ଫେମସ ହେବା ପାଇଁ ରାସ୍ତା ମଝିରେ ଝିଅଟି କଲା ଏମିତି କାଣ୍ଡ, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video

ଫେମସ ହେବା ପାଇଁ ଲୋକଲୋଚନକୁ ଆସିବା ପାଇଁ ଆଜିକାଲି ଅନେକ ଲୋକ ବିଭିନ୍ନ ପ୍ରକାର ପନ୍ଥା ଆପଣେଉଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବା ଆଜିକାଲି ଯୁବା ଯୁବତୀଙ୍କ ଏକ ନି-ଶା ପା-ଲ-ଟି ଗଲାଣି । ଏଥିପାଇଁ ସେମାନେ ସାଧାରଣ ହିତାହିତ ଜ୍ଞାନ ମଧ୍ୟ ହ-ରେ-ଇ ବସୁଛନ୍ତି । ସେମାନେ ବିଭିନ୍ନ ପ୍ରକାର ବିପଦପୂର୍ଣ୍ଣ କୌଶଳ ଅବଲମ୍ବନ କରି ନିଜ ଜୀବନ ସହ ଅନେକ ସମୟରେ ଅନ୍ୟମାନଙ୍କ ଜୀବନ ମଧ୍ୟ ବି-ପ-ଦ-ରେ ପକାଇ ଦେଉଛନ୍ତି । ଏହିପରି କରିବାକୁ ଚେଷ୍ଟା କରିଥିଲେ ଇନ୍ଦୋରର ଜଣେ ଯୁବତୀ ।

ଇନ୍ଦୋରର ରସୋମା ଛକରେ ଜଣେ ଯୁବତୀ ଫ୍ଲାଶ ମୋବ କରିଥିବାର ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଜମେଇକି ଭା-ଇ-ରା-ଲ ହେଉଛି । ଯୁବତୀ ଜଣକ ମଝି ରାସ୍ତାରେ ଏହି ଭିଡିଓ କେବଳ ପ୍ରସିଦ୍ଧ ହେବା ପାଇଁ ଏବଂ ପ୍ରଶଂସା ସାଉଁଟିବା ପାଇଁ ବନେଇଥିବା ଜଣା ପଡିଛି । କିନ୍ତୁ ଏହି ଭିଡିଓ ଦେଖିବା ପରେ ଅନେକ ୟୁଜର୍ସ ପ୍ରଶଂସା କରିବା ସହ ଆହୁରି ଅନେକ ୟୁଜର୍ସ ଟ୍ରୋ-ଲ କରିବା ମଧ୍ୟ ଆରମ୍ଭ କରି ଦେଇଥିଲେ । ମଝି ରାସ୍ତାରେ ଯାନବାହାନ ଚଳାଚଳକୁ ବା-ଧା ଦେଇ ଏହିପରି ଏକ ଭିଡିଓ ବନାଇ ଥିବାରୁ ଅନେକ ଲୋକ ସମାଲୋଚନା କରିଥିଲେ ।

ତେବେ ଯୁବତୀଙ୍କ ଏହି ଭା-ଇ-ରା-ଲ ଭି-ଡି-ଓ-ଟି ଯାତାୟାତ ବିଭାଗର ପୋଲିସ ଅଧିକାରୀ ମନନ ପାଖେ ପହଞ୍ଚିବା ପରେ ସେମାନେ ଉକ୍ତ ଯୁବତୀଙ୍କ ସମେତ ଏପରି କରୁଥିବା ତମାମ ଯୁବଗୋଷ୍ଠୀଙ୍କୁ ଉପଦେଶ ଦେଇଥିଲେ କି, ଏହିପରି ଭିଡିଓ ବନାଇବା ପାଇଁ କୌଣସି ଖାସ ସୁରକ୍ଷିତ ସ୍ଥାନ ଚୟନ କରିବା ଉଚିତ । ଯାହାଫଳରେ ସେମାନଙ୍କ ସହ ସାଧାରଣ ଜନତା ମଧ୍ୟ ସୁରକ୍ଷିତ ରହିବେ ଓ କୌଣସି କାର୍ଯ୍ୟରେ କାହାକୁ ବା-ଧା ଉପୁଜିବ ନାହିଁ ।

ଆମେ ମଧ୍ୟ ଆପଣଙ୍କୁ ଅନୁରୋଧ କରୁଛି କି, ନିଜ ଜୀବନକୁ ଏପରି ବି-ପ-ଦ-ରେ ପକାନ୍ତୁ ନାହିଁ । ଜୀବନ ବହୁତ ମୂଲ୍ଯବାନ ଅଟେ । ଏହାକୁ ଏଭଳି ବି-ପ-ଦ-ରେ ପକାଇ ବୁଦ୍ଧିମତା ନୁହେଁ ବରଂ ମୂର୍ଖତା ଅଟେ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।