ସ୍ତ୍ରୀ ଟଏଲେଟ ଯାଉଥିଲା ବେଳେ ଘରର କାନ୍ଥ ଡେଇଁ ପଶି ଆସିଥିଲେ ସ୍ବାମୀର ଗୁଣ୍ଡାମାନେ, ଆଉ ତା’ପରେ ଯାହା ହେଲା…

ବିବାହ ଏପରି ଏକ ପବିତ୍ର ବନ୍ଧନ ଯେଉଁଥିରେ ଦୁଇଜଣ ଭଗବାନଙ୍କୁ ସାକ୍ଷୀ ରଖି ସାରାଜୀବନ ପାଇଁ ଏକତ୍ର ହୁଅନ୍ତି । ଯେକୌଣସି ପରିସ୍ଥିତିରେ ମଧ୍ୟ ନିଜ ସାଥିଙ୍କ ହାତ ଧରି ଠିଆ ହେବାକୁ ଦୁହେଁ ପ୍ରତିଜ୍ଞା ନିଅନ୍ତି । କିନ୍ତୁ ଅନେକ ସମୟରେ କିଛି ଏପରି ଘ-ଟି-ଥା-ଏ ଯାହା ଏହି ପବିତ୍ର ବନ୍ଧନରେ ଦାଗ ଲଗାଇ ଦେଇଥାଏ । ବିହାରରୁ ଏପରି ଏକ ମା-ମ-ଲା ସାମନା ଆସିଛି । ସ୍ଵାମୀ ନିଜ ସ୍ତ୍ରୀକୁ ହ-ତ୍ୟା କରିବାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଘ-ଟ-ଣା-ଟି ହେଉଛି ଗତ ୧୫ ନଭେମ୍ବର ଦିନ ବିହାରର ମୁଙ୍ଗେରରେ ଦୀପିକା ଶର୍ମା ନାମକ ଜଣେ ମହିଳା ଟଏଲେଟ ଯାଉଥିବା ବେଳେ ବ-ଦ-ମା-ସ ମାନେ ତାଙ୍କୁ ଗୁ-ଳି କରି ହ-ତ୍ୟା କରି ଦେଇଥିଲେ । ବ-ଦ-ମା-ସ ମାନେ ଘରର କାନ୍ଥ ଡେଇଁ ଘରେ ଦାଖଲ ହୋଇଥିଲେ ଭୀଷଣ ଗୁ-ଳି-କା-ଣ୍ଡ କରି ତାଙ୍କର ହ-ତ୍ୟା କରି ପକାଇଥିଲେ । ମାତ୍ର ୩୬ ଘଣ୍ଟା ମଧ୍ୟରେ ବିହାର ପୋ-ଲି-ସ ଏହି ମା-ମ-ଲା-ର ଜଡ ଯାଏଁ ପହଞ୍ଚିବାରେ ସକ୍ଷମ ହୋଇପଡ଼ିଛି । ତେବେ ଏହି ହ-ତ୍ୟା-କା-ଣ୍ଡ-ର କାରଣ ଜାଣିଲେ ଆପଣଙ୍କୁ ମଧ୍ୟ ବିଶ୍ବାସ କରିବା କଷ୍ଟ ଲାଗିବ ।

ଏତେ ସାମାନ୍ଯ କାରଣରୁ କେହି ଯେ ନିଜ ପତ୍ନୀଙ୍କ ହ-ତ୍ୟା କରିପାରେ ଆପଣ ମଧ୍ୟ ଭାଳି ହେବେ । ୨୦୧୭ ମସିହାରେ ଦୀପିକା ଶର୍ମାଙ୍କ ବାପଘରେ ମଧ୍ୟ ଗୁ-ଳି-କା-ଣ୍ଡ ହୋଇଥିଲା । ସେତେବେଳେ ଦୀପିକା ୭ ମାସର ଗ-ର୍ଭବ-ତୀ ଥିଲେ । ଏହି ଗୁ-ଳି-କା-ଣ୍ଡ-ରେ ଦୀପିକାଙ୍କ ମା ପ୍ରା-ଣ ହ-ରା-ଇ-ଥି-ବା ବେଳେ ଦୀପିକାଙ୍କ ବାମ ହାତରେ ଗୁ-ଳି ଲାଗିଥିଲା । ଯାହା ଫଳରେ ସେବେଠାରୁ ତାଙ୍କ ବାମ ହାତ ଠିକ ଭାବେ କାର୍ଯ୍ୟ କରିବା ବନ୍ଦ କରି ଦେଇଥିଲା । ଆଉ ଏଥିପାଇଁ ଦୀପିକାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ଦୀପିକାଙ୍କ ସ୍ଵାମୀ ଓ ତାଙ୍କ ପରିବାର ଲୋକେ ।

ତେଣୁ ସେମାନେ ଦୀପିକାଙ୍କ ହ-ତ୍ୟା କରିବା ପାଇଁ ସା-ଜି-ଶ ରଚିଥିଲେ । ଏହି ମା-ମ-ଲା-ରେ ପୋ-ଲି-ସ ତାଙ୍କ ସ୍ଵାମୀଙ୍କ ସମେତ ଅନ୍ୟ ୫ ଜଣ ହ-ତ୍ୟା-କା-ରୀ-ଙ୍କୁ ଗି-ର-ଫ କରିଛି । ସୋମବାର ସକାଳେ ଦୀପିକାଙ୍କ ହ-ତ୍ୟା ପରେ ତାଙ୍କ ଭାଇ କୁମାର ଭାନୁଙ୍କ ଅ-ଭି-ଯୋ-ଗ-ରେ ପୋ-ଲି-ସ ଏକ ମା-ମ-ଲା ରୁ-ଜୁ କରିଥିଲା । ପୋ-ଲି-ସ ଏକ ଟିମ୍ ପ୍ରସ୍ତୁତ କରି ତ-ଦ-ନ୍ତ କରିବା ବେଳେ ଜଣା ପଡିଥିଲା ଏହି ମା-ମ-ଲା-ରେ ପରିବାର ଲୋକଙ୍କର ହିଁ ହାତ ରହିଛି ବୋଲି ।

ଏହାପରେ ପୋ-ଲି-ସ ଦୀପିକାଙ୍କ ଦିଅର ଛୋଟୁ, ଶ୍ଵଶୁର ଓ ପିଉସୀ ଶାଶୁଙ୍କ ପୁଅର କଲ୍ ଡିଟେଲ୍ସ ବାହାର କରିଥିଲା । ଏଥିରୁ ସେମାନେ ଫୋନରେ ଶୁ-ଟ-ର-ଙ୍କ ସହ କଥା ହୋଇଥିବା ଜଣା ପଡିଥିଲା ଓ ଏକ ମାସ ପୂର୍ବରୁ ୧ ଲକ୍ଷ ୨୦ ହଜାର ଟଙ୍କା ତାଙ୍କୁ ଦେବେ ବୋଲି ଧାର୍ଯ୍ୟ  କରିଥିଲେ । ଏହା ସହ ୨୦ ହଜାର ଟଙ୍କା ଆଡଭାନ୍ସରେ ମଧ୍ୟ ଦେଇଥିଲେ ।

ତେବେ ବର୍ତ୍ତମାନ ସମସ୍ତ ଅ-ଭି-ଯୁ-କ୍ତ-ଙ୍କୁ ପୋ-ଲି-ସ ଗି-ର-ଫ କରିଛି ଓ ସେମାନଙ୍କ କର୍ମର ଫଳ ଭୋଗ କରାଇବା ପାଇଁ ପ୍ରସ୍ତୁତ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।