ସ୍ଟୋନକୁ ତରଳାଇ ପରିସ୍ରା ରାସ୍ତା ଦେଇ ବାହାରକୁ ବାହାର କରିଦିଏ ଏହି ପତ୍ର, ଥରେ ନିଶ୍ଚିତ କରି ଦେଖନ୍ତୁ

କୌଣସି ବ୍ୟକ୍ତିକୁ ପେଟରେ ସ୍ଟୋନ ହେବାର ଅର୍ଥ କିଡନୀ ଭିତରେ କିଛି ଅପରିଷ୍କାର ପଦାର୍ଥ ଏକାଠି ହୋଇଯିବା । ସ୍ଟୋନ ସାଧାରଣତଃ କ୍ୟାଲସିୟମ ଅକ୍ସାଲେଟ ର ହୋଇଥାଏ । କିନ୍ତୁ ଏହା ଛଡା ଅନ୍ୟ କେତେକ ରାସାୟନିକ ପଦାର୍ଥ ଦ୍ଵାରା ବି ସ୍ଟୋନ ହୋଇଥାଏ । କ୍ରିସ୍ଟଲ ସଂରଚନାର ଆକାର ବାଲା ଏହି ପଥର ବଲ ଆକାରରେ କିଡନୀରେ ଜମା ହୋଇଯାଏ । ଏହି ପଥରର ଆକାର ଏମିତି ହୋଇଥାଏ କି ଏହା ମୁତ୍ର ରାସ୍ତା ଦେଇ ବାହାରକୁ ବି ବାହାରି ପାରେ ନାହିଁ ।

ଯେଉଁ କାରଣରୁ ଆପଣଙ୍କୁ ଅତ୍ୟଧିକ ପେଟ ବ୍ୟଥା ହୋଇଥାଏ । ଆଜିର ଏହି ଆର୍ଟିକୀଲରେ ଆମେ ଆପଣଙ୍କୁ ସ୍ଟୋନ ହେବାର କାରଣ ଓ ଉପଚାର ବିଷୟରେ କହିବାକୁ ଯାଉଛୁ । ଆପଣ ଏହି ଉପାୟର ବ୍ୟବହାର କରି ଶରୀରରେ ଥିବା ସ୍ଟୋନକୁ ବାହାର କରି ପାରିବେ । କୌଣସି ବ୍ୟକ୍ତିର ଶରୀରରେ ସ୍ଟୋନ ଅଛି ଏହି କଥା ସେତେବେଳେ ଜଣା ପଡିଥାଏ ଯେତେବେଳେ ଏହା ମୁତ୍ର ରାସ୍ତା ଦେଇ ବାହାରକୁ ଆସି ପାରେ ନାହିଁ ।

କିଡନୀରେ ସ୍ଟୋନର ଲକ୍ଷଣ ସାଧାରଣତଃ ଅତ୍ୟଧିକ ପେଟ ବ୍ୟଥା, ମୁତ୍ରରେ ରକ୍ତ ବାହାରିବା, ବାନ୍ତି, ମୁତ୍ରରେ ଧଳା ଧଳା ରକ୍ତ କୋଶିକା ଆସିବା, ଉତ୍ସର୍ଜିତ ମୂତ୍ରର କମ ମାତ୍ରା, ପରିସ୍ରା ସ୍ଥାନ ବ୍ୟଥା ହେବା ଓ ବାରମ୍ବାର ପରିସ୍ରା ଲାଗିବା ଇତ୍ୟାଦି ସାମିଲ ଅଛି । ଶରୀର ଭିତରେ ଥିବା ସ୍ଟୋନ କିଡନୀକୁ ମୂତ୍ରାଶୟ ସହ ଯୋଡିବା ବାଲା ଟ୍ୟୁବ ମଧ୍ୟରେ ଅବରୋଧ ସହିତ ଅନ୍ୟ କେତେକ ସମସ୍ୟାର କାରଣ ବି ହୋଇପାରେ ।

ଯାହା ମୁତ୍ରକୁ ବାହାର କରୁଥିବା ମାର୍ଗକୁ ଅବରୋଧ କରିଥାଏ । ଏକ ରିସର୍ଚ ଅନୁସାରେ ଏହା ଜଣା ପଡିଛି କି ଯେଉଁ ବ୍ୟକ୍ତିକୁ ସ୍ଟୋନ ହୋଇଥାଏ ତାକୁ କିଡନୀ ସମ୍ବନ୍ଧିତ ବିଭିନ୍ନ ପ୍ରକାରର ରୋଗ ହୋଇପାରେ । କିଡନୀର ଆକାର ଅଲଗା ଅଲଗା ହୋଇପାରେ । କୌଣସି ବ୍ୟକ୍ତିର ଶରୀରରେ ସ୍ଟୋନ ହେବାର ମୁଖ୍ୟ କାରଣ ଶରୀରରେ ପାଣି ଅଂଶ କମ ହେବା । ସ୍ଟୋନ ସାଧାରଣତଃ ସେହି ବ୍ୟକ୍ତିମାନଙ୍କ ଶରୀରରେ ଦେଖାଯାଇଥାଏ ଯେଉଁମାନେ ଦିନକୁ ୮ – ୧୦ ଗ୍ଳାସରୁ କମ ପାଣି ପିଇଥାନ୍ତି ।

ଯେତେବେଳେ ଶରୀରକୁ ୟୁରିକ ଏସିଡକୁ କମ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପାଣି ନ ମିଳେ ତେବେ ମୁତ୍ର ଅଧିକ ଅମ୍ଳିୟ ହୋଇଯାଏ । ଯେଉଁ କାରଣରୁ କିଡନୀରେ ସ୍ଟୋନ ଜନ୍ମ ହୋଇଥାଏ । ସାଧରାଣତଃ ଦେଖା ଯାଇଛି କି ଲୋକମାନେ ସ୍ଟୋନ ହେବାର କାରଣ ଓ ଉପଚାର ବିଷୟରେ ଅଧିକ କିଛି ଜାଣି ନ ଥାନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କୁ ସ୍ଟୋନ ହେବାର କାରଣ ଓ ଉପଚାର ବିଷୟରେ କହିବାକୁ ଯାଉଛୁ ।

ଆମେ ସମସ୍ତେ ଦେଖିଛୁ କି ସ୍ଟୋନ ଶରୀରରୁ ଜଲ୍ଦି ବାହାରି ଯାଉ ସେଥିପାଇଁ ଡାକ୍ତର ରୋଗୀକୁ ବିଭିନ୍ନ ପ୍ରକାରର ଔଷଧ ଦେଇଥାନ୍ତି । କିନ୍ତୁ କେତେକ ରୋଗୀକୁ ଏହା ଦ୍ଵାରା କିଛି ବି ଫରକ ପଡେ ନାହିଁ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏକ ଏମିତି ଆୟୁର୍ବେଦିକ ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ନିଜର ସ୍ଟୋନର ଚିକିତ୍ସା ଅତି ସହଜରେ କରି ପାରିବେ । କହିବାକୁ ଗଲେ ଆମେ ଆପଣଙ୍କୁ ଉପରୋକ୍ତ ଶବ୍ଦରେ ସ୍ଟୋନ ହେବାର କାରଣ ଓ ତାହାର ଲକ୍ଷଣ ବିଷୟରେ କହି ସାରିଛୁ ।

ବର୍ତ୍ତମାନ ତାହାର ଉପଚାର ବିଷୟରେ କହୁଛୁ । ଏହି କଥା ସମସ୍ତେ ଜାଣିଛନ୍ତି କି ସ୍ଟୋନ କାରଣରୁ ଗୋଟିଏ ବ୍ୟକ୍ତିକୁ ଶରୀରରେ ଅତ୍ୟଧିକ ବ୍ୟଥା ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ସ୍ଟୋନର ଚିକିତ୍ସା ବିଷୟରେ କହିବାକୁ ଯାଉଛୁ । ଯାହାକି ପୁରା ସୁରକ୍ଷିତ ଅଟେ । ଆପଣ ଏହାକୁ ଆପଣାଇ କୌଣସି ପ୍ରକାରର ସ୍ଟୋନର ଚିକତ୍ସା କରି ପାରିବେ । ଏହି ଉପାୟ ଦ୍ଵାରା ଆପଣ ସ୍ଟୋନର ସମସ୍ୟାରୁ ମୁକ୍ତି ପାଇ ପାରିବେ ।

କହିବାକୁ ଗଲେ ସ୍ଟୋନର ଚିକିତ୍ସା କରିବା ପାଇଁ Bryophyllum pinnatum (ଅମରପୋଇ)ର ପତ୍ର ବହୁତ ଭଲ ଅଟେ । ଏହି ପତ୍ରକୁ ସକାଳେ ଖାଲି ପେଟରେ ସେବନ କରିବା ଦ୍ଵାରା ସ୍ଟୋନର ସମସ୍ୟା ଧୀରେ ଧୀରେ ଠିକ ହୋଇଯିବ । ଯଦି ଆପଣ ଏହାର ସେବନ କରୁଛନ୍ତି ତେବେ ସ୍ଟୋନ ତରଳି ପରିସ୍ରା ରାସ୍ତା ଦେଇ ବାହାରକୁ ବାହାରି ଯିବ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।