ସ୍ତ୍ରୀର ଏହି ଭୁଲ୍ ସ୍ୱାମୀର ଜୀବନରେ ଆଣିଥାଏ ଅନେକ ଅସୁବିଧା

ହିନ୍ଦୁ ଧର୍ମରେ ମାନ୍ୟତା ଅଛି କି ନାରୀମାନେ ମାତା ଲକ୍ଷ୍ମୀଙ୍କ ପ୍ରତିରୂପ ଅଟନ୍ତି । ସେଥିପାଇଁ ଯଦି ନାରୀମାନେ ଘରେ କିଛି ଭୁଲ କାମ କରନ୍ତି ତେବେ ଘରେ ସବୁବେଳେ ଧନର ଅଭାବ ରହିଥାଏ । ଏହା ସହିତ ସ୍ଵାମୀକୁ ବି ଟଙ୍କାର ଅଭାବ ରହିଥାଏ । ଏମିତିରେ ଆଜି ଜାଣିବା ନାରୀମାନଙ୍କ ସେହି ସମସ୍ତ ଭୁଲ ବିଷୟରେ । ନାରୀମାନଙ୍କୁ ସବୁବେଳେ ମଝି ସିନ୍ଥିରେ ସିନ୍ଦୁର ପିନ୍ଧିବା ଦରକାର ଏହା ଦ୍ୱାରା ସ୍ୱମୀର ଉନ୍ନତି ହେବ । ଏହା ସହିତ ବହୁତ ସ୍ତ୍ରୀ ଲୋକମାନେ ନିଜର ଆଙ୍ଗୁଳି ଦ୍ଵାରା ସିନ୍ଦୁର ପିନ୍ଧନ୍ତି ।

ଏହା ଭୁଲ ଅଟେ । ଯେତେବେଳେ ଆପଣ ସିନ୍ଦୁର ପିନ୍ଧିବେ ଝିଙ୍କ କଣ୍ଟା କିମ୍ବା ରୂପା କଣ୍ଟାରେ ସିନ୍ଦୂର ପିନ୍ଧିବେ । ଯାହାଦ୍ୱାରା ସ୍ୱମୀର ମଙ୍ଗଳ ହେବ । ସ୍ଵାମୀ ଉନ୍ନତି ମଧ୍ୟ ହେବ । କିନ୍ତୁ ବହୁତ ସ୍ତ୍ରୀମାନେ ଲୁହା କଣ୍ଟାରେ ସିନ୍ଦୂର ପିନ୍ଧିଥାନ୍ତି । ଏହା ବି ଭୁଲ ଅଟେ ।

ଏହିଭଳି କରିବା ଦ୍ଵାରା ଭଗବାନ ଶନିଙ୍କର କୁ ଦୃଷ୍ଟି ଆପଣଙ୍କ ସ୍ୱମୀ ଓ ପରିବାର ଉପରେ ପଡିଥାଏ । କାରଣ ଲୁହା କଣ୍ଟା ହେଉଛି ଭଗବାନ ଶନିଙ୍କର ଜିନିଷ ଅଟେ । ଏଥିପାଇଁ ଭୁଲରେ ମଧ୍ୟ ଲୁହା କଣ୍ଟାରେ ସିନ୍ଦୂର ପିନ୍ଧିବେନି । ଆହୁରି ମଧ୍ୟ ବହୁତ ସ୍ତ୍ରୀମାନେ ଠାକୁର ଘରେ ପୂଜା ଅର୍ଚ୍ଚନା କରିବା ସମୟରେ ତଳେ ବସି ପୂଜା କରିଥାନ୍ତି । କିନ୍ତୁ ଏହା ବି ଭୁଲ ଅଟେ । କେବେ ବି ଭୁଲରେ ତଳେ ବସି ପୂଜା କରିବେ ନାହିଁ । ଏହିଭଳି କରିବା ଦ୍ଵାରା ଭଲ କାମ ମଧ୍ୟ ଖରାପ ହୋଇପାରେ ।

ଯେତେବେଳେ ଆପଣ ପୂଜା ଅର୍ଚ୍ଚନା କରୁଛନ୍ତି ସେହି ସମୟରେ କାଠ ପିଢ଼ା ଉପରେ ବସି ପୂଜା ଅର୍ଚ୍ଚନା କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରର ଉନ୍ନତି ହୋଇଥାଏ ଓ ଆପଣଙ୍କୁ ସୌଭଗ୍ୟ ପ୍ରାପ୍ତି କରିବେ । ଆହୁରି ମଧ୍ୟ କୁଶ ଆସନରେ ପୂଜା ଅର୍ଚ୍ଚନା କରିଲେ ମଧ୍ୟ ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । କେତେକ ନାରୀ ଗାଧୋଇଲା ସମୟରେ ନିଜ ଶରୀରର କପଡା ରଖିନଥାନ୍ତି । ଏହା ବହୁତ ଅମଙ୍ଗଳ ହୋଇଥାଏ । ଏହା ଦ୍ଵାରା ଘରେ ଦୁର୍ଭାଗ୍ୟ ଘରକୁ ମାଡି ଆସିଥାଏ ।

ଯେତେବେଳେ ବି ଆପଣ ସ୍ନାନ କରୁଛନ୍ତି ଆପଣଙ୍କ ଶରୀରରେ କିଛି କପଡ଼ା ଧାରଣ କରି ଗାଧାନ୍ତୁ । ଯାହାଦ୍ୱାରା ମାତା ଲଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ । ଏହା ସହିତ ଘରର ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବ । ପୁଣି ଆଉ ଗୋଟିଏ କଥା ମଧ୍ୟ ଅଛି ଗାଧୋଇ ସାରିବା ପରେ ଆପଣଙ୍କ କପଡା ସଙ୍ଗେ ସଙ୍ଗେ ଶୁଖାନ୍ତୁ । ଯଦି ସେହି କପଡ଼ାର ପାଣି କାହା ଉପରେ ପଡିବ ତେବେ ତାହା ଅମଙ୍ଗଳ ହୋଇଥାଏ । ଆପଣଙ୍କୁ କହିଦେଉଛୁ କି ଯଦି ଆପଣ ଗୁରୁବାର ଦିନ ସନ୍ଧ୍ୟା ସମୟରେ ଝିଟିପିଟି ଦେଖୁଛନ୍ତି ।

ତେବେ କିଛି ଅରୁଆ ଚାଉଳ ନେଇ ମାନସିକ କରି ଝିଟିପିଟି ଉପରେ ପକାନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ବହୁତ ମଙ୍ଗଳ ହୋଇଥାଏ । ଆଜିକାଲି ବହୁତ ଷ୍ଟ୍ୟଲିସ ସିନ୍ଦୁର ଆସିଗଲାଣି । ସିନ୍ଦୁର ବଦଳରେ ଲିକ୍ୟୁଇଡ ସିନ୍ଦୁର ବ୍ୟବହାର କରୁଛନ୍ତି । କିନ୍ତୁ ଏହା ଭୁଲ ଅଟେ । ଆପଣ ସବୁ ବେଳେ ପ୍ୟାକଟରେ ଥିବା ସିନ୍ଦୁର ପିନ୍ଧୁନ୍ତୁ । ସବୁବେଳେ ଗାଢ଼ା ରଙ୍ଗର ଓ ବଡ ଆକାରର ସିନ୍ଦୂର ପିନ୍ଧନ୍ତୁ । ସିନ୍ଦୂର ପିନ୍ଧିଲା ବେଳେ ଶେଷରେ ହାତର ଚୁଡି ପାଖରେ ଲଗାନ୍ତୁ । ଏହା ଦ୍ୱାରା ସ୍ୱମୀର ମଙ୍ଗଳ ଓ ଦୀର୍ଘାୟୁ ମଧ୍ୟ ହେବେ ।ସ୍ୱମୀ ସ୍ତ୍ରୀର ସମ୍ପର୍କ ମଧ୍ୟ ଭଲ ରହିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।