ସ୍ତ୍ରୀ ର ଏହି ୩ଟି ଅଭ୍ୟାସ ସ୍ବାମୀଙ୍କୁ କରିଥାଏ ( କୋଟିପତି )

ଜଣେ ବିବାହିତ ସ୍ତ୍ରୀର ସବୁବେଳେ ଇଚ୍ଛା ତାର ସ୍ବାମୀର ଉନ୍ନତି ହଉ । ନାରୀମାନେ ହି ସ୍ଵାମୀଙ୍କୁ କୋଟିପତି କରାଇ ପାରିବେ । କେତେକ ଝିଅ ମାନଙ୍କର ଭଲ ଗୁଣ ରହିଥାଏ । କିନ୍ତୁ କେତୋଟି ଭଲ ଆଭ୍ୟାସ ଯୋଗୁ ସ୍ତ୍ରୀ ମାନେ ସ୍ବାମୀମାନଙ୍କୁ କୋଟିପତି କରିପାରିବେ । ଯେତେବେଳେ ଗୋଟେ ଝିଅ ବିବାହ କରି କାହା ଘରକୁ ଯାଇଥାଏ । ତେବେ ସେହି ଘରକୁ ସ୍ଵର୍ଗ କରିଦେଇଥାଏ ।

ଯଦି ଆପଣମାନେ ଭବିଷ୍ୟତରେ ସୁଖ ଗୃହସ୍ତ ଜୀବନ ବିତେଇବାକୁ ଚାହୁଞ୍ଛାନ୍ତି ତେବେ ପୁରୁଷମାନେ ଭଲ ଗୁଣ ଥିବା ସ୍ତ୍ରୀଙ୍କୁ ବିବାହ କରନ୍ତୁ । ଏଇଭଳି ସ୍ତ୍ରୀ ମାନଙ୍କର ମାତା ଲକ୍ଷ୍ମୀଙ୍କର ସ୍ୱରୂପ ଥାଏ । ଏମାନେ ଯେଉଁ ଗୃହକୁ ଯାଇଥାନ୍ତି । ସେହି ଗୃହରେ ହସ ଖୁସିର ବାତାବରଣ ଲାଗିରହିଥାଏ ।

ଏବଂ ତାଙ୍କ ପଇସାରେ ଅଭାବ ରହି ନଥାଏ । ତେଣୁ କରି ଏଇ ଭଳି ସ୍ତ୍ରୀ ଲୋକଙ୍କର କିଛି ଭଲ ଗୁଣ ଓ ଅଭ୍ୟସ ରହିଥାଏ । ସେମାନେ ନିଜର ସ୍ଵାମୀ ଓ ପରିବାର ପାଇଁ ବହୁତ ଭାଗ୍ୟ ଶାଳି ହୋଇଥାନ୍ତି । ଆଜି ଆମେ ଜାଣିବା ସ୍ତ୍ରୀ ଙ୍କର ଏହି ତିନୋଟି ଅଭ୍ୟାସ ବିଷୟରେ ଯାହା ଦ୍ଵାରା ସ୍ଵାମୀ ଓ ପରିବାର ବହୁତ କୋଟିପତି ହୋଇଥାନ୍ତି ।
ପ୍ରଥମ ଅଭ୍ୟାସ ହେଲା ଯେଉଁ ସ୍ତ୍ରୀ ଲୋକମାନେ ଧର୍ମ ମାର୍ଗରେ ଚାଲିଥାନ୍ତି ଓ ଇଶ୍ଵର ପ୍ରତି ବିଶ୍ଵାସ ରଖନ୍ତି ।

ନିଜର ଜୀବନକୁ ଆଗକୁ ବଢେଇବାକୁ ଚେଷ୍ଟା କରିଥାନ୍ତି । ସେଇଭଳି ସ୍ତ୍ରୀ ଲୋକମାନେ ବହୁତ ଭଲ ଗୁଣବାନ ହୋଇଥାନ୍ତି । ଏମାନଙ୍କର ଘରେ ଖୁସିର ବାତବରଣ ଲାଗିରହିଥାଏ । ଦୁତୀୟ ଅଭ୍ୟାସ ଟି ହେଲା ଯେଉଁ ସ୍ତ୍ରୀ ଲୋକମାନଙ୍କର ଇଚ୍ଛା ଶକ୍ତି ସୀମିତ ମଧ୍ୟରେ ଥାଏ । ତେବେ ତାଙ୍କର ସ୍ଵାମୀ ସବୁବେଲେ ହସ ଖୁସିରେ ରହିଥାନ୍ତି । ପୁଣି ଯେଉଁ ସ୍ତ୍ରୀ ଲୋକ ସବୁ ପରିସ୍ଥିତିର ସାମନା କରିଥାନ୍ତି ତାଙ୍କର ଦାମ୍ପତ୍ୟ ଜୀବନ ଭଲରେ କଟିଥାଏ । ଯଦି ଆପଣଙ୍କର ସ୍ତ୍ରୀଙ୍କର ମଧ୍ୟରେ କ୍ରୋଧର ଭାବନା ରହିବ ନାହିଁ । ତେବେ ଆପଣଙ୍କର ଜୀବନ ସୁଖମୟ ହେବ । ଯେଉଁ ସ୍ତ୍ରୀ ଲୋକ ତାଙ୍କ ସ୍ବାମୀଙ୍କର ମନକଥାକୁ ବୁଝୁଥିବା ।

ମନରେ କ୍ରୋଧର ଭାବନା ଆସୁନଥିବ । ସେହିଭଳି ସ୍ତ୍ରୀ ଲୋକମାନଙ୍କୁ ପ୍ରତେକ ସ୍ଵାମୀ ଖୋଜିଥାନ୍ତି । ପୁଣି ଯେଉଁ ସ୍ତ୍ରୀ ଲୋକମାନେ ସନ୍ତୁଷ୍ଟ ରହୁଥିବେ । ତାଙ୍କ ଘରେ ଧର ଅଭାବ ରହୁ ନ ଥିବା । ତୃତୀୟ ଅଭ୍ୟାସ ଟି ହେଲା ଯେଉଁ ସ୍ତ୍ରୀ ଲୋକମାନଙ୍କର କଥା ବାର୍ତ୍ତା ଠିକ ଠାକ କରୁଥିବ ତେବେ ସ୍ବାମୀଙ୍କର ଘରେ ଖୁସିର ପରିବେଶ ହୋଇଯିବ । ପୁଣି କେତେକ ସ୍ତ୍ରୀ ଲୋକମାନେ କଳି ଝଗଡା କରିଥାନ୍ତି ସେମାନଙ୍କ ଘରେ ଖୁସିର ପରିବେଶ ହୋଇପାରିନ ଥାଏ । ତେଣୁ ସବୁବେଳେ ସ୍ତ୍ରୀ ଲୋକମାନେ ମଧୁର ବଚନ କହିବ ଉଚିତ । ସେ ସମସ୍ତଙ୍କର ପ୍ରିୟର ପାତ୍ର ହୋଇଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।