‘Honey trap’ ର ଶିକାର ହେଲେ DRDO ର କର୍ମଚାରୀ, ସୁନ୍ଦରୀ ଦେଖି ଦେଉଥିଲେ ଗୁପ୍ତ ତଥ୍ୟ

ଘଟଣାଟି ଶୁଣି ଆପଣଙ୍କୁ କେଉଁ ଫିଲ୍ମର କାହାଣୀ ଭଳି ଲାଗୁଥିବ । ଏପରି କେତେକ ଫିଲ୍ମ ଅଛି ଯେଉଁଥିରେ କେଉଁ ଦେଶର ଗୁ-ପ୍ତ ଏଜେଣ୍ଟ ହ-ନି ଟ୍ରା-ପ ର ଶି-କା-ର ହୋଇଥିବା ଆପଣ ଦେଖିଥିବେ । ତେବେ ଏଠାରେ ଏହି କାହାଣୀ ଟି ନିରାଟ ସତ୍ୟ ଅଟେ । ଡ଼ିଆରଡ଼ିଓ ର କିଛି କର୍ମଚାରୀ ଶ-ତ୍ରୁ ଦେଶକୁ ଗୁ-ପ୍ତ ତ-ଥ୍ୟ ଦେଉଥିବା ଏବଂ ଏବେ ଧରା ପଡିଥିବା ନେଇ ଖବର ଶୁଣିବାକୁ ମିଳିଛି । ଏହି ମାମଲାରେ ଡ଼ିଆରଡ଼ିଓ ର ଚାରି ଜଣ କର୍ମଚାରୀଙ୍କୁ ଗି-ର-ଫ କରାଯାଇଛି ବୋଲି ସୂଚନା ଦେଇଛନ୍ତି ବାଲେଶ୍ଵର ଏସପି ସୁଧାଂଶୁ ମିଶ୍ର ।

ତେବେ ଏହା ସୁନ୍ଦରୀ ମହିଳାଙ୍କ ଲୋ-ଭ ଦେଖାଇ ବା ହ-ନି ଟ୍ରା-ପ କରାଯାଇ ଥାଇପାରେ ବୋଲି କହିଛନ୍ତି ଏସପି । ଡ଼ିଆରଡ଼ିଓ ର ଏହି କର୍ମଚାରୀ ମାନଙ୍କ ଉପରେ ଦ-ଫା ୧୨୧ ଲାଗିବା ସହ ଶ-ତ୍ରୁ ଦେଶକୁ ଗୁ-ପ୍ତ ତ-ଥ୍ୟ ପ୍ରଦାନ କରିବା, ଯାହା ଦେଶର ସୁରକ୍ଷା ପ୍ରତି ବି-ପ-ଦ ଅଟେ ଏହି ଆ-ରୋ-ପ-ରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯଦି ତ-ଦ-ନ୍ତ ବେଳେ ଆବଶ୍ୟକ ପଡେ ତେବେ ସେହି କର୍ମଚାରୀ ମାନଙ୍କୁ ରି-ମା-ଣ୍ଡ-ରେ ମଧ୍ୟ ନିଆ ଯାଇପାରେ ବୋଲି ସେ କହିଛନ୍ତି ।

ଏହି ମାମଲାରେ ୪ ଜଣ କର୍ମଚାରୀଙ୍କୁ ଗି-ର-ଫ କରାଯିବା ସହ ଅନ୍ୟ କେତେକ କର୍ମଚାରୀଙ୍କୁ ମଧ୍ୟ ଡକା ଯାଇ ପଚରା ଉଚରା କରାଯାଇଛି ଏବଂ ଏବେ ମଧ୍ୟ ପଚରା ଉଚରା ଜାରି ରହିଛି । ତେବେ ତ-ଦ-ନ୍ତ-କୁ ଦୃଷ୍ଟିରେ ରଖି ଆବଶ୍ୟକ ଅନୁଯାୟୀ ଅନ୍ୟ କର୍ମଚାରୀଙ୍କୁ ଡକାଇ ପଚରା ଉଚରା କରାଯାଉଛି । ତେବେ ପାକିସ୍ତାନର ଜଣେ ମହିଳା ଏଜେଣ୍ଟଙ୍କ ହ-ନି ଟ୍ରା-ପ-ରେ ଏହି କର୍ମଚାରୀ ମାନେ ଫ-ସି ଯାଇଥିବା କଥା ସ-ନ୍ଦେ-ହ କରାଯାଉଛି ।

ତେବେ ଏହାର କୌଣସି ଲିଙ୍କ ଅଛି କି ନାହିଁ ଏବେ ଯାଏ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଏହି ଦିଗକୁ ମଧ୍ୟ ଅଣଦେଖା କରାଯାଇ ପାରିବ ନାହିଁ ଏବଂ ଆଗକୁ ତ-ଦ-ନ୍ତ ଜାରି ରହିଲେ ଏହି ବିଷୟରେ ସଂପୂର୍ଣ୍ଣ ତଥ୍ୟ ହାସଲ ହେବ ବୋଲି ବାଲେଶ୍ଵର ଏସପି ଶ୍ରୀଯୁକ୍ତ ସୁଧାଂଶୁ ମିଶ୍ର କହିଛନ୍ତି । ଏ ସମ୍ପର୍କରେ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍କୁ ଲାଇକ କରନ୍ତୁ ।