Delhi ରୁ Boyfriend କୁ ଡାକି ସ୍ଵାମୀଙ୍କୁ 8 ଟୁକୁଡା କରିଦେଲା ପତ୍ନୀ, ଆଉ ଏମିତି ରଖିଥିଲା ଲୁଚେଇ…ଆଉ ତା’ ପରେ ଯାହା ହେଲା, ଦେଖନ୍ତୁ Video

ଆଜି ଆମେ ଆପଣଙ୍କୁ ବିହାରର ମୁଜାଫରପୁରର ଏପରି ଏକ ଘ-ଟ-ଣା ବିଷୟରେ କହିବୁ ଯାହା ଶୁଣିବା ଲୋକର ହୃଦୟ ଦୋହଲାଇ ଦେବ । ସେଠାକାର ଏକ ଘରେ ବ୍ଳା-ଷ୍ଟ ହେବା ପରେ ପୋଲି-ସ ଘ-ଟ-ଣା-ସ୍ଥଳରେ ପହଞ୍ଚି ଦେଖେ ଜଣେ ବ୍ୟକ୍ତିଙ୍କ ଶ-ବ ଖ-ଣ୍ଡ ଖ-ଣ୍ଡ ହୋଇ ପଡିଛି । ପ୍ରାୟ ୮ ଖଣ୍ଡରେ ତାଙ୍କ ଶରୀର କ-ଟା-ଯା-ଇ-ଛି । ଏହି ପରି ଲୋ-ମ-ହ-ର୍ଷ-କ ଦୃ-ଶ୍ୟ ଦେଖିବା ପରେ ଆଖପାଖରେ ହଇଚଇ ମ-ଚି ଯାଇଥିଲା । ପଚରାଉଚରା କରିବା ପରେ ତାହା ୩୦ ବର୍ଷୀୟ ରାକେଶଙ୍କ ମୃ-ତ-ଦେ-ହ ବୋଲି ଜଣା ପଡିଥିଲା ।

ସୂଚନାନୁସାରେ ୩୦ ବର୍ଷୀୟ ରାକେଶ ପତ୍ନୀ ରାଧା ସହ ସୁଖମୟ ଜୀବନ ବିତାଉଥିଲା । ବିହାରରେ ମ-ଦ ବେ-ଆ-ଇ-ନ ହୋଇଥିବାରୁ ସେ ଅ-ବୈ-ଧ ଉପାୟରେ ମ-ଦ ବି-କିବା- ଆରମ୍ଭ କରି ଦେଇଥିଲା । ଏମିଟରେ ସୁଭାସ ନାମକ ଜଣେ ଯୁବକଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା ଓ ସୁଭାସ ତାଙ୍କ ଘରକୁ ଯିବା ଆସିବା ଆରମ୍ଭ କରି ଦେଇଥିଲେ । ସେଇଠୁ ରାକେଶଙ୍କ ପତ୍ନୀ ରାଧା ସହ ମଧ୍ୟ ତାଙ୍କର ବନ୍ଧୁତା ହୋଇଥିଲା । ଆଉ ଏହି ବନ୍ଧୁତା କ୍ରମଶଃ ପ୍ରେମର ରୂପ ନେଇଥିଲା ।

ରାକେଶ ଯେବେ ବି କାମରେ ବାହାରକୁ ଯାଉଥିଲେ ସୁଭାସ ଲୁ-ଚି ଲୁ-ଚି ରାଧାଙ୍କ ପାଖକୁ ଆସୁଥିଲେ । ସେମାନଙ୍କ ମଧ୍ୟରେ ସମ୍ପର୍କ ଏତେ ବଢି ଯାଇଥିଲା କି ପରସ୍ପରକୁ ଛାଡି ସେମାନେ ରହି ପାରୁ ନଥିଲେ । ସେଥିପାଇଁ ରାଧା ନିଜ ସ୍ବାମୀଙ୍କ ହ-ତ-ୟା ଯୋ-ଜ-ନା କରି ବୟଫ୍ରେଣ୍ଡ ସୁଭାସଙ୍କୁ ଦିଲ୍ଲୀରୁ ଘରକୁ ଡ଼ାକିଥିଲା ।

କାରଣ ସେହି ସମୟରେ ସୁଭାସ କାମରେ ଦିଲ୍ଲୀ ଯାଇଥିଲେ । ସୁଭାସ ବିହାର ଫେ-ରି-ବା ପରେ ରାଧା ତାଙ୍କ ବୟଫ୍ରେଣ୍ଡ ସୁଭାସ ଓ ଭଉଣୀ ଭିଣୋଇଙ୍କ ସହ ମିଶି ନିଜ ସ୍ବାମୀଙ୍କୁ କୌଣସି ନି-ଶା-ଦ୍ର-ବ୍ଯ ଖୁଆଇ ବେ-ହୋ-ସ କରି ଦେଇଥିଲେ । ଏହା ପରେ ଛୁରିରେ ପ୍ରଥମେ ତାଙ୍କ ଗଳା କା-ଟି-ବା ସହ ନିଜେ ରାଧା ଛୁରିରେ ରାକେଶଙ୍କୁ ୮ ଖଣ୍ଡରେ କା-ଟି ପକାଇଥିଲା । ଏହା ପରେ ଏକ ପ୍ଲାଷ୍ଟିକ ଜାଗାରେ ତାଙ୍କ ଶରୀରକୁ ରଖି ତରଳାଇବା ପାଇଁ ୟୁରିଆ, ଏ-ସି-ଡ ଓ ଲୁଣ ଢା-ଳି-ଥିଲେ । ପ୍ରାୟ ୪ ଦିନ ପର୍ଯ୍ୟନ୍ତ ରାଧା ଏପରି କରୁଥିଲା ।

ଆଉ ଯେପରି ବାହାରକୁ ଗନ୍ଧ ନ ହୁଏ ରାତିରେ ଘର ବାହାରେ ଅଗରବତୀ ଜଳାଇ ଦେଉଥିଲା । ତେବେ ୪ ଦିନ ପର୍ଯ୍ୟନ୍ତ ୟୁ-ରି-ଆ, ସଲଫରିକ ଏ-ସି-ଡ ଓ ଲୁଣରେ ମୃ-ତ-ଦେ-ହ ତରଳିବା ଯୋଗୁଁ ଆମୋନିୟମ ନଇଟ୍ରେଟ ଗ୍ଯା-ସ ତିଆରି ହୋଇଥିଲା । ଆଉ ଏହି ଗ୍ଯାସ ଜଳନ୍ତା ଅଗରବତୀ ସଂସ୍ପର୍ଶରେ ଆସିବା ପରେ ଜବରଦସ୍ତ ବି-ସ୍ଫୋ-ର-ଣ ହୋଇଥିଲା ।

ଆଉ ଏହାପରେ ପୋଲିସ ସେଠାରେ ପହଞ୍ଚିଥିଲା । ଆଉ ତ-ଦ-ନ୍ତ-ରୁ ଏହା ରାଧାଙ୍କ ପତି ରାକେଶଙ୍କ ଶରୀର ବୋଲି ଜଣା ପଡିଥିଲା । ରାଧାଙ୍କ ଭାଇ ମଧ୍ୟ ୬ ଦିନ ଧରି ଫେ-ରା-ର ଥିଲେ । ରାଧାଙ୍କ ଉପରେ ପୋଲିସ ସ-ନ୍ଦେ-ହ ବ-ଢି-ବା-ରୁ ପଚରା ଉଚରା ସମୟରେ ରାଧା ନିଜ ଅ-ପ-ରା-ଧ ସ୍ଵୀକାର କରିଥିଲା । ଏଭଳି ଜ-ଘ-ନ୍ୟ ହ-ତ-ୟା-କା-ଣ୍ଡ ଘ-ଟା-ଇ-ଥିବା ରାଧା, ତାଙ୍କ ବୟଫ୍ରେଣ୍ଡ ସୁଭାସ, ଓ ଭଉଣୀ ଏବଂ ଭିଣୋଇ ଜେ-ଲ-ରେ ଅଛନ୍ତି ଓ ପୋଲିସ ତ-ଦ-ନ୍ତ ଜାରି ରଖିଛି ।