ସୁସନ୍ତାନ ପ୍ରାପ୍ତ ପାଇଁ କେଉଁ ବାର ଓ ତିଥିରେ ସହବାସ କରିବା ଉଚିତ ଜାଣନ୍ତୁ- Ajira Anuchinta

ନମସ୍କାର ବନ୍ଧୁଗଣ, ସମସ୍ତେ ଚାହିଁଥାନ୍ତି ନିଜ କୋଳରେ ଗୋଟେ ସନ୍ତାନ ଖେଳୁଥିବାର ଦେଖିବା ପାଇଁ । କିନ୍ତୁ କିଛି ଲୋକ ଏହି ସନ୍ତାନ ପ୍ରାପ୍ତିର ସୁଖରୁ ବଞ୍ଚିତ ରହିଯାନ୍ତି କିଛି ଟା ଭୁଲ ପାଇଁ । ଯାହା ତାଙ୍କ ଅଜାଣତରେ ହୋଇଯାଇଥାଏ । ଜୋତିଶ ଶାସ୍ତ୍ର ହିସାବରେ ଏମିତି କିଛି ଦରକାରୀ ଉପଦେଶ ରହିଛି ଯାହାଦ୍ୱାରା ଆପଣ ସୁସନ୍ତାନ ପ୍ରାପ୍ତ କରିପାରିବେ ଉଚିତ ସମୟରେ ସହବାସ କରି । ତେବେ ଜାଣନ୍ତୁ କେଉଁ ଉଚିତ ସମୟରେ ଆପଣ ସହବାସ କରିବେ । ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବେ ଏହା ବିଷୟରେ ।

ପ୍ରଥମ: ଯଦି ଆପଣ ସନ୍ତାନ ପ୍ରାପ୍ତି ପାଇଁ ଇଚ୍ଛା ପ୍ରକାଶ କରନ୍ତି ତେବେ କେବେ ବି ଦିନରେ ସହବାସ କରିବେ ନାହିଁ । ସୂର୍ଯ୍ୟ ଥିବା ଅବସ୍ଥାରେ ଯଦି ଆପଣ ସହବାସ କରନ୍ତି ତେବେ ଆପଣଙ୍କ ସନ୍ତାନ ବିକଳାଙ୍ଗ ହୋଇ ଜନ୍ମ ନେବ । ଦିତୀୟ: ସ୍ତ୍ରୀ ସହ ସହବାସ ରାତି ୧୧ ଟା ଠାରୁ ୪ଟା ଭିତରେ କରିବା ଉଚିତ ।

ଦିତୀୟ : ଅମାବାସ୍ୟା, ଷଷ୍ଠି, ଚତୁର୍ଥୀ, ନବମୀ ଏବଂ ଚତୁର୍ଦସୀ ତିଥିରେ ସହବାସ କରିବା ଶାସ୍ତ୍ର ବିରୋଧି ଅଟେ । ଯଦି ଆପଣମାନେ ସନ୍ତାନ ପ୍ରାପ୍ତି ନିମନ୍ତେ ଏହି ସମୟରେ ସହବାସ କରୁଛନ୍ତି ତେବେ ତାହା ନିଶ୍ଚିନ୍ତ ରୂପେ କୁସନ୍ତାନ ହୋଇ ଜନ୍ମ ନେବ ।

ତୃତୀୟ: ଜାଣନ୍ତୁ କେଉଁ ବାରରେ ଆପଣ ସହବାସ କରିବା ଅନୁଚିତ । ଶାସ୍ତ୍ର ହିସାବରେ ରବିବାର, ଶନିବାର, ମଙ୍ଗଳବାର ଏହି ୩ଟି ବାରରେ କେବେ ବି ସନ୍ତାନ ଇଚ୍ଛା କରି ସ୍ତ୍ରୀ ସହ ସହବାସ କରନ୍ତୁ ନାହିଁ । ଏବଂ ଯେଉଁଦିନ ଆପଣଙ୍କ ମା ବାପାଙ୍କ ଶ୍ରାଦ୍ଧ ଥିବ ସେହି ଦିନ ମଧ୍ୟ ଆପଣ ସହବାସକୁ ବର୍ଜନ କରନ୍ତୁ । ଚତୁର୍ଥ: ଜାଣନ୍ତୁ ଗ୍ରହଣ ଏବଂ ପରାଗ ଦିନ ମଧ୍ୟ ଆପଣ ସହବାସ କରନ୍ତୁ ନାହିଁ । ଏହି ସମୟରେ ସହବାସ ରାଖୀ ଯେଉଁ ସନ୍ତାନ ଜନ୍ମ ହେବ ତାହା ଅଳ୍ପ ଆୟୁଷ ଏବଂ ଗୁଣହିନ ହୋଇ ଜନ୍ମ ହେବ ।

ପଞ୍ଚମ: ନିଜ ଜନ୍ମ ନକ୍ଷତ୍ର ଠାରୁ ସପ୍ତମ ନକ୍ଷତ୍ର ଚାଲୁଥିବା ସମୟରେ ସହବାସ ରଖନ୍ତୁ ନାହିଁ । ସହବାସ ପାଇଁ ଉତ୍ତମ ସମୟ ଜାଣନ୍ତୁ, ପ୍ରଥମ: ଶ୍ରବଣ, ହସ୍ତା, ଅନୁରାଧା, ଉତ୍ତରା ଫାଲ୍ ଗୁନି, ମୂଳା, ରୋହିଣୀ ଏହିସବୁ ନକ୍ଷତ୍ର ଚାଲୁଥିବା ସମୟରେ ସ୍ତ୍ରୀ ସହବାସ କରନ୍ତୁ । ଏହି ସମୟରେ ସହବାସ କରି ଯେଉଁ ସନ୍ତାନ ଜାତ ହେବ ତାହା ଦୀର୍ଘାୟୁ, ଗୁଣବାନ, ଭାଗ୍ୟ ବାନ, ଧନଶାଳି ଓ ପରଉପକାରୀ ହୋଇ ଜନ୍ମ ଗ୍ରହଣ କରିବ ।

ତେବେ ଆଜିର ଏହି ସବୁ କଥା ଗୁଡିକୁ ମାନେ ରଖନ୍ତୁ । ଏହା ନିଶ୍ଚୟ ଆପଣଙ୍କ ପାଇଁ ଫଳପ୍ରଦ ହେବ । ତେବେ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।