ସ୍ତ୍ରୀ ବୟସରେ ବଡ ଓ ସ୍ଵାମୀ ବୟସରେ ସାନ ହୋଇଥିଲେ କେତେ ଦିନ ଚାଲିଥାଏ ଏଭଳି ବିବାହ ? ଜାଣନ୍ତୁ ଏହାର ସତ

ପ୍ରେମର ରୋଗ ଯେତେବେଳେ ଯାହାକୁ ବି ହୋଇଥାଏ ତେବେ ସେ ସାମ୍ନାରେ ଥିବା ବ୍ୟକ୍ତିର ବୟସ, ରଙ୍ଗ, ରୂପ, ଜାତି, ଧର୍ମ କିଛି ବି ଦେଖି ନ ଥାଏ । କାରଣ ପ୍ରେମ ଅନ୍ଧ ହୋଇଥାଏ । ପ୍ରାୟତଃ ବିବାହରେ ପୁଅର ବୟସ ଅଧିକ ହୋଇଥାଏ ଓ ଝିଅର ବୟସ କମ ହୋଇଥାଏ । କିନ୍ତୁ ବେଳେ ବେଳେ ଏମିତି ବି ବାହାଘର ଦେଖିବାକୁ ମିଳିଥାଏ ଯେଉଁଠି ପୁଅର ବୟସ କମ ହୋଇଥାଏ ତ ଝିଅର ବୟସ ଅଧିକ ହୋଇଥାଏ । ବୟସରେ ବଡ ମହିଳାଙ୍କୁ ବିବାହ କରିବାରେ ଅସୁବିଧା ତ ଅଛି କିନ୍ତୁ ଏହାର ଲାଭ ବି ଅଛି । କିନ୍ତୁ ଯଦି ଆପଣ ଏକ ଖାସ ଉପାୟ ଆପଣାଇବେ ତେବେ ଏହି ବିବାହ ବହୁତ ଭଲ ପ୍ରମାଣିତ ହୋଇ ପାରିବ ।

ସମସ୍ୟା ଓ ସମଧାନ

Image courtesy: Google

୧. ପ୍ରଥେମ ଏହି ଅସୁବିଧା ଆସିଥାଏ କି ଘର ଲୋକମାନେ ଏହି ବିବାହକୁ ନିଜର ସହମତି ଦିଅନ୍ତି ନାହିଁ । ସେମାନଙ୍କର ମାନିବା ଅଟେ କି ସମାଜରେ ଲୋକମାନେ କଣ କହିବେ । କିନ୍ତୁ କହିବାକୁ ଗଲେ ବାହାଘର ନିଜର ଖୁସି ପାଇଁ କରାଯାଇଥାଏ ସମାଜ ପାଇଁ ନୁହେଁ ।

୨. କେତେ ଥର କମ ବୟସର ପୁଅ ସହିତ ବିବାହ କରିବା ପରେ ଝିଅ ଅଳ୍ପ ଅସୁରକ୍ଷିତ ଅନୁଭବ କରିଥାଏ । ଏହାର କାରଣ ତାହାର ସ୍ଵାମୀ କୌଣସି କମ ବୟସର ସୁନ୍ଦର ଝିଅକୁ ଦେଖି ତାକୁ ଛାଡି ନ ଦେଉ ।

Image courtesy: Google

୩. ବୟସର ପାର୍ଥକ୍ୟ ଅଧିକ ହୋଇଥିବାରୁ ଦୁଇ ଜଣଙ୍କର ଚିନ୍ତା ଧାରା ଓ ବିଚାର ବି ଅଳ୍ପ ଅଲଗା ହୋଇପାରେ । ଏମିତିରେ ଆପଣ କେବଳ ପରସ୍ପରର ଭାବନାକୁ ସମ୍ମାନ କରନ୍ତୁ ।

ଲାଭ

Image courtesy: Google

୧. ଅଧିକ ବୟସର ମହିଳାମାନେ ବହୁତ ମ୍ୟାଚୋର ହୋଇଥାନ୍ତି । ସେଥିପାଇଁ ଆପଣଙ୍କର ଛୋଟ ମୋଟ କଥା ଉପରେ ରାଗନ୍ତି ନାହିଁ ।

୨. ଅଧିକ ବୟସର ମହିଳାମାନେ ନିଜର ଶାଶୁଘରେ ଶାଶୁ ଓ ଅନ୍ୟ ଲୋକମାନଙ୍କ ସହିତ ଅଧିକ ଭଲ ଭାବରେ ମିଶି ଯାଆନ୍ତି ।

୩. କମ ବୟସର ସ୍ଵାମୀ ଆପଣଙ୍କର ସମସ୍ତ କଥା ମାନନ୍ତି ।

Image courtesy: Google

୪. ବୟସର ପାର୍ଥକ୍ୟ ଅଧିକ ହେବା କାରଣରୁ ଝଗଡା କମ ହୋଇଥାଏ ।

୫. ଅଧିକ ବୟସର ମହିଳାମାନେ ଅନୁଭବି ଓ ବୁଦ୍ଧିମାନ ହୋଇଥାନ୍ତି ।

୬. ଅଧିକ ବୟସର ମହିଳାମାନେ ପ୍ରଥମରୁ ଜବ କରୁଥାନ୍ତି । ଏମାନେ ନିଜର କ୍ୟାରିୟରରେ ସେଟଲ ହୋଇଥାନ୍ତି । ଏମାନେ ଆପଣଙ୍କୁ ଟଙ୍କା ପାଇଁ ବିବାହ କରି ନ ଥାନ୍ତି । ଏଥିରୁ ଆପଣଙ୍କ ଘର ଖର୍ଚ୍ଚରେ ବି ସାହାଯ୍ୟ ମିଳିଥାଏ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।