ଗୋଡ ମୁଦି ଆପଣଙ୍କ ସ୍ଵାମୀଙ୍କୁ କରିପାରେ ଗରିବ

ବନ୍ଧୁଗଣ ଆଜି ଆପଣଙ୍କୁ ଏପରି ଏକ ବିଷୟରେ କହିବୁ, ଯଦି ମହିଳା ମାନେ ସମସ୍ତ ନୀତି ନିୟମକୁ ସଠିକ ଭାବେ ପାଳନ ନ କରନ୍ତି ତେବେ ସ୍ଵାମୀର ଦୁର୍ଭାଗ୍ୟ ଆସିଥାଏ । କହିବାକୁ ଗଲେ ପ୍ରଥମ ତ ସ୍ତ୍ରୀ ଲୋକମାନେ ଗୋଡର କେଉଁ ଆଙ୍ଗୁଠିରେ ଗୋଡ ମୁଦି ପିନ୍ଧିବା ଉଚିତ । କାହାକୁ ଗୋଡ ମୁଦି ପିନ୍ଧିବା ଉଚିତ ନୁହେଁ ଓ ଗୋଡ ମୁଦି ସହ ଜଡିତ କଣ ସବୁ ଭୁଲ କରିଲେ ସ୍ଵାମୀର ଗରିବତା ଆସିଥାଏ । ସେହି ବିଷୟରେ କହିବୁ ।

କହିବାକୁ ଗଲେ ହିନ୍ଦୁ ଧର୍ମରେ ବିବାହିତ ମହିଳାମାନେ ଗୋଡର ଆଙ୍ଗୁଠିରେ ଗୋଡ ମୁଦି ପିନ୍ଧନ୍ତି । କିନ୍ତୁ ଅବିବାହିତ ମହିଳାମାନଙ୍କୁ ଗୋଡ ମୁଦି ପିନ୍ଧିବା ଉଚିତ ନୁହେଁ ।

ବିବାହିତ ମହିଳାମାନଙ୍କର ସବୁ ଶୃଙ୍ଗାର ହେଉଛି ଗୋଡ ମୁଦି ଓ ସିନ୍ଦୁର । ଯାହାଫଳରେ ସ୍ଵାମୀର ଆୟୁ ବଢିଥାଏ । ସ୍ତ୍ରୀ ମାନେ ମୁଣ୍ଡରେ ସୁନାର ଟୀକା ଓ ଗୋଡରେ ଚାନ୍ଦିର ମୁଦି ପିନ୍ଧିବାର କାରଣ ସୂର୍ଯ୍ୟ ଓ ଚନ୍ଦ୍ର ଦୁଇ ଗ୍ରହର ଆଶୀର୍ବାଦ ସ୍ଵାମୀ ଓ ସ୍ତ୍ରୀ ଉପରେ ସବୁବେଳେ ରହିବ । କିନ୍ତୁ ଆପଣମାନଙ୍କୁ କହି ଦେଉଛୁ କି ଗୋଡମୁଦି ସ୍ଵାମୀର ଦରିଦ୍ରତାର କାରଣ ବି ହୋଇପାରେ । ଗୋଡ ମୁଦି ପିନ୍ଧିବା ଦ୍ଵାରା ମହିଳାମାନଙ୍କର ମାସିକ ଚକ୍ର ନିୟମିତ ଭାବରେ ହୋଇଥାଏ ।

ବର୍ତ୍ତମାନ ଆପଣଙ୍କୁ କହିଦେଉଛୁ କି ଗୋଡମୁଦି କେଉଁ ଆଙ୍ଗୁଳିରେ ପିନ୍ଧିବା ଉଚିତ । ସାଧାରଣତଃ ବିବାହିତ ମହିଳାମାନେ ଡାହାଣ ଓ ବାମ ଗୋଡରେ ଦ୍ଵିତୀୟ ଆଙ୍ଗୁଠିରେ ପିନ୍ଧିବା ଉଚିତ । ମନେ ରଖନ୍ତୁ କେବେ ବି ତିନୋଟି ଗୋଡମୁଦି ଗୋଟିଏ ଗୋଡରେ ପିନ୍ଧିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ଶୁଭ ଫଳ ମିଳିବ ନାହିଁ । ଗର୍ଭବତୀ ମହିଳାମାନେ ଗୋଡମୁଦି ପିନ୍ଧିଲେ କୌଣସି ସମସ୍ୟା ଆସେ ନାହିଁ ।

ପୁଣି ଗୋଡମୁଦି ଆପଣ ସଠିକ ଭାବେ ନ ପିନ୍ଧଲେ ସ୍ଵାମୀକୁ ଦରିଦ୍ରତା ଆସିଥାଏ । ଆଉ ଗୋଟେ କଥା ମନେ ରଖିଥାନ୍ତୁ କି ଗୋଡମୁଦି ସବୁବେଳେ ଚାନ୍ଦିର ହିଁ ପିନ୍ଧନ୍ତୁ କେବା ବି ସୁନାର ପିନ୍ଧନ୍ତୁ ନାହିଁ । ଗୋଡ ମୁଦି କେବେ ହେଲେ ଢିଲା ପିନ୍ଧନ୍ତୁ ନାହିଁ । ଧ୍ୟାନ ରଖନ୍ତୁ କି ପିନ୍ଧିଥିବା ଗୋଡମୁଦିକୁ କେବେ ବି ଗୋଡରୁ ନ ଖସିଯାଉ ଓ କାହାକୁ ବି ଦିଅନ୍ତୁ ନାହିଁ ।

ଏହିଭଳି କରିବା ଦ୍ଵାରା ସ୍ଵାମୀ ଦରିଦ୍ରତା ଓ ରୋଗରେ ମଧ୍ୟ ପଡ଼ିପାରନ୍ତି । ଗୋଡ ମୁଦି ଓ ପାଉଁଜି ସବୁବେଳେ ଘୁଙ୍ଗୁରର ବାଲା ପିନ୍ଧିବା ଉଚିତ । ଯାହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କର ଉପରେ ପ୍ରସନ୍ନ ହୋଇଥାନ୍ତି ଓ ଘରେ ବାସ କରିଥାନ୍ତି । ଯଦି ଜାଣୁଛନ୍ତି କି ସ୍ଵାମୀ ହାତରେ ଅସଫଳତା ଲାଗୁଛି ତେବେ ଗୋଡ ମୁଦି ଏହାର କାରଣ ନୁହେଁ ସେଥିପାଇଁ ଅଲଗା କାରଣ ବି ହୋଇପାରେ । ପ୍ରଥମତ ତ ଭୁଲରେ କେବେ ବି ଉପହାର ମିଳିଥିବା ସିନ୍ଦୁରବହାର କରନ୍ତୁ ନାହିଁ ।

ସ୍ଵାମୀ ଦେଇଥିବା ସିନ୍ଦୁର ଡିବା ବ୍ୟବହାର କରନ୍ତୁ । ଆଉ ଗୋଟିଏ କଥା ମନେ ରଖନ୍ତୁ କେବେ ବି ଶନିବାର କିମ୍ବା ମଙ୍ଗଳବାର ଦିନ ଚୁଡି କିଣନ୍ତୁ ନାହିଁ । ଯଦି ସେହି ଦିନ କିଣି ପିନ୍ଧୁଛନ୍ତି ତେବେ ଆପଣଙ୍କର ସ୍ଵାମୀ ଗରିବ ହୋଇଯିବେ । ବିବାହିତ ମହିଳାମାନେ ଚୁଡି ପିନ୍ଧିବା ଯେତେ ଜରୁରୀ ଅଟେ ତାହା ଠାରୁ ଅଧିକ ତାହାର ରଙ୍ଗ କେବେ ହେଲେ କଳା କିମ୍ବା ଧଳା ରଙ୍ଗର ଚୁଡି ପିନ୍ଧିବେ ନାହିଁ । ଯାହା ଦ୍ଵରା ସ୍ଵାମୀର ଉପରେ ନକରାତ୍ମକ ଊର୍ଜା ପଡିବ । ସେଥିପାଇଁ ସବୁବେଳେ ନାଲି ରଙ୍ଗର ଚୁଡି ପିନ୍ଧିଲେ । ଆପଣଙ୍କର ସ୍ଵାମୀ ସହ ଆପଣଙ୍କର ପ୍ରେମ ସମ୍ପର୍କ ଗଢି ଉଠିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।