SSR ମାମଲା- NCB ସାମ୍ନାରେ ଭାଙ୍ଗିପଡିଲେ Deepika, ପ୍ରକାଶ କଲେ ବଲିଉଡର ଏହି ସବୁ ରାଜ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାକୁ ନେଇ ଆଶା ଆଶଙ୍କା ବଢ଼ିବାରେ ଲାଗିଛି । ଏହା ଭିତରେ NCB ଦୀପିକା ପାଦୂକୋନଙ୍କୁ ସମନ ପଠାଇ ଜେରା କରିଛି । NCB ଦୀପିକାଙ୍କୁ କିଛି ପ୍ରଶ୍ନ ପଚାରି ଥିଲା ଓ ଦୀପିକା ମଧ୍ୟ ତାହାର ଉତ୍ତର ଦେଇଥିଲେ । ତେବେ ଆସନ୍ତୁ ଜାଣିବା NCB ଦିପିକାଙ୍କୁ କେଉଁ ସବୁ ପ୍ରଶ୍ନ କରିଥିଲେ । NCB ଦୀପିକାଙ୍କୁ ପଚାରିଥିଲେ କି, ତୁମେ ସୁଶାନ୍ତଙ୍କୁ କାହିଁକି ମାରିଲ ?

କିନ୍ତୁ ଦୀପିକା ଏହାର ଉତ୍ତରରେ କିଛି କହି ନଥିଲେ । ଏହାପରେ ସେ ପଚାରିଥିଲେ କି, ଆଦିତ୍ୟ ଠାକରେଙ୍କ ବ୍ୟତୀତ ସୁଶାନ୍ତଙ୍କ ହତ୍ୟାରେ ଆଉ କିଏ ସବୁ ସାମିଲ ଅଛନ୍ତି? କିଛି ସମୟ ପରେ ଏହାର ଜବାବରେ ଦୀପିକା କହିଥିଲେ କି ସୁଶାନ୍ତଙ୍କ ହତ୍ୟାରେ ଛୋଟେ ଠାକରେ ଓ ଖାଁନ ଗ୍ୟାଙ୍ଗଙ୍କ ହାତ ହୋଇ ଥାଇପାରେ । ଏହାକୁ ଶୁଣିଲା ପରେ ଏନସିବି ର ହୋସ ଉଡିଯାଇଥିଲା । ଏହା ପରେ ଏହି କେସରେ ଏକ ନୂଆ ମୋଡ଼ ଆସିଥିଲା ।

ଏହାପରେ ଏନସିବି ପଚାରିଥିଲେ କି, ତୁମେ ଓ ତୁମର ପତି, କରଣ ଜୋହର ଓ ଖାଁନ ଗ୍ୟାଙ୍ଗ ସହ ମିଶି ସୁଶାନ୍ତଙ୍କୁ କାହିଁକି ଅଲଗା କରିଥଲ ? ସେ ଏହି ଜବାବରେ କହିଥିଲେ କି, ଏ ସବୁ ଟ୍ୟାଲେଣ୍ଟ ମ୍ୟାନେଜେମେଣ୍ଟଙ୍କ କାମ ହୋଇଥାଏ । କାହାକୁ କାମ ଦିଆ ଯିବ ଓ କାହାକୁ କାମ ନ ଦିଆଯିବ ଏସବୁ ସେମାନେ କହିଥାନ୍ତି । ତେଣୁ ଏଥିରେ ଆମର କିଛି ହାତ ନାହିଁ ବୋଲି ସେ କହିଥିଲେ ।

ଏହାପରେ ତାଙ୍କୁ ପଚରା ଯାଇଥିଲା କି, ତୁମେ ବଲିଉଡରେ କାମ କରିବାପାଇଁ କେବେ କୌଣସି ଡ଼ାଇରେକ୍ଟର ଓ ପ୍ରଡ୍ୟୁସରଙ୍କ ପାଖରେ ରାତି କଟେଇଥିଲ କି ? ଏହା ଶୁଣି ଦୀପିକା ବହୁତ ରାଗିଯାଇ ଏନସିବି ଉପରକୁ ପାଟି କରିଥିଲେ, କିନ୍ତୁ ସେଠାରେ ଥିବା ମହିଳା ଏନସିବି ଅଧିକାରୀ କହିଲେ କି ଏଥିରେ ରାଗିବାର କଣ ଅଛି, କିଛିଦିନ ତଳେ କଂଗନା ରନାଵତ ଏକ ଟ୍ୱିଟରେ କହିଥିଲେ, କି ବଲିଉଡରେ କାମ କରିବା ପାଇଁ ଡ଼ାଇରେକ୍ଟର ଓ ପ୍ରଡ୍ୟୁସରଙ୍କ ପାଖରେ ରାତି କଟାଇବାକୁ ପଡିଥାଏ । ଏହାର ଉତ୍ତରରେ ଦୀପିକା ‘ନୋ ସାର’ କହିଥିଲେ ।

ଏହାପରେ, ଏନସିବି ପଚାରିଥିଲେ କି, ଆପଣ ଏତେ ମାନସିକ ଚିନ୍ତା ରେ କାହିଁକି ରହୁଛ । ଏହାର ଉତ୍ତରରେ ଦୀପିକା କହିଥିଲେ କି ରଣବିର କପୁରଙ୍କ ଠାରୁ ବ୍ରେକପ ହେବା ଠାରୁ ମୁଁ ଏଭଳି ହୋଇଯାଇଛି । ଏହାସୁଣି ଏନସିବି ଅଧିକାରୀ ମାନେ ପାଟିକରି କହିଲେ କି, ରଣବିରଙ୍କ ଶହ ତୁମର ବ୍ରେକପ ୨ବର୍ଷ ହୋଇଗଲାଣି ଓ ଏବେ ତୁମେ ରଣବିର ସିଂହ ଙ୍କ ସହିତ ବିବାହ କରିଛ, ତ ରଣବିର କପୁରଙ୍କ ବାହାନା କଣ ପାଇଁ କରୁଛ ।

ଏହାପରେ ଦୀପିକା କହିଥିଲେ କି କାମର ପ୍ରେସର ଯୋଗୁଁ ମୁଁ ମାନସିକ ଚିନ୍ତାରେ ରହୁଛି । ଏହାପରେ ସେମାନେ ପଚାରିଥିଲେ କି ତୁମେ ଡ୍ରଗ୍ସ କାହିଁକି ନେଉଛ ଓ ଏହାକୁ କେବେ ଠାରୁ ନେଉଛ । ଏହାର ଉତ୍ତରରେ ଦୀପିକା କହିଥିଲେ କି, ମୁଁ ଡ୍ରଗ୍ସ ନିଏ ନାହିଁ । ଏହା ପରେ ଏନସିବି କହିଥିଲେ କି, ତାହାଲେ ସେ ଚାର୍ଟରେ କଣ ତୁମ ଭୁତ କାଥା ହେଉଥିଲା । ଏହାର ଉତ୍ତରରେ ଦୀପିକା କହିଥିଲେ କି ଚାର୍ଟରୁ କଣ ପ୍ରମାଣ ଅଛି କି ମୁ ଡ୍ରଗ୍ସ ନିଏ ବୋଲି । ସେ ଆହୁରି ମଧ୍ୟ କହିଥିଲେ କି ତାଙ୍କର ଫୋନ ହ୍ୟାକ ହୋଇ ଯାଇଥିଲା ଓ ସେ ହ୍ୟାକର ଡ୍ରଗ୍ସ ବିଷୟରେ କଥା ହେଉଥିବ ।

ଦୀପିକାଙ୍କ ଏହି ଉତ୍ତର ଶୁଣି ଏନସିବିର ଜଣେ ଅଧିକାରୀ କହିଥିଲେ ଯେ, ଯଦି ତୁମେ ଏତେ ଜୋରରେ କହିପାରୁଛ କି ତୁମେ ଡ୍ରଗ୍ସ ନେଉନ, ତାହାର ତୁମର ନାର୍କୋଟେଷ୍ଟ କରାହେବ । ଏହା ଶୁଣି ଦୀପିକା ହଡ଼ବଡ଼ ହୋଇ ଯାଇଥିଲେ ଓ ତାଙ୍କ ଦେହରୁ ଝାଳ ବାହାରିଥିଲା ଓ ତାଙ୍କ ହାର୍ଟ ବିଟ ବଢିଯାଇଥିଲା । ଏହା ଦେଖି ଏନ୍ସିବିଙ୍କୁ ସନ୍ଧେହ ହୋଇଥିଲା କି ସେ ଡ୍ରଗ୍ସ ନେଉଛନ୍ତି । ଏହି ସବୁ ତଥ୍ୟ ଏନସିବି ସିବିଆଇ କୁ ପଠେଇ ସାରିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।