ଭୟଙ୍କର ଶସ୍ତା ହେଲା ସୁନା, ଦେଖନ୍ତୁ କେତେ ଅଛି ଆଜି 26 ଅକ୍ଟୋବରର Gold rate

ସବୁଦିନ ସୁନା ଓ ଚାନ୍ଦିର ମୂଲ୍ୟରେ ଅଳ୍ପ ବହୁତ ପରିବର୍ତ୍ତନ ହୋଇଥାଏ । ଅର୍ଥାତ ସବୁଦିନ ସୁନା ଓ ଚାନ୍ଦିର ଦାମ ବଢିଥାଏ ନଚେତ କମିଥାଏ । ଏମିତିରେ ଆଜି ୨୬ ଅକ୍ଟୋବର ୨୦୨୦ ଅର୍ଥାତ ଗୁରୁବାର ଦିନ ସୁନା ଓ ଚାନ୍ଦିର ଦାମ କେତେ ଅଛି ଚାଳନ୍ତୁ ଜାଣିବା । କହିବାକୁ ଗଲେ ପ୍ରାୟତଃ ଲୋକମାନେ ସୁନା କିମ୍ବା ଚାନ୍ଦି କିଣିଥାନ୍ତି । କିନ୍ତୁ କରୋନା ପାଇଁ ସୁନା ଓ ଚାନ୍ଦିର ବିକ୍ରି କମ ହୋଇ ଯାଇଛି ।

କିନ୍ତୁ ବର୍ତ୍ତମାନ ଧୀରେ ଧୀରେ କରୋନାର ପ୍ରଭାବ କମ ହେବାର ନଜର ଆସୁଛି ଓ ଅନ୍ୟ ପଟେ ସୁନାର ଦାମ ବି କମ ହେବାକୁ ଲାଗୁଛି । ଏମିତିରେ ସବୁ ସାଧାରଣ ଲୋକମାନେ ସୁନା କିମ୍ବା ଚାନ୍ଦି କିଣି ପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ଜାଣି ନେବା ଉଚିତ କି ବର୍ତ୍ତମାନ ସମୟରେ ଅର୍ଥାତ ଆଜି ସୁନା ଓ ଚାନ୍ଦିର ମୂଲ୍ୟ କେତେ ଅଛି ।

ଆଜି ୨୬ ଅକ୍ଟୋବର ୨୦୨୦ ସୋମବାର ଦିନ ୧୮ କ୍ୟାରେଟ ସୁନା ୧ ଗ୍ରାମକୁ ୪,୦୬୯ ଟଙ୍କା, ୮ ଗ୍ରାମକୁ ୩୨,୫୫୨ ଟଙ୍କା, ୧୦ ଗ୍ରାମକୁ ୪୦,୬୯୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୪,୦୬,୯୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ୧୮ କ୍ୟାରେଟ ସୁନା ଗତ କାଲି ଅପେକ୍ଷା ୧୦ ଗ୍ରାମକୁ ସମାନ ଅଛି ।

ସେହିଭଳି ୨୨ କ୍ୟାରେଟ ସୁନା ୧ ଗ୍ରାମକୁ ୪,୯୯୫ ଟଙ୍କା, ୮ ଗ୍ରାମକୁ ୩୯,୯୬୦ ଟଙ୍କା, ୧୦ ଗ୍ରାମକୁ ୪୦,୯୫୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୪,୯୯,୫୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ୨୨ କ୍ୟାରେଟ ସୁନା ଗତ କାଲି ଅପେକ୍ଷା ୧୦ ଗ୍ରାମକୁ ୧୬୦ ଟଙ୍କା କମି ଯାଇଛି ।

ଯଦି ୨୪ କ୍ୟାରେଟ ସୁନା ବିଷୟରେ କହିବା ତେବେ ୧ ଗ୍ରାମକୁ ୫,୧୫୦ ଟଙ୍କା, ୮ ଗ୍ରାମକୁ ୪୧,୨୦୦ ଟଙ୍କା, ୧୦ ଗ୍ରାମକୁ ୫୧,୫୦୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୫,୧୫,୦୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ୨୪ କ୍ୟାରେଟ ସୁନା ଗତ କାଲି ଅପେକ୍ଷା ୧୦ ଗ୍ରାମକୁ ୨୧୦ ଟଙ୍କା କମି ଯାଇଛି ।

ଯଦି ଚାନ୍ଦି ବିଷୟରେ କଥାବାର୍ତ୍ତା କରିବା ତେବେ ଆଜି ଚାନ୍ଦି ୧ ଗ୍ରାମକୁ ୬୧.୫୦ ଟଙ୍କା, ୮ ଗ୍ରାମକୁ ୪୯୨ ଟଙ୍କା, ୧୦ ଗ୍ରାମକୁ ୬୧୫ ଟଙ୍କା, ୧୦୦ ଗ୍ରାମକୁ ୬,୧୫୦ ଟଙ୍କା, ୧ କିଲୋକୁ ୬୧,୫୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ଚାନ୍ଦି କାଲି ଅପେକ୍ଷା ୧ କିଲୋକୁ ୧୦୦୦ ଟଙ୍କା କମି ଯାଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।