ଚୀନର ସୁନ୍ଦର ଓ ଆକର୍ଷକ ମହିଳାର ଜାଲରେ ନେପାଲ ପିଏମ ଓଲି, ଭାରତ ବିରୁଦ୍ଧରେ ନେଲେ ଏହି ପଦକ୍ଷେପ

ନେପାଳରେ ଭାରତ ବିରୁଦ୍ଧରେ ଚୀନୀ ଲବୀ କାମ କରୁଛି ଓ ସେଠିକାର ଓଲି ସରକାର ବହୁତ ମଜବୁତ ଅଟେ । ଏହା ବିଷୟରେ ତ ସମସ୍ତେ ଜାଣିଛନ୍ତି କିନ୍ତୁ ଏହି ଖାସ କଥା ବିଷୟରେ ବହୁତ କମ ଲୋକମାନେ ଜାଣିଛନ୍ତି, ତାହା ଏହା ଅଟେ କି ନେପାଳର ପିଏମ କେପୀ ଶର୍ମା ଗତ କିଛି ଦିନ ହେବ ଚୀନର ଏକ ମହିଳାର ସୁନ୍ଦରତାର ଜାଲରେ ଫସି ଯାଇଛନ୍ତି । ସେ ମହିଳା ଜଣକ ଯାହା ଚାହିଁଥାଏ ଓଲି ସେମିତି ହିଁ କରନ୍ତି ଓ ସେମିତି ହିଁ କୁହନ୍ତି ।

ପିଏମ ଙ୍କ ସରକାରୀ ଆବାସ ୱାଟର ବାଲୁ ଓ କାର୍ଯ୍ୟଳୟ ବେରୋକଟୋକକୁ ଏହି ମହିଳା ପ୍ରାୟତଃ ଯିବା ଆସିବା କରିଥାଏ । ଏହି ଚିନୀ ମହିଳା ଜଣକ ଏତେ ପ୍ରଭାବଶାଳି ହୋଇ ଯାଇଛି କି ଓଲି ସରକାର ହିଁ ନୁହେଁ ନେପାଳର ସତ୍ତାଧାରୀ ପାର୍ଟୀରେ ବି ତାହା ହୋଇଥାଏ ଯାହା ଏହି ମହିଳା ଜଣକ ଚାହିଁ ଥାଏ । କହିବାକୁ ଗଲେ ଏହି ସୁନ୍ଦର ମହିଳା ନେପାଳର ଚିନୀ ଯୁବ ରାଜଦୂତ ଓ ଏସିଆ ମାମଲାରେ ପ୍ରଭାରି ହୋଊ ୟାନକୀ ଅଟେ ।

ହୋଊ ୟାନକୀ ଯେତିକି ଯବାନ, ସୁନ୍ଦର ଓ ଆକର୍ଷକ ଅଟନ୍ତି, ସେତିକି ହିଁ ବଡ କୂଟନୀତିଜ୍ଞ ଓ ବୁଦ୍ଧିମାନ ଅଟନ୍ତି । ହୋଊ ୟାନକୀ ନେପାଳର ପିଏମକୁ ନିଜର ସୁନ୍ଦରତା ଓ କୂଟନୀତିର ଜାଲରେ ବହୁତ ଭଲ ଭାବରେ ଫସାଇ ନେଇଛି । ତାଙ୍କର ଜାଲରେ ନେପାଲର ଟପ ଡିପ୍ଲୋମେଟ ଓ ବ୍ୟୁରୋକେଟ ବି ଫସି ସାରିଛନ୍ତି । ଏହି କାରଣ ଅଟେ କି ନେପାଳ ଭାରତ ବିରୁଦ୍ଧରେ ଛିଡା ହେବାରେ ଲାଗିଛି ।

ଭାରତୀୟ ଖୁଫିୟା ଏଜେଂସି ଅନୁସାରେ ଗଲୱାନ ଘାଟୀରେ ଅଭୂତପୂର୍ବ ଭାରତ-ଚୀନ ସଂଘର୍ଷ ସମୟ ଓ ନେପାଳ ପ୍ରଧାନମନ୍ତ୍ରୀ ଓଲି ର କ୍ଷେତ୍ରୀୟ ମହତ୍ୱାକାଂକ୍ଷାର କୌଣସି ସଂଯୋଗ ନାହିଁ । ନୂଆ ଦିଲ୍ଲୀର ଖୁଫିୟା ଏଜେନ୍ସି କହିଛି କି ହିମାଲୟ ଗଣରାଜ୍ୟ ନେପାଳରେ ଯୁବ ଚିନୀ ରାଜଦୂତ ହୋଉ ୟାନକୀ ନେପାଳର ସୀମାକୁ ପୁଣି ଥରେ ପରିଭାଷିତ କରିବା ପାଇଁ କମରେଡ ଓଲୀର ପଛରେ ଏକ ପ୍ରେରଣାଦାୟକ କାରକ ଅଟେ ।

ଅର୍ଥାତ ନେପାଳ ଭାରତର ଯେଉଁ ଉତ୍ତରଖଣ୍ଡ ରାଜ୍ୟର ଅଂଶକୁ ନିଜର ନକ୍ସା ରେ ଦର୍ଶାଉଛି, ତାହା ପଛରେ ଚିନୀ ରାଜଦୂତର ହିଁ କୁଟିନୀତି ଓ ହାତ ଅଛି । ନେପାଳ ପୂର୍ବରୁ ପାକିସ୍ତାନରେ ତିନି ବର୍ଷ ପର୍ଯ୍ୟନ୍ତ କାମ କରିସାରିଥିବା ହୋଊ ୟାନକୀ ର ଓଲୀ କାର୍ଯ୍ୟଳୟ ଓ ନିବାସରେ ଲଗାତାର ଯିବା ଆସିବା ଲାଗି ରହିଥାଏ ।

ଏହା ଛଡା ନେପାଳି କମ୍ୟୁନିସ୍ଟ ପାର୍ଟୀର ସେହି ପ୍ରତିନିଧିମଂଡଳ, ଯିଏ ରାଜନୀତିକ ମାନଚିତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଦ୍ୱିତୀୟ ସମ୍ବିଧାନ ସଂଶୋଧନ ବିଲ୍ ପ୍ରସ୍ତୁତ କରିବାରେ ଓଲି ସରକାରଙ୍କୁ ସାହାଯ୍ୟ କରୁଥିଲା, ସେ ଚିନୀ ରାଜଦୂତର ହୋଊ ୟାନକୀରୁ ହିଁ ଦିଶା ନିର୍ଦେଶ ହାସଲ କରୁଥିଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।