ସ୍ତ୍ରୀ ମାନେ ଜୀବନ ସାରା ନିଜର ସ୍ଵାମୀଙ୍କ ଠାରୁ ଲୁଚାଇ ରଖନ୍ତି ଏହି କଥା

ଥରେ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଦମ୍ପତିମାନେ ନିଜର ସମସ୍ତ ସୁଖ ଦୁଖ ପରସ୍ପରକୁ କହିଥାନ୍ତି । ଏହା ଦ୍ଵାରା ଦୁଇ ଜଣଙ୍କ ତାଳମେଳ ଭଲ ବସିଥାଏ । ସ୍ଵାମୀ ନିଜର ସ୍ତ୍ରୀକୁ ନିଜ ଜୀବନ ସହ ଜଡିତ ସମସ୍ତ କଥା ଶେୟାର କରିଥାଏ ଓ ଏହା ସହିତ ସେ ଗୋଟିଏ ଦିନରେ କାହା କାହା ସହିତ ସାକ୍ଷାତ କରିବା କଥା ଇତ୍ୟାଦି ସମସ୍ତ କଥା କହିଥାଏ ଓ ନିଜର ହୃଦୟର କଥା ବି ନିଜ ସ୍ତ୍ରୀ ସହ ଶେୟାର କରିଥାଏ ।

ଏହିଭଳି ସ୍ତ୍ରୀମାନେ ବି କରନ୍ତି । ଏହିଭଳି କରିବା ଦ୍ଵାରା ଆପଣଙ୍କ ସମ୍ପର୍କ ଆହୁରି ଅଧିକ ମଜବୁତ ହୋଇଥାଏ । କିନ୍ତୁ ଏମିତି କିଛି କଥା ଅଛି ଯାହାକୁ ସ୍ତ୍ରୀମାନେ ସର୍ବଦା ନିଜ ସ୍ଵାମୀଙ୍କ ଠାରୁ ଲୁଚାଇ ରଖନ୍ତି । ଆସନ୍ତୁ ଜାଣିବା ସେ କେଉଁ କଥା ଅଟେ, ଯାହାକୁ ସ୍ତ୍ରୀ ନିଜର ସ୍ଵାମୀ ଠାରୁ ଲୁଚାଇ ରଖିଥାଏ ।

ଲୁଚାଇ ରଖିଥାଏ ଏହି କଥା :

ବାହାରେ କାମ କରୁଥିବା ସ୍ତ୍ରୀମାନେ ଅଫିସରେ ମିଳୁଥିବା ସଫଳତାକୁ ପ୍ରାୟତଃ ନିଜ ସ୍ଵାମୀ ଠାରୁ ଲୁଚାଇବା ପାଇଁ ପ୍ରୟାସ କରିଥାନ୍ତି । କାରଣ ତାଙ୍କୁ ଲାଗିଥାଏ କି ତାଙ୍କର ସ୍ଵାମୀ ଏହି କଥାକୁ ଖରାପ ଭାବରେ ନ ନେଇ ଯାଆନ୍ତୁ ଓ ଚିନ୍ତା କରନ୍ତୁ ନାହିଁ କି ତାଙ୍କର ସ୍ତ୍ରୀ ତାଙ୍କ ଠାରୁ ଆଗଲୁ ଚାଲି ଯାଉଛନ୍ତି ଓ ସେ ବର୍ତ୍ତମାନ ପର୍ଯ୍ୟନ୍ତ ପଛରେ ଅଛନ୍ତି ।

ସ୍ତ୍ରୀମାନେ ନିଜର ବ୍ୟାଙ୍କ ଆକାଉଣ୍ଟ ଓ ଟଙ୍କା ନେବା ଦେବା ବିଷୟରେ ବି ଖୋଲିକରି କଥାବାର୍ତ୍ତା କରିବାକୁ ଚାହାନ୍ତି ନାହିଁ । ସେ ଏହି କଥାକୁ ଲୁଚାନ୍ତି କାରଣ ତାଙ୍କର ଏହା ଲକ୍ଷ ଥାଏ କି ସେ ଭବିଷ୍ୟତ ପାଇଁ ଟଙ୍କା ବଞ୍ଚାଇ ରଖିବେ ।

ସ୍ତ୍ରୀ ନିଜର ସ୍ୱାସ୍ଥ୍ୟ ସହ ଜଡିତ ଛୋଟ ଛୋଟ କଥାକୁ ବି ନିଜ ସ୍ଵାମୀ ସହ ଶେୟାର କରନ୍ତି ନାହିଁ । କାରଣ ସେମାନେ ଚାହାନ୍ତି ନା ହିଁ କି ଖରାପ ସ୍ୱାସ୍ଥ୍ୟ କାରଣରୁ ତାଙ୍କର ସ୍ଵାମୀ ସର୍ବଦା ତାଙ୍କ କଥା ଚିନ୍ତା କରନ୍ତୁ ବୋଲି ।

ମହିଳାମାନେ ନିଜ ଘରର ଆର୍ଥିକ ସମସ୍ୟାକୁ ବି ନିଜ ସ୍ଵାମୀ ଠାରୁ ଲୁଚାଇ ରଖନ୍ତି । ସେ ଚାହାନ୍ତି କି ଏହି ସମସ୍ୟାକୁ ସେ ନିଜେ ହିଁ ସମ୍ଭାଳି ନେବେ । ସେ ନିଜର ସେକ୍ସ କଥା ବିଷୟରେ ବି ସ୍ଵାମୀ ସହ ଶେୟାର କରନ୍ତି ନାହିଁ ।

ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଯେତେବେଳ ସୁନ୍ଦର ମୁହୂର୍ତକୁ ନେଇ କଥାବାର୍ତ୍ତା ହୋଇଥାଏ ତେବେ ମହିଳାମାନେ ନିଜର ପାର୍ଟନରକୁ କେବ ବି କୁହନ୍ତି ନାହିଁ କି ତାଙ୍କୁ ସେହି ସୁନ୍ଦର ମୁହୂର୍ତରେ କଣ ଅନୁଭବ ହୋଇଛି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।