ଆଜିର ଏହି ବ୍ୟସ୍ତ ପୂର୍ଣ ଜୀବନରେ ମନୁଷ୍ୟ ପାଖରେ ହସିବା ପାଇଁ ବିଲିକୁଲ ବି ସମୟ ନାହିଁ । ଲୋକମାନେ ଜୀବନର ଦୌଡରେ ଏତେ ବ୍ୟସ୍ତ ହୋଇ ଯାଇଛନ୍ତି କି ସେମାନଙ୍କ ପାଇଁ ଖୁସିରେ ଦୁଇ ମୁହୂର୍ତ ଅତିବାହିତ କରିବା ପାଇଁ ବି ସମୟ ନାହିଁ । ଯେତେବେଳେ କି ଜୀବନରେ ଅସଲ ଖୁସି ଛୋଟ ଛୋଟ କଥାରେ ହିଁ ଆସିଥାଏ । ଜୀବନରେ କିଛି ପାଇବା ଓ ହରାଇବା ମଧ୍ୟରେ ଯେଉଁ ସମୟ ଥାଏ ତାହା ହିଁ ଅସଲ ଜୀବନ ଅଟେ ।
ଏମିତିରେ ଜୀବନର ସବୁ ମୁହୂର୍ତକୁ ସୁଖମୟ କରନ୍ତୁ । ନିଜେ ବି ଆନନ୍ଦରେ ରୁହନ୍ତୁ ଓ ଅନ୍ୟ ବ୍ୟକ୍ତିଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ବି ଜୀବନର ବ୍ୟସତତା ମଧ୍ୟରେ ହସିବ ଭୁଲି ଯାଇଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଭଲ ଜୋକ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣଙ୍କ ଦିନ ହୋଇଯିବ ଓ ଆପଣ ନିଜର ହସକୁ ଅଟକାଇ ପାରିବେ ନାହିଁ ।
ପ୍ରଥମ ଜୋକ୍ସ
ଜଣେ ଯୁବକ ସିଗାରେଟ ପ୍ୟାକେଟ କିଣିଲା ।
କିନ୍ତୁ ସେଥିରେ ଲେଖା ହୋଇଥିଲା କି – ଧୂମ୍ରପାନ ଦ୍ଵାରା ଥଣ୍ଡା ହୋଇପାରେ ।
ଯୁବକ ଜଣକ ପୁଣି ଥରେ ଦୋକାନକୁ ଗଲା
ଏହା କେଉଁ ପ୍ୟାକେଟ ଭାଇ ଦେଇଛ ?
ସେହି କ୍ୟାନ୍ସର ବାଲା ଫଟୋ ଦିଅ
ଦ୍ଵିତୀୟ ଜୋକ୍
ଝିଅ : ତୁମେ ଯେଉଁଠି ଯେଉଁଠି ଯିବ ମୋର ଛାଇ ତୁମ ସହିତ ଯିବ….
ପୁଅ : ମୋତେ ଜଣା ଥିଲା ତୁ ଗୋଟିଏ ଭୁତ…..
ତୃତୀୟ ଜୋକ୍
ସ୍ତ୍ରୀ – ବିବାହ ପୂର୍ବରୁ ତୁମେ ମୋତେ ହୋଟେଲ, ସିନେମା
ଓ ପାର୍କ ଇତ୍ୟାଦି ନେଇ ଯାଉ ଥିଲ ।
ବିବାହ ପରେ ତ ଘରୁ ବାହାରକୁ ବି ଯାଇ ପାରୁ ନାହିଁ ।
ସ୍ଵାମୀ – କଣ ତୁମେ କେବେ କାହାକୁ ଦେଖିଛ
ନିର୍ବାଚନ ପରେ ପ୍ରଚାର କରୁଥିବାର…….
ଚତୁର୍ଥ ଜୋକ
ପୁଅ : ମୁଁ ସେହି ଝିଅ ସହ ବିବାହ କରିବି, ଯିଏ ପରିଶ୍ରମୀ ହେଇଥିବ, ସଂସ୍କାରୀ ହେଇଥିବ ଓ ଆଜ୍ଞାକାରୀ ହେଇଥିବ ।
ପ୍ରେମିକା : ମୋ ଘରକୁ ଚାଲି ଆସ, ଏହି ସବୁ ଗୁଣ ମୋର ଚାକରାଣୀ ପାଖରେ ଅଛି ।
ପଞ୍ଚମ ଜୋକ
ରାହୁଲ ଗାନ୍ଧୀଙ୍କୁ କଂଗ୍ରେସର ଅଧ୍ୟକ୍ଷ କରିବା ଉଚିତ ।
ଏହା ଏକମାତ୍ର ଜିନିଷ ଅଟେ ଯାହା ଉପରେ କଂଗ୍ରେସ ଓ ବିଜେପି ସହମତ ଅଛନ୍ତି ।
ଷଷ୍ଠ ଜୋକ
ସ୍ତ୍ରୀ ବାପଘରୁ ଯେତେବେଳେ ଘରକୁ ଆସିଲା
ସ୍ଵାମୀ କବାଟ ଖୋଲିଲା
ଓ ଜୋର ଜୋରରେ ହସିବାକୁ ଲାଗିଲା
ସ୍ତ୍ରୀ – ଏମିତି କାହିଁକି ହସୁଛ
ସ୍ଵାମୀ – ସାର କହିଥିଲେ କି
ଯେତେବେଳେ ବି ସମସ୍ୟା ସାମ୍ନାରେ ଆସିବ
ତାହାର ସାମ୍ନା ହସି ହସି କରିବ
ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।