ସ୍ତ୍ରୀ କୁ ପର କରି ପ୍ରେମିକା ରୁମା ଙ୍କ ପାଖକୁ ଚାଲିଗଲେ ବିରେନ୍ଦ୍ର । କାନ୍ଦୁଛି ପୁରା ପରିବାର ବିରେନ୍ଦ୍ର ଙ୍କ କାର୍ଯ୍ୟକଳାପ କୁ ନେଇ ।

ବଦଳିଗଲା ମୋଡ । ସ୍ତ୍ରୀ କୁ ଭୁଲି ପ୍ରେମିକାକୁ ଖୋଜିବାକୁ ବାହାରିଲେ ସ୍ଵାମୀ । ପୋଲିସ ପାଖରେ ପୁରା ଡାଟା , ବ୍ରାଉନ ସୁଗାର ସ୍ମଗଲର ଥିଲା ପ୍ରେମିକା । ପୁଅ ପାଇଁ ସମ୍ମାନ ତଳେ ପଡିଲା ଏବେ ଭୋକ ଉପାସରେ ପୁରା ପରିବାର । ହଁ ଦର୍ଶକ ବନ୍ଧୁ ବଇଷ୍ଣଭ ଧର୍ମ ଗ୍ରହ କରି ଠାକୁରଙ୍କ ଦିକ୍ଷା ନେଇଛନ୍ତି ପରିବାର ଲୋକେ । କିନ୍ତୁ ପୁଅ ବାଙ୍ଗାଲଦେଶ ଯୁବତୀଙ୍କୁ ଘରକୁ ନେଇ ଆସିଲା । ଏହି କଥାକୁ ଭାବି ଏବେ ପୁରା ପରିବାର ସାରା ଗାଁ ରେ ଅପମାନିତ ପାଉଛନ୍ତି ।

ଗାଁ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ବି ମୁହଁ ଖୋଲୁନି । ପୁଅ ଏବେ ପ୍ରେମରେ ଭାସି ଯାଇଛି ଆଉ ଘର ଛାଡି ଚାଲି ଯାଇଛି । ସ୍ବାମୀଙ୍କର ଏଭଳି କାରନାମା ଦେଖି ସ୍ତ୍ରୀ ଘର ଛାଡିଥିବା ବେଳେ ଏବେ ସ୍ତ୍ରୀ କୁ ଭୁଲି ପ୍ରେମିକା ପଛରେ ବିରେନ୍ଦ୍ର ଧାଇଁଛନ୍ତି । ଆଉ ଅନ୍ୟ ପଟେ ବାଙ୍ଗାଲାଦେଶୀ ରୁମା ଙ୍କର ଡାଟା ବାହାର କରିଛି ପୋଲିସ । ଆଉ ଯେଉଁଥିରୁ ଜଣା ପଡିଛି ରୁମା ହେଉଛନ୍ତି ଜଣେ ବ୍ରାଉନ ସୁଗାର ସ୍ମଗଲର ।

ପୂର୍ବରୁ ଅନେକ ଥର ରୁମା ବେଆଇନ ବ୍ରାଉନ ସୁଗାର ଚାଲାଣ କରି ଗିରଫ ହୋଇଛନ୍ତି । ନିଜ ନାଁ ବଦଳାଇ ଭିନ୍ନ ଭିନ୍ନ ହୋଟେଲରେ ରାତି ମଧ୍ୟ କାଟନ୍ତି ରୁମା । କେବେ ସ୍ପା ସେଣ୍ଟରରେ ବିୟୁଟିସିଆନ ଭାବେ କାମ କରନ୍ତି ତ ଆଉ କେବେ ହୋଟେଲରେ ୱେଟର ହୋଇ କାମ କରନ୍ତି । କେତେବେଳେ ଯେ ବିରେନ୍ଦ୍ରଙ୍କୁ ପ୍ରେମରେ ପକାଇ ଦେଲେ ତାହାର ସନ୍ଧାନ ଏବେ ବି ଖୋଜୁଛି ପୋଲିସ ।

ସେପ୍ଟେମ୍ବର 13ରେ ନିଉ ଦିଘା ତିରୁପତି ଗେଷ୍ଟିନ ର 303 ନମ୍ବର ରୁମରେ 17 ତାରିଖ ଯାଏଁ ରହିଥିଲେ ରୁମା । ପରେ ସେପ୍ଟେମ୍ବର 26ରେ ତିରୁପତି ଗେଷ୍ଟିନ ରେ ପହଞ୍ଚି 203 ନମ୍ବର ରୁମରେ 29 ତାରିଖ ଯାଏଁ ରହିଥିବା ହୋଟେଲ ରେଜିଷ୍ଟର ରୁ ସୂଚନା ମିଳିଛି । ପରେ ଅକ୍ଟୋବର 1 ରୁ ଡିସେମ୍ବର 1 ଯାଏଁ ନିଉ ଦିଘା ଗୋଲ୍ଡ ଏକ୍ସପ୍ରେନ୍ସ ବିୟୁଟି ପାର୍ଲର ଓ ସ୍ପା ରେ ଜଣେ ବିୟୁଟିସିଆନ ଭାବେ ଚାକିରି କରିଥିଲେ ରୁମା ।

ହୋଟେଲରେ ନିଜ ନାଁ ରୁମା ଭଞ୍ଜ ଓ ଠିକଣା ଓଡିଶାରେ ବୁଧକୁସୁମି ବୋଲି ଲେଖିଥିବା ବେଳେ ଗୋଲ୍ସ ଏକ୍ସପ୍ରେନ୍ସ ବିୟୁଟି ପାର୍ଲର ଓ ସ୍ପା ରେ ନିଜ ନାଁ ରୁମା ଓ ଠିକଣା ପଶ୍ଚିମବଙ୍ଗର ବସିଲହାତଟ ବୋଲି ସୂଚନା ଦେଇଥିଲେ । କିନ୍ତୁ ଏହି ସବୁ ଜାଗାରେ ତାଙ୍କର କୌଣସି ପରିଚୟ ପତ୍ର ଦେଇ ନ ଥିବା ସ୍ପା ମ୍ୟାନେଜ କହିଛନ୍ତି । ତେବେ ବିୟୁଟି ପାର୍ଲର ରେ ବିୟୁଟିସିଆନ ଭାବେ ରୁମା 7 ବର୍ଷ କାମ କରିଛନ୍ତି ବୋଲି କହିଛନ୍ତି ମ୍ୟାନେଜର ।

ନିଜ ପାଖରେ ଭିଷା ଥାଇ ବି କାର୍ଯ୍ୟ ସ୍ଥଳରେ ସଠିକ ତଥ୍ୟ ଲୁଚାଇବା ଓ କଥାବାର୍ତ୍ତା ର ତାଳମେଳ ନ ରହୁ ଥିବାରୁ ସ୍ପା ମ୍ୟାନେଜର ରୁମା ଉପରେ ସନ୍ଦେହ କରୁଥିଲେ । ତେବେ ଏହି ଘଟଣାର ମୋଡ କେଉଁଠି ରହୁଛି ତାହା ଦେଖିବାକୁ ବାକି ରହିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।