SSR ମାମଲା- ଏବେ 7 ଜୁନକୁ ନେଇ ସୁଶାନ୍ତଙ୍କ କେସରେ ନୂଆ ମୋଡ, ଜୁହୁରେ ପାର୍ଟି ହେଇଥିଲା, ଦିଶା ସୁଶାନ୍ତ ଏକା ସାଥିରେ ଥିଲେ

ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ ବହୁତ କିଛି କଥା ସାମ୍ନାକୁ ଆସୁଛି । କିନ୍ତୁ ଫାଇନାଲ ରେଜଲ୍ଟ କିଛି । ଅଧ୍ୟ ବାହାରି ନାହିଁ । CBI, NCB ଏବଂ Ed କୌଣସି ଅନ୍ତିମ ଫୈସଲା କରିନାହାନ୍ତି । ଏବେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ ୭ ଜୁନ ର ନୂଆ ଥିଓରୀ ଆସିଛି । ୭ ଜୁନ ର ମିଷ୍ଟ୍ରି କୁ ନେଇ ବହୁତ ପ୍ରଶ୍ନ ଠିଆହୋଇଛି । କାରଣ ୭ ଜୁନ ରେ ସୁଶାନ୍ତ ସିଂ ରାଜପୁତ ଗୋଟେ ପାର୍ଟି ରେ ଯାଇଥିଲେ । ଏବଂ ସୁଶାନ୍ତ ଙ୍କ ସହିତ ଦିସା ସଲିଆନ ମଧ୍ୟ ଥିଲା ।

ତେବେ କଣ ହୋଇଥିଲା ସେହି ପାର୍ଟି ରେ କି ତା ପର ଦିନ ମାନେ ୮ ଜୁନ ରେ ପ୍ରଥମେ ଦିସା କୁ ତାପରେ ୧୪ ଜୁନ ରେ ସୁଶାନ୍ତ ଙ୍କୁ ଶେଷ କରିଦିଆଯାଇଥିଲା । ତେବେ ଚାଲନ୍ତୁ ଜାଣିବା । ରିୟା ଚକ୍ରବର୍ତ୍ତୀ ଜେଲ ରୁ ବାହାରିକି ଆସିସାରିଛି । ଏବଂ ରିୟା ଙ୍କ ସହିତ ତାଙ୍କ ଓକିଲ ସୁଶାନ୍ତ ଙ୍କ ଫ୍ୟାନ ମାନଙ୍କୁ ଧମକାଉଚନ୍ତି କି ରିୟା ବିଷୟରେ କେହି କିଛି କହିଲେ ତା ବିରୁଦ୍ଧରେ ଆକ୍ସନ ନିଆଯିବ ବୋଲି କହିଛନ୍ତି ।

ଏହି ଭିତରେ ରିୟା, ସୁଶାନ୍ତ ଏବଂ ଦିସା ଙ୍କୁ ନେଇ ନୂଆ ଖୁଲାସା ହୋଇଛି । ୭ ଜୁନ ରେ ଜଣେ ବଡ଼ ଫିଲ୍ମ ମେକର ଙ୍କ ଘରେ ପାର୍ଟି ହୋଇଥିଲା । ଏବଂ ଏହି ପାର୍ଟି ରେ ସୁଶାନ୍ତ ସିଂ ରାଜପୁତ ଙ୍କ ସହିତ ଦିସା ସାଳିଆନ ଯାଇଥିଲେ । ରିୟା ଚକ୍ରବର୍ତ୍ତୀ ଙ୍କୁ ମଧ୍ୟ ଏହି ପାର୍ଟି ବିଷୟରେ ଜଣା ଥିଲା । ଏହି ଘଟଣା ର ଖୁଲାସା ଓକିଲ ବିଭୋର ଆନନ୍ଦ କରିଛନ୍ତି ।

ସେ କହିଛନ୍ତି କି ସୁଶାନ୍ତ ଏବଂ ଦିସା ଯେଉଁ ଫିଲ୍ମ ମେକର ଙ୍କ ପାର୍ଟି କୁ ଯାଇଥିଲେ ସେ ଏକ୍ତା କପୁର ଥିଲେ । ୭ ଜୁନ ରେ ଏକ୍ତା କପୁର ଙ୍କ ଜନ୍ମଦିନ ଥିଲା ସେଥିପାଇଁ ପାର୍ଟି ରଖାଯାଇଥିଲା । ସେହି ପାର୍ଟି ରେ ସୁଶାନ୍ତ ସିଂ ରାଜପୁତ ଏବଂ ଦିସା ଯାଇଥିଲେ । କିନ୍ତୁ ବିଭୋର କହିଛନ୍ତି କି ସୁଶାନ୍ତ ଏହି ପାର୍ଟି କୁ କେବଳ ଗୋଟେ ଛୋଟ ଛୁଆ କୁ ବଞ୍ଚେଇବା ପାଇଁ ଆସିଥିଲେ ।

ଏବଂ ସେହି ଛୋଟ ଛୁଆ କୁ ବଞ୍ଚାଇବା ଚକର ରେ ସୁଶାନ୍ତ ଙ୍କ ସହିତ ଦିସା ଙ୍କୁ ମଧ୍ୟ ଶେଷ କରିଦିଆଗଲା । କାରଣ ସେହି ଛୋଟ ଛୁଆ ସହିତ ଖରାପ ହେଉଥିଲା । ଆଊ ତାକୁ ବଞ୍ଚାଇବା ପାଇଁ ସୁଶାନ୍ତ ଆଗକୁ ଆସିଥିଲା ତ ବହୁତ ଲୋକଙ୍କ ରାଜ ମଧ୍ୟ ଖୋଲିଯାଇଥିଲା । ଯାହା ପରେ ସୁଶାନ୍ତ ଏବଂ ଦିସା ଉଭୟଙ୍କୁ ଶେଷ କରିଦିଆଯାଇଥିଲା ।

ଓକିଲ ପବ୍ଲିକ ରେ ଏକ୍ତା କପୁର ଙ୍କୁ କହୀଛନ୍ତି କି ୭ ଜୁନ ରେ ତୁମ ପାର୍ଟି ରେ କଣ ହୋଇଥିଲା ତାହା ସମସ୍ତେ ଜାଣିଛନ୍ତି । ଏକ୍ତା କପୁର ଙ୍କ ସହିତ ରିୟା ଚକ୍ରବର୍ତ୍ତୀ ମଧ୍ୟ ଫସୁଚନ୍ତି କାରଣ ରିୟା ଙ୍କୁ ମଧ୍ୟ ଏ ବିଷୟରେ ସବୁ କିଛି ଜଣା ଥିଲା । ତେବେ ସେ ଦିନ ଆଊ କମ ନୁହେଁ କି ସୁଶାନ୍ତ ଙ୍କ ହତ୍ୟାକାରୀ ଦଣ୍ଡ ପାଇବ । ସୁଶାନ୍ତ ଙ୍କୁ ନିଶ୍ଚୟ ନ୍ୟାୟ ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।