ସ୍ତ୍ରୀର ଏହି ଭୁଲ ପାଇଁ- ସ୍ଵାମୀ ଜୀବନରେ ଆସିଥାଏ ବହୁତ ଅସୁବିଧା

ବନ୍ଧୁଗଣ ମାନେ ଆଜି ଜାଣିବା ସ୍ତ୍ରୀ ମାନେ କ’ଣ କଲେ ତାଙ୍କ ସ୍ଵାମୀ ମାନେ ହୁଅନ୍ତି ଦାଣ୍ଡ ର ଭିକାରି । ତାଙ୍କ ଜୀବନରେ ଆସିଯାଏ ଝଡ । ହିନ୍ଦୁ ଧର୍ମ ରେ ନାରୀକୁ ମାତା ଲକ୍ଷ୍ମୀ ଙ୍କର ରୂପ ବୋଲି ମନାଯାଏ । ସେଥି ପାଇଁ ନାରୀମାନେ ଯଦି ଘର ଭିତରେ କିଛି ଭୁଲ କରନ୍ତି ତେବେ ଧନର ଘୋର ଆଭାବ ଦେଖା ଯାଏ । ଯାହା ଦ୍ଵାରା କି ସ୍ଵାମୀର ବହୁତ ଧନର ଆଭାବ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ନାରୀ ମାନଙ୍କର ସେହି କେତୋଟି ଭୁଲ ବିଷୟରେ । ଯେମିତିକି ଆମଣ ମାନେ ଜାଣିଛନ୍ତି କି ନାରୀମାନେ ସବୁ ବେଳେ ମଥାର ମଝି ସିନ୍ଥିରେ ସିନ୍ଦୁର ଲଗେଇଥାନ୍ତି ।

ଆପଣ ମାନେ ଯଦି ପିନ୍ଧୁଥିବେ ତ ବହୁତ ଭଲ କଥା । କିନ୍ତୁ ବହୁତ ନାରୀ ମଝି ସିନ୍ଥିରେ ସିନ୍ଦୁର ପିନ୍ଧିବା ବଦଳରେ ସାଇଡରେ ପିନ୍ଧିଥାନ୍ତି । ଏହା ଦ୍ଵାରା ବହୁତ କ୍ଷତି ହୋଇଥାଏ । ଯାହା ଦ୍ଵାରା କି ସ୍ଵାମୀର ଭଲ ବଦଳରେ ବହୁତ ବରବାଦି ହୋଇଥାଏ । ବହୁତ ଆମଙ୍ଗଳ ମଧ୍ୟ ହୋଇଥାଏ । ତ ସବୁବେଳେ ଚେଷ୍ଟା କରିବେ ନାରୀମାନେ ସବୁବେଳେ ମାଝି ସିନ୍ଥି ରେ ସିନ୍ଦୁର ପିନ୍ଧିବା ପାଇଁ । ଯାହା ଦ୍ଵାରା ସ୍ଵାମୀର ବହୁତ ଉର୍ନତି ହବ । ତାହା ସହିତ ବହୁତ ନାରୀ କ’ଣ କରନ୍ତି, ଯେତେବେଳେ ସିନ୍ଦୁର ଲଗାନ୍ତି, ସେତେବେଳେ ହାତ ରେ ସିନ୍ଦୁର ପିନ୍ଦି ଥାନ୍ତି ।

ଏହା ବହୁତ ବଡ ଭୁଲ ସବୁବେଳେ ମନେ ରଖିଥାନ୍ତୁ ସିନ୍ଦୁର ପିନ୍ଧିବା ବେଳେ ହାତରେ ପିନ୍ଧିବେ ନାହି । ଯଦି ଆପଣ ସିନ୍ଦୁର ପିନ୍ଧିବେ ରୂପା କଣ୍ଟା ବା ଝିଙ୍କ କଣ୍ଟାରେ ସିନ୍ଦୁର ପିନ୍ଧିବେ । ଯାହା ଦ୍ଵାରା କି ସ୍ଵାମୀ ର ମଙ୍ଗଳ ହେବ ଓ ଉର୍ନତି ହେବ । କିନ୍ତୁ ବହୁତ ଜଣ ସିନ୍ଦୁର ଲୁହା କଣ୍ଟାରେ ପିନ୍ଧିଥାନ୍ତି ଏହା ବହୁତ ବଡ ଭୁଲ ହୋଇଥାଏ । ଏହା ଦ୍ଵାରା ସନି ଙ୍କର କୁଦୁଷ୍ଟି ଆପଣଙ୍କର ପରିବାର ଉପରେ ପଡିଥାଏ । କାରଣ ଲୁହା କଣ୍ଟା ହେଉଛି ସନି ଙ୍କର ଜିନିଷ, ସେଥୀ ପାଇଁ କେବିବି ଲୁହା କଣ୍ଟାରେ ସିନ୍ଦୁର ପିନ୍ଧିବେ ନାହି ।

ଆଉ ଗୋଟେ କଥା ମାନେ ରଖିବେ ବହୁତ ଜଣ ପୂଜାର୍ଚନା କଲା ବେଳେ ତଳେ ବସିକି ପୁଜା କରିଥାନ୍ତି । ଏହା ବହୁତ ଭୁଲ ଅଟେ । କେବେବି ଭୁଲ ରେ ତଳେ ବସିକି ପୂଜା କରିବେ ନାହି । ଯାହା ଦ୍ଵାରା କି ଆପଣ ଙ୍କର ଭଲ ଜାଗାରେ ଖରାପ ନହୁଏ । ସବୁ ବେଳେ ମନେ ରଖନ୍ତୁ ପୂଜା କଲା ବେଳେ କାଠ ପିଢା ରେ ବସିକି ପୂଜା କରିବେ । ଏହା ଦ୍ଵାରା ଆପଣ ଙ୍କର ଘରର ଉର୍ନତି ହୋଇଥାଏ । ଏବଂ ଆପଣ ସ୍ଵଭାଗ୍ୟ ପ୍ରାପ୍ତି କରିଥାନ୍ତି ।

ବହୁତ ଜଣ ନାରୀ ଗଧେଇବା ବେଳେ ଦେହରେ କପଡା ରଖିକି ଗଧେଇ ନଥାନ୍ତି । ଏହା ବହୁତ ଭୁଲ ହୋଇଥାଏ, ଦୁର୍ଭାଗ୍ୟ ବହୁତ ଶୀଘ୍ର ଘରକୁ ମାଡି ଆସିଥାଏ । ଚେଷ୍ଟା କରିବେ ଯେଉଁଠି ବି ଗାଧେଇବେ ଦେହରେ କପଡା ପିନ୍ଧିକି ଗଧେଇବେ । ଯେଉଁଥିରେ କି ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ । ତାହା ଦ୍ଵାରା ଘରର ଆର୍ଥିକ ସମସ୍ୟା ବି ଦୂର ହବ ।

ମନେ ରଖନ୍ତୁ ଗୁରୁବାର ଦିନ ଯଦି ଝିଟିପିଟି ଦେଖୁଛନ୍ତି, ତାହା ହେଲେ ଠାକୁର ଘରୁ ଆରୁଆ ଚାଉଳ ଆଣିକି ଝିଅଟିପିଟି ଉପରକୁ ପକାନ୍ତୁ । ଏହା କରିବା ଦ୍ଵାରା ଦେଖିବେ ବହୁତ ଶୁଭ ହୋଇଥାଏ । ସବୁ ବେଳେ ମନେ ରଖିଥାନ୍ତୁ ଯେଉଁ କାମ କରୁଛନ୍ତି, ଟିକେ ନୀତି ନିୟମରେ କରନ୍ତୁ । କାରଣ ଘରର ଲକ୍ଷ୍ମୀ ହେଉଛନ୍ତି ଆପଣ । କାରଣ ଆପଣ ଯଦି ସବୁ ବେଳେ ନୀତି ନିୟମରେ ରହିବେ ଓ ନୀତି ନିୟମରେ ଚଳିବେ ତ ଆପଣଙ୍କର କେବେବି ଧନର ଆଭାବ ହବନାହିଁ ।

ସବୁ ବେଳେ ଆପଣ ମାନେ ମନେ ରଖୀ ଥାନ୍ତୁ ଗଧେଇବା ବେଳେ ଆପଣ ପିନ୍ଧିଥିବା କପଡା କୁ ଧୋଇକି ସୁଖେଇବାକୁ । କାରଣ ଗାଧୋଇବା ପରେ ସେହି କପଡା ର ପାଣି ଯଦି କାହା ଦେହରେ ପଡେତ ତାହା ଆମଙ୍ଗଳ ହୋଇଥାଏ । ଆଜିକାଲି ମହିଳା ମାନେ ସିନ୍ଦୁର ର ବଦଳରେ ଲିକୁଇଡ ସିନ୍ଦୁର ବେବହାର କରୁଛନ୍ତି । ଯାହା ବହୁତ କ୍ଷେତି କରାଇଥାଏ । ସବୁ ବେଳେ ମାନେ ରଖିବେ ପ୍ଯାକେଟ ରେ ଯେଉଁ ସିନ୍ଦୁର ମିଳୁଛି ତାକୁ ପିନ୍ଧିବେ । ଯାହା ଦ୍ଵାରା ଆପଙ୍କର ସ୍ଵାମୀର ବହୁତ ମଙ୍ଗଳ ହୋଇଥାଏ । ସିନ୍ଦୁରକୁ ସବୁବେଳେ ଗାଢ କରିକି ଲଗେଇବେ ଯାହା ଦ୍ଵାରା ଆପଣ ଙ୍କର ସ୍ଵାମୀ ର ଆଇଶ୍ଵ ବଢିଥାଏ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।