ଏବେ ନିଜ ଗାଡିରେ ହୋଇଥିବା ସ୍କ୍ରାଚକୁ ଟୁଥପେସ୍ଟରେ ମିନିଟରେ କରନ୍ତୁ ଠିକ, ଜାଣନ୍ତୁ କେମିତି

ଆପଣ କାର କିମ୍ବା ବାଇକ ଚଲାଉଛନ୍ତି, ତେବେ ଭଲ କଥା ଅଟେ । କିନ୍ତୁ ବେଳେ ବେଳେ ଗାଡି ଚଲାଉଥିବା ସମୟରେ କିମ୍ବା ଅନ୍ୟ କାରଣରୁ ଆପଣଙ୍କର ଗାଡିରେ ସ୍କ୍ରାଚ ପଡିଯାଏ ଯାହା ଆପଣଙ୍କୁ ବହୁତ ଖରାପ ଲାଗିଥାଏ । ଏହା ପରେ ସେହି ସାଧାରଣ ସ୍କ୍ରାଚକୁ ଠିକ କରିବା ପାଇଁ ବେଳେ ବେଳେ ବହୁତ ଅସୁବିଧା ବି ହୋଇଥାଏ । ଏଥିପାଇଁ ଆପଣଙ୍କର ଟଙ୍କା ବି ଖର୍ଚ୍ଚ ହୋଇଥାଏ । କିନ୍ତୁ ବର୍ତ୍ତମାନ ଆଉ ଚିନ୍ତା କରନ୍ତୁ ନାହିଁ, ଆପଣ ମାତ୍ର କିଛି ଟଙ୍କାରେ ହିଁ ନିଜର ମନ ପସନ୍ଦ ଗାଡିର ସ୍କ୍ରାଚକୁ ଠିକ କରି ପାରିବେ ବିନା କୌଣସି ୱାର୍କଶପ କୁ ଯାଇ ।

Image courtesy: Google

ସର୍ବ ପ୍ରଥମେ ଆପଣଙ୍କୁ ଏକ ଟୁଥପେସ୍ଟ କିଣିବାକୁ ପଡିବ । କାରଣ ଏହା ଲିକ୍ୱିଡ ହୋଇଥାଏ ଓ ଏହାକୁ ସ୍କ୍ରାଚ ହୋଇଥିବା ଜାଗାରେ ଲଗାଇବା ବି ସହଜ ହୋଇଥାଏ । ସର୍ବେ ପ୍ରଥେମ ଟୁଥପେସ୍ଟକୁ ନେଇ ସେହି ସ୍କ୍ରାଚ ଜାଗାରେ କଗାନ୍ତୁ । ଏହା ପରେ ସୂତା କପଡାରେ ଧୀରେ ଧୀରେ ସେହି ସ୍କ୍ରାଚ ଜାଗାକୁ ରଗଡି ପରିଷ୍କାର କରନ୍ତୁ ।

ଯେତେବେଳେ ଟୁଥପେସ୍ଟ ସ୍କ୍ରାଚ ଜାଗାରେ ପୂରାପୂରି ଲାଗିଯିବ ତେବେ ତାକୁ ପାଣିରେ ଧୋଇ ଦିଅନ୍ତୁ ଓ ଏହା ପରେ ଶୁଖିଲା ପରେ ଆପଣ ଦେଖି ପାରିବେ କି ଆପଣଙ୍କର ସ୍କ୍ରାଚ ପ୍ରାୟତଃ ଗାୟବ ହୋଇ ଯାଇଥିବ । ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।