ଗୁରୁବାର ଦିନ ସୁଗନ୍ଧାଙ୍କ ବିରୁଦ୍ଧରେ ଫଗବାଡାରେ କୋରୋନା ସେଫଟି ପ୍ରୋଟୋକଲ ପାଇଁ ଏଫ-ଆଇ-ଆର କରା ଯାଇଛି । ଏହି ଘଟଣାକୁ ନେଇ ସୁଗନ୍ଧା ଓ ସଂକେତ ନିଜ ମତରେ କହିଛନ୍ତି ଯେ ଦୁହିଙ୍କ ବିବାହରେ କେବଳ ତାଙ୍କ ପରିବାର ଲୋକ ମାନେ ଉପସ୍ଥିତ ଥିଲେ । ତାଙ୍କ ବିବାହରେ ଅଧିକ ସଂଖ୍ଯାରେ ଲୋକ ଉପସ୍ଥିତ ଥିଲେ ବୋଲି ଦୁହିଙ୍କ ବିରୁଦ୍ଧରେ ଆ-ରୋ-ପ ଲଗା ଯାଇଛି ।
ସୁଗନ୍ଧଙ୍କ ବ୍ଯତୀତ ତାଙ୍କର ଅନ୍ୟ ସମସ୍ତ ପ୍ରିୟଜନଙ୍କ ବି-ରୁ-ଦ୍ଧ-ରେ କେ-ସ ଫାଇଲ ହୋଇଛି । କିନ୍ତୁ ଏହି ଘଟଣାକୁ ନେଇ ଏ ପର୍ଯ୍ଯନ୍ତ କାହାକୁ ଆ-ରେ-ଷ୍ଟ କରା ଯାଇ ନାହି । ଖବର ଅନୁଯାୟୀ ସୁଗନ୍ଧାଙ୍କ ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଏପରି ପଦକ୍ଷେପ ନେଇଛି । ସୁଗନ୍ଧାଙ୍କର ବିବାହ ଯେଉଁ ଜଳନ୍ଧର ହୋଟେଲରେ ହୋଇଥିଲା ସେହି ହୋଟେଲର ମ୍ୟାନେଜମେଣ୍ଟ ବି-ରୁ-ଦ୍ଧ-ରେ କଡା ପଦକ୍ଷେପ ନିଆ ଯାଇଛି । ଗତ ୯ ଦିନ ତଳେ ୨୬ ଅପ୍ରେଲରେ ସୁଗନ୍ଧା ନିଜ ପ୍ରେମିକ ଡାକ୍ତର ସଂକେତ ଭାସଁଲେଙ୍କ ସହ କ୍ଲବ କୱାନା ହୋଟେଲରେ ବିବାହ କରିଛନ୍ତି ।
ଏହି ବିବାହରେ ଯୋଗ ଦେଇଥିବା ସବୁ ବନ୍ଧୁ ବାନ୍ଧବ ମାନଙ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ କ୍ଵାରେନ୍ଟେଣ୍ଡରେ ରକ୍ଷା ଯାଇଥିଲା । ସୁଗନ୍ଧା ମ୍ଯୀରେଜ ପୂର୍ବରୁ ଏକ ଇନ୍ଟରବିୟୁରେ ନିଜର ମତ ଦେଇଥିଲେ ଯେ ସେ ତାଙ୍କ ବିବାହ ବହୁତ ଧୂମ୍ଧାମରେ ପାଳନ କରିବାକୁ ଚାହୁଛନ୍ତି । କିନ୍ତୁ ବର୍ତ୍ତମାନ କୋରୋନା ଯୋଗୁ ସେ ତାଙ୍କ ବିବାହକୁ ଏକ ପ୍ରାଇଭେଟ କାର୍ଯ୍ୟକ୍ରମ ଭାବେ କରିଥିଲେ ।
ସୁଗନ୍ଧା ନିଜ ବିବାହ ପାଇଁ ଅଧିକ ଖୁସି ଥିଲେ ମଧ୍ୟ ବାହାରକୁ ନ ଯାଇ ସବୁ ଜିନିଷପତ୍ର ଅନ୍ଲାଇନ ମାଧ୍ୟମରେ କିଣିଥିଲେ । ଏହି ଦୁଇ ପ୍ରେମୀ ଯୁଗଳଙ୍କର ବିବାହର ୯ ଦିନ ପରେ ଫଗବାଡା ସଦର ଥାନାରେ କେସ କରା ଯାଇଛି । ଏଫ-ଆଇ-ଆର ଅନୁଯାୟୀ ଏହି ବିବାହରେ ୧୧୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ । କିନ୍ତୁ ସରକାରଙ୍କ ନିୟମ ଅନୁଯାୟୀ ୪୦ରୁ ଅଧିକ ଲୋକ କୌଣସି ବିବାହରେ ରହି ପାରିବେ ନାହି ।
ସୁଗନ୍ଧା ଟିଭି ଜଗତରେ ଅନେକ ସମୟ ଧରି କମ କରୁଛନ୍ତି । ୨୦୦୮ରେ ସୁଗନ୍ଧା “ଦ ଗ୍ରେଟ ଇଣ୍ଡିଆନ ଲାଫ୍ଟର ଚେଲେଞ୍ଜ” କାର୍ଯ୍ୟକର୍ମରେ ନଜର ଆସିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କୁ ଟିଭି ଜଗତରେ ନୂଆ ପରିଚୟ ମିଳିଥିଲା । ଏହା ପରେ ସେ କପିଲ ଶର୍ମାଙ୍କ ସୋରେ “ବିଦ୍ୟାବତୀ” ଚରିତ୍ରରେ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି ।
ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।