ସ୍ତ୍ରୀଙ୍କର ଏହି 5 ନାମ ସ୍ବାମୀର ବର୍ବାଦୀର କାରଣ ହେଇଥାଏ, ସବୁ କ୍ଷେତ୍ରରେ ଅଶୁଭ

ବନ୍ଧୁଗଣ ଯେଉଁ ମହିଳାମାନେ ଏହି ୫ନାମ ଥାଏ ସେଠି ଭୟଙ୍କର ବର୍ବାଦି ଆସେ । ଏମିତିକି ପୁରା କୂଳ ନଷ୍ଟ ହେଇଥାଏ । ଭୁଲରେ ବି ଏହି ନାଁ ଝିଅଙ୍କର କେବେ ରଖନ୍ତୁ ନାହିଁ, ନହେଲେ ଅନର୍ଥ ହୋଇ ପାରେ । ବନ୍ଧୁଗଣ ଆପଣ ଜାଣିଥିବେ କିଛି ଝିଅଙ୍କ ନାଁ ନେଲେ ବହୁତ ଅଜବ ଲାଗେ । ଏମିତି ଆପଣଙ୍କୁ ଆଜି ସେହି ନାଁ ବିଷୟରେ କହିବୁ ଯାହା କି ମହିଳାଙ୍କର କେବେବି ସେହି ନାଁ ହବା କଥା ନୁହେଁ ।

ଶାସ୍ତ୍ର ଅନୁସାରେ ମହିଳାଙ୍କର ଏହି ନାଁ ରଖିବା ଦ୍ବାରା କିମ୍ବା ନାଁ ଡାକିବା ଦ୍ବାରା ଭୟଙ୍କର ବର୍ବାଦି ହୋଇଥାଏ, ଏମିତିକି ସେହି ନାମର ଝିଅ ଯେଉଁଠିକୁ ଯିବେ ସେହି ପରିବାର କେବେ ଖୁସିରେ ରୁହେ ନାହିଁ । ଯାହାଦ୍ବାରା ପରିବାରର ସବୁ ଖୁସି ଏବଂ କୂଳ ନଷ୍ଟ ହେଇଥାଏ । ସେଥିପାଇଁ ଭୁଲରେ ବି ଝିଅ ମାନଙ୍କର ଏହି ନାଁ କେବେବି ଦବା କଥା ନୁହେଁ, ନହେଲେ ବହୁତ କ୍ଷତି ହୋଇଥାଏ, ତେବେ ଆସନ୍ତୁ ଜାଣିବା ।

୧-ଗାନ୍ଧାରୀ: ଗାନ୍ଧାରୀ ଜଣେ ଶକ୍ତିଶାଳୀ ମହିଳା ଥିଲେ । ତାଙ୍କର ବାହାଘର କୈରବ ବଂଶରେ ହୋଇଥିଲା, ଯେଉଁ କାରଣ ପାଇଁ ସେ ଦୁଃଖର ସାମ୍ନା କଲେ ଏବଂ ତାଙ୍କ ସବୁ ପୁଅଙ୍କର ମୃତ୍ୟୁ ଘଟିଥିଲା । ସେଥିପାଇଁ କୈାଣସି ବ୍ୟକ୍ତି ଗାନ୍ଧାରୀ ନାଁ କୈାଣସି ବି ମହିଳାମାନଙ୍କର ରଖନ୍ତି ନାହିଁ । ଏହି ନାମ ରଖିବା କାହାରି ପସନ୍ଦ ନୁହେଁ ।

୨-କୈକେୟୀ : କୈକେୟୀଙ୍କର ରାଜା ପରିବାର ସହିତ ସମ୍ବନ୍ଧ ଥିଲା ହେଲେ ସେ ଚାକରାଣୀ କଥା ଶୁଣି ପରିବାରରେ ଭେଦଭାବ କଲେ ଯେଉଁଥିପାଇଁ ଦୁଃଖ ଭୋଗୀବାକୁ ପଡ଼ିଲା । ସେଥିପାଇଁ କେହି ଏହି ନାଁ କୁ ରଖିବା ପାଇଁ ପସନ୍ଦ କରନ୍ତି ନାହିଁ । ଏହି ନାମକୁ ରଖିବା ଦ୍ଵାରା ଦୁର୍ଘଟଣା ଯେମିତି ଘରୋଇ ଯୁଦ୍ଧ ହୋଇ ପାରେ ।

୩- ମନ୍ଦୋଦରୀ : ମନ୍ଦୋଦରୀର ଅର୍ଥ ହୋଇଥାଏ ଦୟାଳୁ, ବୁଦ୍ଧିମାନ ଓ ଗୁଣବତ୍ତା । କିନ୍ତୁ ଇଏ ରାବଣର ସ୍ତ୍ରୀ ଥିଲେ ସେଥିପାଇଁ କେହି ବି ନିଜ ଝିଅର ନାଁ ମନ୍ଦୋଦରୀ ରଖେ ନାହିଁ ।

୪- ମନ୍ଥରା : ମନ୍ଥରା ଯୋଗୁ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ, ଭାଈ ଲକ୍ଷ୍ମଣ ଏବଂ ମା ସୀତାଙ୍କ ସହିତ ୧୪ବର୍ଷ ବନବାସ କାଟିବାକୁ ପଡ଼ିଥିଲା । ଯେଉଁଥିପାଇଁ କେହି ବି ନିଜ ଝିଅର ନାଁ ମନ୍ଥରା ରଖିନଥାଏ ।

୫- ଦ୍ରୈପଦୀ : ଦ୍ରୈପଦୀ ରାଜକୁମାରୀ ଥିଲେ । ତଥାପି ଲୋକ ମାନେ ଭୁଲରେ ବି ଏହି ନାଁ ରଖନ୍ତି ନାହିଁ । କାରଣ ଦ୍ରୈପଦୀଙ୍କୁ ପାଞ୍ଚ ପାଣ୍ଡବଙ୍କ ସହ ବିବାହ କରିବାକୁ ପଡ଼ିଥିଲା । ସେଥିପାଇଁ କୈାଣସି ମା ନିଜ ଝିଅର ନାଁ ଦ୍ରୈପଦୀ ରଖନ୍ତି ନାହିଁ ।

୬- ସୂର୍ପଣଖା : ସୂର୍ପଣଖା ରାମାୟଣର ଏକ ଦୃଷ୍ଟ ପାତ୍ର ଥିଲେ ଯିଏ ରାବଣର ଭଉଣୀ । ସୂର୍ପଣଖା ବହୁତ ଯୁଦ୍ଧ କରେଇଥିଲେ । ସର୍ପ ପରି ହୋଇଥିବାରୁ ନଖ ସେଥିପାଇଁ ନାଁ ସୂର୍ପଣଖା ରଖାଗଲା । କିନ୍ତୁ କୈଣସି ମା, ବାପା ସୂର୍ପଣଖା ନାଁ ରଖନ୍ତି ନାହିଁ । ତେବେ ବନ୍ଧୁଗଣ ଏହି ୬ନାମ ଯାହା ଭୁଲରେ କେବେବି ନିଜ ଝିଅର ଦବାକଥା ନୁହେଁ । ଏମିତି ନାମ କରଣ ଦ୍ବାରା ଅଶୁଭ ବୋଲି ମାନନ୍ତି ଏବଂ ବର୍ବାଦିର ଶିକାର ମଧ୍ୟ ହୋଇ ପାରନ୍ତି ଓ କୂଳ ମଧ୍ୟ ନଷ୍ଟ ହୋଇପାରେ ।