ସ୍ତ୍ରୀ କୁ ଆଖି ପଲକରେ ବସେଇ ରଖନ୍ତି ଏହି 4ଟି ନାମର ପୁରୁଷ- Jyotish Shastra

ବିବାହ ପରେ ସବୁ ଝିଅମାନଙ୍କ ଏହି ଗୋଟେ ଇଚ୍ଛା ଥାଏ କି ତାଙ୍କ ଜୀବନସାଥି ତାଙ୍କୁ ଆଖି ପଲକରେ ବସେଇ ରଖନ୍ତୁ ଏବଂ ତାର ସବୁ କଥାକୁ ଶୁଣନ୍ତୁ । କେତେ ଥର ଏହି କଥା ସତ ହୋଇଥାଏ କିନ୍ତୁ ବହୁତ ଥର ଏମିତି ବି ହୋଇନଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ଯୋଡ଼ିର ବିବାହ ପୂର୍ବରୁ ଦୁହିଁଙ୍କ ଜାତକ ମିଶିବା ନିହାତି ଆବଶ୍ୟକ । କିନ୍ତୁ କେତେ ଥର ପୁରୁଷର ସ୍ଵଭାବକୁ ବୁଝିବାପାଇଁ ତା ନାମର ପ୍ରଥମ ଅକ୍ଷରରୁ ମଧ୍ୟ ଜଣା ପଡ଼ିଥାଏ ।

କୌଣସି ବ୍ୟକ୍ତି ର ସ୍ଵଭାବକୁ ଜାଣିବାକୁ ହେଲେ ସେହି ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ଜଣା ପଡ଼ିଥାଏ । ସ୍ତ୍ରୀ ପ୍ରତି ସ୍ୱାମୀର ସ୍ଵଭାବ କେମିତି ରହିବ ଏହା ମଧ୍ୟ ଜଣା ପଡ଼ିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି 4ଟି ନାମର ପୁରୁଷ ଙ୍କ ବିଷୟରେ କହିବୁ ଯିଏ ନିଜ ସ୍ତ୍ରୀ କୁ ନିଜ ଆଖି ପଲକରେ ବସେଇ ରଖନ୍ତି । ତେବେ ଚାଲନ୍ତୁ ଜାଣିବା ।

A ନାମର ବ୍ୟକ୍ତି:- ଯେଉଁ ପୁରୁଷର ନାମ A ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଚଞ୍ଚଳ ସ୍ୱଭାବର ହୋଇଥାନ୍ତି ଏବଂ ବହୁତ ଖୁସି ମିଯାଜର ହୋଇଥାନ୍ତି । ଏମାନେ ନିଜ ସ୍ତ୍ରୀ ର ସବୁ କଥା ସୁଣିଥାନ୍ତି ଏବଂ ସେମାନଙ୍କୁ କୌଣସି ଜିନିଷର ଅଭାବ ହେବାକୁ ଦିଆନ୍ତିନାହିଁ ।

S ନାମର ବ୍ୟକ୍ତି:- ଯେଉଁ ପୁରୁଷ ଙ୍କ ନାମ s ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ କୋମଳ ହୃଦୟର ହୋଇଥାନ୍ତି । ସେମାନେ କେବେ କାହାକୁ ଦୁଃଖରେ ଦେଖିପାରନ୍ତି ନାହିଁ । ଏହି ବ୍ୟକ୍ତି ନିଜ ସ୍ତ୍ରୀ କୁ କେବେ ମଧ୍ୟ କୌଣସି କଷ୍ଟ ଦିଅନ୍ତି ନାହିଁ । ସବୁବେଳେ ନିଜ ସ୍ତ୍ରୀ କୁ ଖୁସିରେ ରଖିବାକୁ ଚାହିଁଥାନ୍ତି । ଏବଂ ଏମାନେ ନିଜ ସ୍ତ୍ରୀ କୁ ବହୁତ ଖୁସିରେ ମଧ୍ୟ ରଖନ୍ତି ।

R ନାମର ବ୍ୟକ୍ତି:- ଯେଉଁ ପୁରୁଷ ଙ୍କ ନାମ R ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ତ୍ରୀ କୁ ନିଜ ଜିବନଠୁ ବି ବେଶି ଭଲ ପାଇଥାନ୍ତି । ଏମାନେ ନିଜ ସ୍ତ୍ରୀ କୁ ସମ୍ମାନ ଦେବା ସହ ତାର ସବୁ ଅଲି ଅଝଟ ସହିଥାନ୍ତି । ଏମାନେ କେବେ ମଧ୍ୟ ନିଜ ସ୍ତ୍ରୀ କୁ ଦୁଃଖୀ କରାନ୍ତି ନାହିଁ । ଏମାନେ ସବୁବେଳେ ନିଜ ସ୍ତ୍ରୀ କୁ ଖୁସି ଦେବାକୁ ଚାହିଁଥାନ୍ତି ।

V ନାମର ବ୍ୟକ୍ତି:- ଯେଉଁ ପୁରୁଷ ଙ୍କ ନାମ ବି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଖୁସି ମିଯାଜ ର ବ୍ୟକ୍ତି ହୋଇଥାନ୍ତି । ସେମାନେ ନିଜ ସ୍ତ୍ରୀ ର ସବୁ କଥାକୁ ଶୁଣିଥାନ୍ତି ଏମାନଙ୍କୁ ଲୋକମାନେ ସ୍ତ୍ରୀ ର ବୋଲକରା ମଧ୍ୟ କୁହନ୍ତି କିନ୍ତୁ ଏମାନେ କାହା କଥା ଶୁଣନ୍ତି ନାହିଁ କେବଳ ନିଜ ସ୍ତ୍ରୀ ର ସବୁ କଥା ଶୁଣନ୍ତି କାରଣ ଏମାନେ ନିଜ ସ୍ତ୍ରୀ କୁ ବହୁତ ବେଶୀ ଭଲ ପାଆନ୍ତି ।

ତେବେ ଆପଣଙ୍କ ପାଟନର ର ନାମ କେଉଁ ଅକ୍ଷରରୁ ଆରମ୍ଭ ହେଉଛି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।