ମୁଁ ସୁନ୍ଦର ଥିଲି ବୋଲି ସବୁବେଳେ ହଇରାଣ କରୁଥିଲେ ସିନିୟର ଡାକ୍ତରମାନେ, ମୋତେ ରାତି ଡ୍ଯୁଟି ପକେଇ ଶେଷରେ…

ମୁଁ ସୁନ୍ଦର ଥିଲି ବୋଲି ମୋତେ ରାତି ଡ୍ଯୁଟି ପକାଇ ହଇରାଣ କରୁଥିଲେ । ମୋତେ ବହୁତ କଷ୍ଟ ଦେଉଥିଲେ ସିନିୟର ଡାକ୍ତରମାନେ । ବାପା ମୁଁ ତୁମର ସୁନା ଝିଅ ମୋତେ କ୍ଷମା କରିଦେବ । ତୁମ ଆଶା ମୁଁ ପୂରଣ କରିପାରିଲି ନାହିଁ । ମୁଁ ଗୋଟିଏ ଭଲ ଡାକ୍ତର ହୋଇପାରିଲି ନାହିଁ । ମୋ ସିନିୟର ମାନେ ମୋତେ ଏହା କରେଇ ଦେଲେନି । ଜଣେ ମେଧାବୀ ଡାକ୍ତରୀ ଛାତ୍ରୀ ଏମିତି କିଛି ଭାବନା ସହ ଆଜି ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇ ଯାଇଛନ୍ତି ।

ଯେଉଁଥି ପାଇଁ ଆଜି ତାଙ୍କ ଘର ପରିବାର କାନ୍ଦବୋବାଳିରେ ଫାଟି ପଡୁଛି । ପରିବାର ଲୋକେ ଅଭିଯୋଗ କରୁଛନ୍ତି କି, ସେମାନେ ଆମ ଝିଅକୁ ମା-ରି-ଦେ-ଲେ । ଏମଜିଏମ ମେଡିକାଲ କଲେଜରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ମିଳିଥିବା ଖବର ଅନୁଯାୟୀ, ପ୍ରୀତି ଧରାୱତ ନାମକ ଜଣେ ମେଡିକାଲ ଛାତ୍ରୀ ଭଲ ଡାକ୍ତର ହେବା ସ୍ଵପ୍ନ ନେଇ ସେଠାରେ ପାଠ ପଢୁଥିଲେ । ହେଲେ ତାଙ୍କ ଉପରେ ସିନିୟର ଛାତ୍ର ମାନଙ୍କର ଆଖି ସବୁବେଳେ ରହୁଥିଲା ।

ସିନିୟର ମାନେ ବାରମ୍ବାର ତାଙ୍କୁ ହଇରାଣ କରିବା ସହ ରାତି ଡ୍ଯୁଟି ପକାଉଥିଲେ ଓ ପ୍ରୀତିଙ୍କ ସହ ଖରାପ କାମ କରିବାକୁ ଚେଷ୍ଟା କରୁଥିଲେ । ଖାଲି ସେତିକି ନୁହେଁ ବରଂ ଏକଥା କାହାକୁ କହିଲେ ଫେଲ କରିଦେବେ ବୋଲି ଧ-ମ-କ ମଧ୍ୟ ଦେଉଥିଲେ । ସିନିୟର ମାନଙ୍କ ଏଭଳି ଅ-ତ୍ୟା-ଚା-ର-ରେ ଅତିଷ୍ଠ ହୋଇ ପ୍ରୀତି ଦୁନିଆ ଛାଡି ଚାଲିଯିବାକୁ ଚେଷ୍ଟା କରିଥିଲେ । ଚାରିଦିନ ପୂର୍ବେ ପ୍ରୀତି ରାତି ସିଫ୍ଟରେ କାମ କରୁଥିବା ବେଳେ ହଠାତ ବେହୋସ ହୋଇ ଯାଇଥିଲେ ।

 

ଯାହାପରେ ତାଙ୍କୁ ତୁରନ୍ତ ହାଇଦ୍ରାବାଦ ଡାକ୍ତରଖାନାକୁ ଅଣା ଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗତ ରବିବାର ଦିନ ତାଙ୍କର ହୋଇଥିବା ଖବର ସାମ୍ନାକୁ ଆସିଛି । ପ୍ରୀତିଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ପୋଷ୍ଟ ଗ୍ରାଜୁଏଟ ଦ୍ଵିତୀୟ ବର୍ଷର ଛାତ୍ର ମହମ୍ମଦ ଅଲ୍ଲୀ ସଇଦଙ୍କୁ ଗି-ର-ଫ କରିଛି ପୋଲିସ । ପ୍ରୀତିଙ୍କ ମୋବାଇଲ ହ୍ଵା-ଟ୍ସ-ଆ-ପ ଚାଟ୍ ରୁ ଜଣାପଡିଛି କି ତାଙ୍କ ସିନିୟର ଛାତ୍ରମାନେ ତାଙ୍କୁ ଖୁବ ହଇରାଣ କରୁଥିଲେ ।

ଜଣେ ଛାତ୍ରଙ୍କୁ ପୋଲିସ ଗି-ର-ଫ କରି ନେଇଥିବା ବେଳେ ଅନ୍ୟ ସିନିୟର ଛାତ୍ରଙ୍କୁ ପୋଲିସ ଖୋଜୁଛି ବୋଲି ସୂଚନା ମିଳିଛି । ଝିଅ ଡାକ୍ତର ହେବାକୁ ଆଶା ରଖିଥିବା ପ୍ରୀତିଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।