ଆଜିକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷା ଗୁଡିକରେ ଆବେଦକଙ୍କ ସାଧାରଣ ଜ୍ଞାନ ପରୀକ୍ଷା କରିବା ପାଇଁ ଅନେକ ପ୍ରକାର ପ୍ରଶ୍ନ ପଚରା ଯାଉଛି । ବେଳେବେଳେ ଅତି ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନପାରି ପିଲା ଫେଲ ହୋଇ ଯାଉଛନ୍ତି । ଆପଣ ଯଦି କୌଣସି ସରକାରୀ କିମ୍ବା ବେସରକାରୀ ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସୁଛି କିଛି ସାଧାରଣ ଜ୍ଞାନ ସମ୍ବଳିତ କୌତୁହଳ ପ୍ରଶ୍ନୋତ୍ତର । ତା’ହେଲେ ଚାଲନ୍ତୁ ଆରମ୍ଭ କରିବା ।
୧- କେଉଁ ଦେଶର ଲୋକମାନେ ବିଲକୁଲ ବି ଗାଧାନ୍ତି ନାହିଁ ?
ଉ: ଧୃବ ପ୍ରଦେଶ
୨- ଗୋଟିଏ ଫିଲ୍ମ ଆରମ୍ଭ ହୋଇ ଶେଷ ଯାଏଁ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ମୋଟ କେତେ ଦିନ ସମୟ ଲାଗିଥାଏ ?
ଉ: ୬ରୁ ୮ ମାସ

୩- ଗୋଟିଏ ଏଟିଏମ ମେସିନରେ ମୋଟ କେତେ ଟଙ୍କା ରହିଥାଏ ?
ଉ: ୨୦ ଲକ୍ଷ
୪- ଗୋଟିଏ ଦିନ ମଧ୍ୟରେ ମୋବାଇଲ ଫୋନକୁ ଅତି ବେଶିରେ କେତେ ଥର ଚାର୍ଜ କରିବା ଆବଶ୍ୟକ ?
ଉ: ତିନିରୁ ଚାରିଥର
୫- ସମଗ୍ର ଭାରତ ବର୍ଷରେ ମୋଟ କେତୋଟି ଗ୍ରାମ ରହିଛି ?
ଉ: ୬ ଲକ୍ଷ ୨୮ ହଜାର ୨ ଶହ ୩୧ ଟି
୬- ମନୁଷ୍ୟ ମାଛ ଖାଇବା ପରେ ଯଦି କ୍ଷୀର ପିଇ ଥାଏ ତେବେ କଣ ହୋଇଥାଏ ?
ଉ: ଚର୍ମ ଉପରେ ଧଳା ଚିହ୍ନ ପଡି ଯାଇଥାଏ
୭- କେଉଁ ସହର କେବଳ ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ?
ଉ: ଇଲାହାବାଦ

୮- କମ୍ପ୍ୟୁଟର କିବୋର୍ଡର ପ୍ରଥମ ଧାଡିରେ ଥିବା କି ଗୁଡିକରେ ଲେଖା ଯାଇଥିବା “F” ର ଫୁଲଫର୍ମ କଣ ?
ଉ: ଫଙ୍କସନ
୯- ଭାରତରେ ଏମିତି ଗୋଟେ ପର୍ବର ନାମ କୁହ ଯାହା ଫସଲ ଅମଳ ସହ ସମ୍ବନ୍ଧିତ ?
ଉ: ପୋଙ୍ଗଲ
୧୦- ରାଣୀ ଅହଲ୍ୟା ବାଇ ହୋଲକରଙ୍କ ଦ୍ଵାରା କେଉଁ ନଦୀ କୂଳରେ ଅହଲ୍ୟା ଦୁର୍ଗ ନିର୍ମାଣ କରା ଯାଇଥିଲା ?
ଉ: ନର୍ମଦା
୧୧- ଅସଲାମ ଆଲିକୁମ କହିବା ପରେ ସାଧାରଣତଃ ମୁସଲମାନ ମାନେ କଣ ଉତ୍ତର ଦେଇଥାନ୍ତି ?
ଉ: ୱା ଆଲିକୁମ ଅସଲାମ
୧୨- ଭଗବାନ ରାମଚନ୍ଦ୍ର, ମାତା ସୀତା ଓ ଲକ୍ଷ୍ମଣ ବନବାସରେ କେତେ ବର୍ଷ ବିତାଇଥିଲେ ?
ଉ: ୧୪ ବର୍ଷ

୧୩- କୁରୁକ୍ଷେତ୍ର ଯୁଦ୍ଧରେ ସବୁଠୁ ଶେଷରେ କିଏ ମରିଥିଲେ ?
ଉ: କର୍ଣ୍ଣ
୧୪- ନୀଳ, କଳା, ହଳଦିଆ ଓ ନାରଙ୍ଗି ରଙ୍ଗ ମଧ୍ୟରୁ କେଉଁ ରଙ୍ଗଟି ଅଲମ୍ପିକରେ ନାହିଁ ?
ଉ: ନାରଙ୍ଗି
୧୫- WHATSAPP କେଉଁ ଦେଶର କମ୍ପାନୀ ଅଟେ ?
ଉ: ଆମେରିକା
୧୬- ବିଶ୍ଵର ସର୍ବବୃହତ ନଦୀ ଦ୍ଵୀପ ‘ମାଜୁଲି’, ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?
ଉ: ଆସାମ
୧୭- କୁରୁକ୍ଷେତ୍ର ଯୁଦ୍ଧ ଚାଲିଥିବା ସମୟରେ କିଏ ଧୃତରାଷ୍ଟ୍ରଙ୍କୁ ଯୁଦ୍ଧର ସମସ୍ତ ବିବରଣୀ ଶୁଣାଉଥିଲେ ?
ଉ: ସଞ୍ଜୟ

୧୮- ସୀତା ସ୍ଵୟଂବରରେ ପ୍ରଭୁ ରାମଚନ୍ଦ୍ର ଭାଙ୍ଗିଥିବା ଶିବ ଧନୁଟିକୁ କିଏ ରାଜା ଜନକଙ୍କୁ ଉପହାର ଦେଇଥିଲେ ?
ଉ: ପର୍ଶୁରାମ
୧୯- ୧୯୪୯ ମସିହାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ନେତୃତ୍ଵରେ ‘ଆଜାଡ ହିନ୍ଦ ରେଡିଓ’ ନାମକ ରେଡିଓ ସେବା କେଉଁ ଦେଶରେ ଆରମ୍ଭ କରା ଯାଇଥିଲା ?
ଉ: ଜର୍ମାନୀ
୨୦- ସ୍ତ୍ରୀ ସବୁବେଳେ ତାର ସ୍ବାମୀର ବାମପଟେ କାହିଁକି ଶୋଇଥାଏ ?
ଉ: ସ୍ତ୍ରୀ ସ୍ବାମୀର ବାମାଙ୍ଗୀ ହୋଇଥିବାରୁ ସ୍ବାମୀର ବାମପଟେ ଶୋଇଥାଏ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।