ଖୁସି ଖବର! ଭାରତରେ ପ୍ରସ୍ତୁତ ହେଲା କରୋନା ଔଷଧ, ମଣିଷଙ୍କୁ ଦିଆଗଲା ପ୍ରଥମ ଡୋଜ

ଭାରତୀୟ ନିର୍ମାତା କମ୍ପାନି ଜାଇଡସ କାଡିଲା Zydus Cadila କରୋନା ଭାଇରସ ପାଇଁ ପ୍ରସ୍ତୁତ ହୋଇଥିବା ଟୀକାର ହ୍ୟୁମାନ ଟ୍ରାଏଲ କରାଇଛନ୍ତି, ଏହି କମ୍ପାନି ଗତ ବୁଧବାର ଦିନ ସୂଚନା ଦେଇଛନ୍ତି କି ପ୍ରି କ୍ଲିନିକାଲ ଟକ୍ସିଟ ଟ୍ରାଏଲରେ ଟୀକା କୋବିଡ଼-୧୯ ର ସମ୍ଭାବିତ ଭ୍ୟାକସିନ ଜାଇକୋଭ-ଡି (Vaccine Zycov-D ) ସୁରକ୍ଷିତ ଥିବା ଜଣାପଡିଛି । କମ୍ପାନି ପ୍ରଥମ ଏବଂ ଦ୍ଵିତୀୟ ଚରଣ ମାନବ ପରୀକ୍ଷଣର ପ୍ରଥମ ଡୋଜ ୧୫ ତାରିଖରେ ହୋଇ ଯାଇଛି । ଏହାର ମାନବ ପରୀକ୍ଷଣ ୧୦୦୦ ଜଣଙ୍କ ଉପରେ କରାଯାଇଛି ।

କମ୍ପାନି ର ଅଧକ୍ଷ ପଙ୍କଜ ଆର ପଟେଲ କହିଛନ୍ତି କି କରୋନା ସହ ଲଡିବା ପାଇଁ ଏହା ଏକ ବଡ ପଦକ୍ଷେପ ।

Image Courtesy: Google

Zydus ଚଳିତ ମାସ ଆରମ୍ବରେ ଘୋଷଣା କରିଥିଲା ଯେ ଅହମ୍ମଦାବାଦର ବେକସିନ ଟେକ୍ନୋଲୋଜୀ କେନ୍ଦ୍ରରେ ବିକାଷିତ ZyCoV-D ପରୀକ୍ଷା ସଫଳତା ର ସହିତ ସମାପ୍ତ ହୋଇଛି, ଏବଂ ଭାରତୀୟ ଔଷଧୀ ମହାନିୟନ୍ତ୍ରକଙ୍କ ଠାରୁ ଏହାର ପ୍ରଥମ ଓ ଦ୍ଵିତୀୟ ଚରଣ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଯାହାକି କୋଭିଡ ଭ୍ୟାକ୍ସିନ ଦିଗରେ ଏକ ମହତ୍ଵପୂର୍ଣ୍ଣ ପଦକ୍ଷେପ ରୂପରେ ମନା ଯାଉଛି । ଏହା ନିଶ୍ଚିତ ଭାବରେ ଭାରତ ପାଇଁ ଏକ ଖୁଶିର ଖବର ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।