SSR ମାମଲା- ରିୟା ଉପରେ NCBର ସବୁଠୁ ବଡ ପ୍ରହାର, ପ୍ରଥମ ଥର ମାନିଲା ସୁଶାନ୍ତ ସହିତ ହେଇଛି ବହୁତ ବଡ ଧୋକା

ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ଏବେ ଆଊ ଏକ ଖୁଲାସା । ଏଥିରେ NCB ରିୟା ଚକ୍ରବର୍ତ୍ତୀ ଙ୍କ ଉପରେ ନେଇଛି ପଦକ୍ଷେପ ଏବଂ ରିୟା ଙ୍କୁ ନେଇ କରିଛି ସବୁଠାରୁ ବଡ଼ ଖୁଲାସା । ସମସ୍ତଙ୍କ ସାମ୍ନାରେ କୋର୍ଟ ରେ NCB କହିଛିି କି ରିୟା ଚକ୍ରବର୍ତ୍ତୀ ହିଁ ସୁଶାନ୍ତ ଙ୍କୁ ଫସେଇ ଥିଲେ । ରିୟା ପୁରା ପ୍ଲାନିଂ ସହିତ ସୁଶାନ୍ତ ଙ୍କ ପାଖକୁ ଯାଇଥିଲେ । NCB ଏମିତି କି କହିଦେଇଛି କି ରିୟା ଚକ୍ରବର୍ତ୍ତୀ ଧନ୍ଦା କରୁଥିଲେ । ଏବଂ ତାଙ୍କର ବହୁତ ବଡ଼ ବଡ଼ ଲୋକ କ୍ଲାଇଁଟ ଥିଲେ ।

NCB ର ସବୁଠାରୁ ବଡ ଖୁଲାସା । ଯାହା NCB ଅଫିସିଆଲି କୋର୍ଟ ଭିତରେ କରିଛି । ତେବେ NCB କୋର୍ଟ ରେ କଣ କହିଛିି ଚାଲନ୍ତୁ ଜାଣିବା । ରିୟା ଚକ୍ରବର୍ତ୍ତୀ ଙ୍କ ଜାମିନ ରେ ତ ହାଇ କୋର୍ଟ ନିଜର ଫୌଶଲା କରିସାରିଛି । ଏବଂ ଯେ କୌଣସି ମୁହୂର୍ତ୍ତରେ ରିୟା ଙ୍କ ଜାମିନ ର ଖବର ଆସିପାରେ । କିନ୍ତୁ ଏହା ଭିତରେ NCB କୋର୍ଟ ରେ ଯାହା କହିଛିି, ଯାହା ଖୁଲାସା କରିଛି ତାହା ପରେ ତା ରିୟା ଙ୍କୁ ଜାମିନ ମିଳିବ ଦୂରର କଥା ରିୟା ଜେଲରୁ ବାହାରି ମଧ୍ୟ ପାରିବେନି ।

କାରଣ ପ୍ରଥମ ଥର ପାଇଁ NCB ରିୟା ଙ୍କୁ କୋର୍ଟ ରେ ଦୋଷୀ ବୋଲି ପ୍ରମାଣିତ କରିଛି । NCB ବମ୍ବେ ହାଇ କୋର୍ଟ ରେ ରିୟା ଙ୍କ କଳା କାରନାମା ଉପରୁ ପରଦା ଉଠାଇଦେଇଛି । NCB କହିଛିି ରିୟା କୌଣସି ନିରୀହ ବ୍ୟକ୍ତି ନୁହନ୍ତି ବରଂ ସେ ବହୁତ ଚାଲକ ଅଟନ୍ତି । ରିୟା ସୁଶାନ୍ତ ଙ୍କୁ ଫସେଇବା ପାଇଁ ହିଁ ତାଙ୍କ ସହିତ ଥିଲେ । ରିୟା ସବୁ କିଛି ଜାଣି ଶୁଣି କରିଥିଲେ । ରିୟା ଚକ୍ରବର୍ତ୍ତୀ ଡ୍ରଗ ର ଧନ୍ଦା କରୁଥିଲେ ।

ଏବଂ ରିୟା ଙ୍କ କସ୍ତମର ବହୁତ ହାଇ ପ୍ରୋଫାଇଲ ର ବ୍ୟକ୍ତି ଅଟନ୍ତି । ରିୟା ସବୁ କିଛି ନିଜ ଇଛାରେ କରୁଥିଲେ । ରିୟା ଜବରଦସ୍ତି ସୁଶାନ୍ତ ଙ୍କୁ ଡ୍ରଗ ଦେଉଥିଲେ ଏବଂ ତାଙ୍କୁ ହଇରାଣ କରିଥିଲେ । ରିୟା ଙ୍କ ଖର୍ଚ୍ଚ ତାଙ୍କ ଡ୍ରଗ ବ୍ୟପାରରୁ ଚାଲୁଥିଲା । ରିୟା ସୁଶାନ୍ତ ସିଂ ରାଜପୁତ ଙ୍କ ପାଖକୁ ତାଙ୍କୁ ଲୁଟି ବାକୁ ଯାଇଥିଲେ । ରିୟା ସୁଶାନ୍ତ ଙ୍କ ସବୁ ପଇସା ଖର୍ଚ୍ଚ କରିଥିଲେ ଏବଂ ସୁଶାନ୍ତ ଙ୍କୁ ଡ୍ରଗ ଦେଇ ତାଙ୍କୁ ସବୁବେଳେ ବେହୋସ ରଖୁଥିଲେ ।

ସୁଶାନ୍ତ ଙ୍କୁ ଜବରଦସ୍ତି ଡ୍ରଗ ଦେଇ ରିୟା ସୁଶାନ୍ତ ଙ୍କୁ ଡ୍ରଗ ଏଡିକ୍ଟ କରିଥିଲେ । NCB ଏହା ମଧ୍ୟ କହିଛିି କି ରିୟା ଚକ୍ରବର୍ତ୍ତୀ ଙ୍କୁ ସୁଶାନ୍ତ ଙ୍କ ଅବସ୍ଥା ବିଷୟରେ ସବୁ କିଛି ଜଣା ଥିଲା ତାପରେ ମଧ୍ୟ ସେ ସୁଶାନ୍ତ ଙ୍କୁ ଜବରଦସ୍ତି ଡ୍ରଗ ଦେଉଥିଲେ । ଏବଂ ରିୟା ସୁଶାନ୍ତ ଙ୍କୁ ଓଭର ଡୋଜ ମଧ୍ୟ ଦେଉଥିଲେ । ସୁଶାନ୍ତ ଙ୍କ ହତ୍ୟା ପଛରେ ମଧ୍ୟ ରିୟା ଙ୍କ ହାତ ରହିଛି ବୋଲି କହିଛିି NCB ।

ରିୟା ଙ୍କୁ ଅପରାଧୀ ପ୍ରମାଣିତ କରିଛି NCB । ରିୟା ଯଦି ଜାମିନ ରେ ବାହାରୁଛନ୍ତି ତେବେ ସରକାରୀ କର୍ମଚାରୀ ଙ୍କୁ ସୁଶାନ୍ତ ଙ୍କ ମାମଲାରେ ଅଧିକ ପ୍ରମାଣ ମିଳିବ କଷ୍ଟକର ହୋଇଯିବ । ରିୟା ନିଜେ ମଧ୍ୟ ସ୍ବୀକାର କରିଛନ୍ତି କି ସେ ଡ୍ରଗ ନେଉଥିଲେ । NCB ରିୟା ଚକ୍ରବର୍ତ୍ତୀ ଙ୍କୁ ନେଇ ସବୁ କିଛି କହିଦେଇଛି କୋର୍ଟ ଆଗରେ । ତେବେ ସୁଶାନ୍ତ ଙ୍କ ମୃତ୍ୟୁ କୁ ୩ ମାସ ହୋଇସାରିଲାଣି କିନ୍ତୁ ସୁଶାନ୍ତ ଙ୍କୁ ନ୍ୟାୟ ମିଳିନାହିଁ । CBI କହିଛିି ସୁଶାନ୍ତ ଙ୍କୁ ହତ୍ୟା କରାଯାଇଥିଲା । ଏବଂ ହତ୍ୟାକାରୀ ଖୁବ ଶୀଘ୍ର ଜେଲ ଭିତରେ ରହିବ । ସୁଶାନ୍ତ ଙ୍କୁ ନ୍ୟାୟ ନିଶ୍ଚିନ୍ତ ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।