କମିଲା ସୁନା ଦାମ, ଦେଖନ୍ତୁ କେତେ ଅଛି ଆଜିର Gold rate

କହିବାକୁ ଗଲେ ଯେଉଁ ଦିନ ଠାରୁ କରୋନା ଆରମ୍ଭ ହୋଇଛି ଓ ଲକଡାଉନ ଆରମ୍ଭ ହୋଇଛି ସେହି ଦିନ ଠାରୁ ସୁନା ଓ ଚାନ୍ଦିର ଦାମ ଲଗାତାର ବଢିବାରେ ଲାଗିଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଯେଉଁଠି ଲକଡାଉନ ଉଠି ଯାଇଛି କିନ୍ତୁ କରୋନାର ଭୟାଭୟ ସ୍ଥିତି ଜାରି ଅଛି ଏମିତିରେ ସୁନାର ଦାମ ପୁଣି ଥରେ କମ ହେବାକୁ ଲାଗିଛି । ଏମିତିରେ ଆଜି ୫ ସେପ୍ଟେମ୍ବର ୨୦୨୦ରେ ସୁନା ଓ ଚାନ୍ଦିର ମୂଲ୍ୟ କେତେ ଅଟେ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

କହିବାକୁ ଗଲେ ବହୁ ଦିନ ହେବ ସୁନାର ମୂଲ୍ୟ ହ୍ରାସ ହେବାକୁ ଲାଗିଛି । ଏମିତିରେ ଦିନକୁ ଦିନ ସୁନାର ଦାମ ତଳକୁ ଖସିବାକୁ ଲାଗିଛି । ସେହିଭଳି ଚାନ୍ଦିର ଦାମ ବି ଅଟେ । ଚାନ୍ଦିର ୧ ଗ୍ରାମର ମୂଲ୍ୟ ୬୭.୦୬ ଟଙ୍କା, ୮ ଗ୍ରାମର ମୂଲ୍ୟ ୫୩୬.୪୮ ଟଙ୍କା, ୧୦ ଗ୍ରାମର ମୂଲ୍ୟ ୬୭୦.୬୦ ଟଙ୍କା, ୧୦୦ ଗ୍ରାମର ମୂଲ୍ୟ ୬,୭୦୬ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୬୭,୦୬୦ ଟଙ୍କା ଅଟେ । ଆଜି ଚାନ୍ଦିର ଦାମ ବଢିଛି ।

ଏହା ଛଡା ଆପଣଙ୍କୁ କହିଦେଉଛୁ କି ବରିଷ୍ଠ ବିଶ୍ଳେଷକ ଅନୁସାରେ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସୁନାର ଦାମ ବହୁତ କମ ହେବାର ଅଛି । ଏମିତିରେ ଆଜି ୨୨ କ୍ୟାରେଟ ସୁନାର ଦାମରେ ୧ ଗ୍ରାମ ସୁନାର ମୂଲ୍ୟ ୪,୮୮୭ ଟଙ୍କା, ୮ ଗ୍ରାମ ସୁନାର ମୂଲ୍ୟ ୩୯,୦୯୬ ଟଙ୍କା, ୧୦ ଗ୍ରାମ ସୁନାର ମୂଲ୍ୟ ୪୮,୮୭୦ ଟଙ୍କା, ୧୦୦ ଗ୍ରାମ ୪,୮୮,୭୦୦ ଟଙ୍କା ଅଟେ ।

୨୪ କ୍ୟାରେଟ ସୁନାର ଦାମରେ ୧ ଗ୍ରାମ ସୁନାର ଦାମ ୫,୩୩୦ ଟଙ୍କା, ୮ ଗ୍ରାମ ସୁନାର ଦାମ ୪୨,୬୪୦ ଟଙ୍କା, ୧୦ ଗ୍ରାନ ସୁନାର ଦାମ ୫୩,୩୦୦ ଟଙ୍କା, ୧୦୦ ଗ୍ରାମ ୫,୩୩,୦୦୦ ଟଙ୍କା ଅଟେ । କହିବାକୁ ଗଲେ ସେପ୍ଟେମ୍ବର ୨ ଅପେକ୍ଷା ସୁନାର ଦାମ ବହୁତ କମ ହୋଇ ଯାଇଛି । ଏହା ପୂର୍ବରୁ ସେପ୍ଟେମ୍ବର ୧ ଓ ୨ରେ ୨୪ କ୍ୟାରେଟ ସୁନାର ଦାମ ୫୩ ଓ ୫୪ ହଜାର ଟଙ୍କା ଥିଲା । ଏମିତିରେ କୁହାଯାଉଛି କି ଭବିଷ୍ୟତରେ ସୁନାର ଦାମ ଆହୁରି କମ ହୋଇପାରେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।