ଦଶହରାକୁ ଆଖି ଆଗରେ ରଖି ଭୟଙ୍କର ଶସ୍ତା ହେଲା ସୁନା, ଦେଖନ୍ତୁ କେତେ ଅଛି ଆଜି 13 ଅକ୍ଟୋବରର Gold rate

ସବୁଦିନ ସୁନା ଓ ଚାନ୍ଦିର ମୂଲ୍ୟରେ ଅଳ୍ପ ବହୁତ ପରିବର୍ତ୍ତନ ହୋଇଥାଏ । ଅର୍ଥାତ ସବୁଦିନ ସୁନା ଓ ଚାନ୍ଦିର ଦାମ ବଢିଥାଏ ନଚେତ କମିଥାଏ । ଏମିତିରେ ଆଜି ୧୩ ଅକ୍ଟୋବର ୨୦୨୦ ଅର୍ଥାତ ଗୁରୁବାର ଦିନ ସୁନା ଓ ଚାନ୍ଦିର ଦାମ କେତେ ଅଛି ଚାଳନ୍ତୁ ଜାଣିବା । କହିବାକୁ ଗଲେ ପ୍ରାୟତଃ ଲୋକମାନେ ସୁନା କିମ୍ବା ଚାନ୍ଦି କିଣିଥାନ୍ତି । କିନ୍ତୁ କରୋନା ପାଇଁ ସୁନା ଓ ଚାନ୍ଦିର ବିକ୍ରି କମ ହୋଇ ଯାଇଛି ।

କିନ୍ତୁ ବର୍ତ୍ତମାନ ଧୀରେ ଧୀରେ କରୋନାର ପ୍ରଭାବ କମ ହେବାର ନଜର ଆସୁଛି ଓ ଅନ୍ୟ ପଟେ ସୁନାର ଦାମ ବି କମ ହେବାକୁ ଲାଗୁଛି । ଦଶହରାକୁ ଆଖି ଆଗରେ ରଖି ଶସ୍ତା ହେଲା ସୁନା ଏମିତିରେ ସବୁ ସାଧାରଣ ଲୋକମାନେ ସୁନା କିମ୍ବା ଚାନ୍ଦି କିଣି ପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ଜାଣି ନେବା ଉଚିତ କି ବର୍ତ୍ତମାନ ସମୟରେ ଅର୍ଥ ଆଜି ସୁନା ଓ ଚାନ୍ଦିର ମୂଲ୍ୟ କେତେ ଅଛି ।

ଆଜି ୧୩ ଅକ୍ଟୋବର ୨୦୨୦ ଗୁରୁବାର ଦିନ ୧୮ କ୍ୟାରେଟ ସୁନା ୧ ଗ୍ରାମକୁ ୪,୧୦୨ ଟଙ୍କା, ୮ ଗ୍ରାମକୁ ୩୨,୮୧୬ ଟଙ୍କା, ୧୦ ଗ୍ରାମକୁ ୪୧,୦୨୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୪,୧୦,୨୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ୧୮ କ୍ୟାରେଟ ସୁନା ଗତ କାଲି ଅପେକ୍ଷା ୧୦ ଗ୍ରାମକୁ ୧୮୦ ଟଙ୍କା କମି ଯାଇଛି ।

ସେହିଭଳି ୨୨ କ୍ୟାରେଟ ସୁନା ୧ ଗ୍ରାମକୁ ୫,୦୧୩ ଟଙ୍କା, ୮ ଗ୍ରାମକୁ ୪୦,୧୦୪ ଟଙ୍କା, ୧୦ ଗ୍ରାମକୁ ୫୦,୧୩୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୫,୦୧,୩୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ୨୨ କ୍ୟାରେଟ ସୁନା ଗତ କାଲି ଅପେକ୍ଷା ୧୦ ଗ୍ରାମକୁ ୨୨୦ ଟଙ୍କା କମି ଯାଇଛି ।

ଯଦି ୨୪ କ୍ୟାରେଟ ସୁନା ବିଷୟରେ କହିବା ତେବେ ୧ ଗ୍ରାମକୁ ୫,୩୧୫ ଟଙ୍କା, ୮ ଗ୍ରାମକୁ ୪୨,୫୨୦ ଟଙ୍କା, ୧୦ ଗ୍ରାମକୁ ୫୩,୧୫୦ ଟଙ୍କା ଓ ୧୦୦ ଗ୍ରାମ ସୁନାର ଦାମ ୫,୩୧,୫୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ୨୪ କ୍ୟାରେଟ ସୁନା ଗତ କାଲି ଅପେକ୍ଷା ୧୦ ଗ୍ରାମକୁ ୧୨୦ ଟଙ୍କା କମି ଯାଇଛି ।

ଯଦି ଚାନ୍ଦି ବିଷୟରେ କଥାବାର୍ତ୍ତା କରିବା ତେବେ ଆଜି ଚାନ୍ଦି ୧ ଗ୍ରାମକୁ ୬୨.୬୦ ଟଙ୍କା, ୮ ଗ୍ରାମକୁ ୫୦୦.୮୦ ଟଙ୍କା, ୧୦ ଗ୍ରାମକୁ ୬୨୬ ଟଙ୍କା, ୧୦୦ ଗ୍ରାମକୁ ୬,୨୬୦ ଟଙ୍କା, ୧ କିଲୋକୁ ୬୨,୬୦୦ ଟଙ୍କା ଅଛି । କହିବାକୁ ଗଲେ ଆଜି ଚାନ୍ଦି କାଲୀ ଅପକେହୟା ୧ କିଲୋକୁ ୧୨୦୦ ଟଙ୍କା କମ ଯାଇଛି ।

କିଛି ଦିନ ହେବ ସୁନା ଓ ଚାନ୍ଦିର ଦାମ ବଢିବାରେ ଲାଗିଥିଲା କିନ୍ତୁ ଆଜି ସୁନା ଓ ଚାନ୍ଦିର ଦାମ କମ ହୋଇ ଯାଇଛି । ଯଦି ଆପଣ ସୁନା କିମ୍ବା ଚାନ୍ଦି କିଣିବାକୁ ଚାହୁଁଛନ୍ତି ତେବେ ଆପଣ ଜଲ୍ଦି ହିଁ କିଣି ନିଅନ୍ତୁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।