ଆଜିର ରାଶିଫଳ, 27 ସେପ୍ଟେମ୍ବର 2020, ରବିବାର, ସୂର୍ଯ୍ୟଦେବଙ୍କ ଆପାର କୃପା ରହିବ ଏହି ୫ ରାଶି ଉପରେ, ହେଇଯିବେ ମାଲାମାଲ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୭ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆପଣ ଆଜି ପୁରା ଜୋସରେ କାମ କରିବେ । ବହୁତ ଦିନରୁ ଅଟକିଥିବା କାମ ପୁରା ହୋଇଯିବ । କାରୋବାରରେ ଲାଭ ମିଳିବ । ଚାକିରିରେ ପଦୋନ୍ନତି ହେବ । ଆମଦାନୀ ବୃଦ୍ଧି ହେବା ଦ୍ଵାରା ଆର୍ଥିକ ପରିସ୍ଥିତି ସୁଧୁରି ଯିବ । ମିତ୍ରମାନେ କାର୍ଯ୍ୟରେ ସାହାର୍ଯ୍ୟ କରିବେ । ସାମାଜିକ କାର୍ଯ୍ୟରେ ରୁଚି ବଢିବ । ପରିବାରର ପରିବେଶ ଭଲ ରହିବ । ଦାମ୍ପତ୍ୟ ଜୀବନରେ ଖୁସି ରହିବ । ପୁରୁଣା ନିବେଶ ଓ ମିତ୍ରଙ୍କ ଠାରୁ ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ନୂଆ ଯୋଜନା ଉପରେ କାମ କରିବେ । ଯାହା ଦ୍ଵାରା ଉଚ୍ଚ ଅଧିକାରୀ ଆପଣଙ୍କ ପ୍ରଶଂସା କରିବେ । ଅଧିକ ପରିଶ୍ରମ କରିପାରନ୍ତି । ନଦୀରେ ରାସି ପ୍ରବାହିତ କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ବୃଷ

ଆଜି ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ମିଳିବ । ଛାତ୍ରମାନଙ୍କୁ କ୍ୟାରିୟରରେ ସଫଳତା ମିଳିବ । କାରୋବାରରେ ଆଶାନୁରୂପ ସଫଳତା ମିଳିବ । ସାମାଜିକ ପ୍ରତିଷ୍ଠା ମିଳିବ । ପରିବାର ସହିତ ସମୟ ବିତାଇବା ସହ ଦାମ୍ପତ୍ୟ ଜୀବନ ଭଲରେ କଟିବ । ସମ୍ପତ୍ତି ଓ ଶେୟାର ବଜାରରେ ନିବେଶ ଭଲ ରହିବ । ଅନାବଶ୍ୟକ ଖର୍ଚରୁ ଦୂରେଇ ରହନ୍ତୁ । ନୂଆ କାର୍ଯ୍ୟର ଶୁଭାରମ୍ଭ କରିବେ । ବ୍ୟବସାୟରେ ଲାଭ ମିଳିବ । ଚାକିଋରେ ବେତନ ବୃଦ୍ଧି ଅଟକି ପାରେ । କାର୍ଯ୍ୟ ପ୍ରତି ସଚେତନ ରହନ୍ତୁ ନଚେତ ଅସୁବିଧା ହୋଇପାରେ । ଘରେ ଭଗବାନଙ୍କ ନିକଟରେ ସକାଳ ଓ ସନ୍ଧ୍ୟା ସମୟରେ ଘିଅର ଦୀପ ଜାଲନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ମିଥୁନ

ଏହି ରାଶିର ଛାତ୍ରଙ୍କୁ କୌଣସି ବିଶେଷ କାର୍ଯ୍ୟରେ ସଫଳତା ମିଳିବ । ଜୀବନସାଥିଙ୍କ ସହ ବୁଲିବାକୁ ଯାଇ ପାରନ୍ତି । କାରୋବାରରେ ଲାଭ ମିଳିବ । ନୂଆ ନିବେଶ ପାଇଁ ଅବସର ମିଳିବ । ଇଶ୍ଵରର ଭକ୍ତି ଦ୍ଵାରା ମନକୁ ଶାନ୍ତ ମିଳିବ । କାରୋବାରରେ ଲାଭ ମିଳିବ ଓ ଚାକିରିରେ ଉନ୍ନତି ହେବ । ସମ୍ପତ୍ତି ଓ ଶେୟାର ବଜାରରେ ନିବେଶ ଭଲ ରହିବ । ନୂଆ କାର୍ଯ୍ୟରେ ବ୍ୟସ୍ତତା ଦେଖାନ୍ତୁ ନାହିଁ ନଚେତ କ୍ଷତିରେ ପଡିବେ । ଅନାବଶ୍ୟକ ଖର୍ଚଚରୁ ବଞ୍ଚନ୍ତୁ । ମନ୍ଦିରରେ ମିଠା ଦାନ କରନ୍ତୁ । ସବୁ କାର୍ଯ୍ୟରେ ସଫଳତା ମିଳିବ ।

କର୍କଟ

ଆଜି କୌଣସି କାମକୁ କରିବା ପାଇଁ ବହୁତ ସମୟ ଲାଗିବ । ଜୀବନସାଥିଙ୍କ ସହ ବୁଲିବାକୁ ଯାଇପାରନ୍ତି । ସମ୍ପର୍କୀୟଙ୍କ ଜରିଆରେ ସଫଳତା ମିଳିବ । ପୈତୃକ ସମ୍ପତ୍ତିରୁ ଧନ ମିଳିବ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଜୀବନସାଥିଙ୍କ ସହଯୋଗ ମିଳିବ । କାର୍ଯ୍ୟରେ ସଫଳତା ମିଳିବାରୁ ଖୁସିରେ ରହିବେ । କଠିନ ପରିଶ୍ରମ କରିଲେ ବ୍ୟବସାୟରେ ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ପରିବେଶ ଅନୁକୂଳ ରହିବା ସହ ସହକର୍ମୀଙ୍କ ସହଯୋଗ ମିଳିବ । ଅନାବଶ୍ୟକ ଖର୍ଚ ବଢିବ । ଆର୍ଥିକ ସ୍ଥିତି କମଜୋର ହେବ । ସୂର୍ଯ୍ୟଙ୍କୁ ନମସ୍କାର କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ସିଂହ

ଆଜି ଆପଣଙ୍କ ଦିନ ମିଶ୍ରିତ ରହିବ । ବେରୋଜଗାରଙ୍କୁ ରୋଜଗାରର ଭଲ ଅବସର ମିଳିବ । ସମାଜରେ ପ୍ରତିଷ୍ଠା ମିଳିବ । ପ୍ରଭାବଶାଳି ଲୋକଙ୍କ ସହ ସାକ୍ଷାତ ହେବ । ଜୀବନସାଥିଙ୍କ ସହ ସମ୍ବନ୍ଧ ଭଲ ରହିବ । ବ୍ୟବସାୟିଙ୍କୁ ଅସୁବିଧା ହୋଇପାରେ । କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟ ବଢିବ ଓ ଖର୍ଚ ଅଧିକ ଯୋଗୁଁ ଆର୍ଥିକ ସ୍ଥିତି ଖରାପ ହେବ । ଦେବା ନେବା ଠାରୁ ବଞ୍ଚନ୍ତୁ । କାରୋବାରରେ ସ୍ଥିତି ସାମାନ୍ୟ ରହିବ । ସଫଳତାର ଅବସର ମିଳିବ । କାମ ବୋଝ ଯୋଗୁଁ କିଛି ଚାନ୍ସ ହାତରୁ ଚାଲିଯିବ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ନଚେତ ବାଦ ବିବାଦରେ ପଡ଼ିପାରନ୍ତି । ସ୍ୱାସ୍ଥ୍ୟ ଓ ବାହାନକୁ ନେଇ ସତର୍କ ରୁହନ୍ତୁ । ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

କନ୍ୟା

ଆପଣ ଜୀବନସାଥୀ ସହ ମିଶି କରି ଯେଉଁ କାମ କରିବେ ଆପଣଙ୍କୁ ସେଥିରେ ଲାଭ ମିଳିବ । ପାରିବାରିକ ସମ୍ବନ୍ଧ ମଧୁର ରହିବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । କାର୍ଯ୍ୟ କ୍ଷେତ୍ରରେ ସହକ୍ରମୀ ସହ ବିବାଦ ହୋଇପାରେ । ଆପଣ କୌଣସି ଧାର୍ମିକ ଯାତ୍ରାକୁ ଯିବା ପାଇଁ ଚିନ୍ତା କରିବେ । ଚାକରିର ଭଲ ଅବସର ମିଳିବାର ସମ୍ଭାବନା ଅଛି । ଆପଣଙ୍କ ଉପରେ କାର୍ଯ୍ୟର ପରିଶ୍ରମ ଅଧିକ ରହିବାରୁ କ୍ଳାନ୍ତ ଅନୁଭବ କରିବେ । ଖର୍ଚ ଅଧିକ ହେବ । ଅନାବଶ୍ୟକ ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ତୁଳା

ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ବ୍ୟବସାୟିକ କ୍ଷେତ୍ରରେ କିଛି ନୂଆ କରିପାରନ୍ତି । ଆଳସ୍ୟ ଯୋଗୁ କିଛି ମୁଲ୍ୟବାନ କାମ ହାତରୁ ଖସିପାରେ । ପରିବାରର ପରିବେଶ ଭଲ ରହିବ ଓ ପରିଜନ ସହିତ ଆନନ୍ଦ ପୂର୍ବକ ସମୟ ବ୍ୟତୀତ କରିବେ । ସାମାଜିକ କାର୍ଯ୍ୟରେ ଭାଗ ନିଅନ୍ତୁ , ଯାହା ଦ୍ଵାରା ଅପଣଙ୍କ ସମ୍ମାନ ବଢିବ । ଧର୍ମ ପ୍ରତି ଆସ୍ଥା ବଢିବ । କାର୍ଯ୍ୟ କ୍ଷେତ୍ରରେ ସହକ୍ରମୀମାନଙ୍କ ପୁରା ସହଯୋଗ ମିଳିପାରେ । ଯାହା ଦ୍ଵାରା ଆପଣଙ୍କୁ ସଫଳତା ମିଳିବ । ଯାତ୍ରା ଯିବା ପାଇଁ ଆପଣ ବଞ୍ଚନ୍ତୁ । ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ମନ୍ଦିରରେ କିଛି ସମୟ ବିତାନ୍ତୁ, ଅପାଣଙ୍କ ସବୁ ସମସ୍ୟା ଦୂର ହୋଇଯିବ ।

ବିଚ୍ଛା

ଆଜି ଆପଣଙ୍କ ପରିବାରରେ ଖୁସି ଆସିବ । ସନ୍ତାନର ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା ଅଛି । କଠିନ ପରିଶ୍ରମ ଯୋଗୁ କାର୍ଯ୍ୟରେ ସଫଳ ହେବେ । ମିତ୍ରମାନଙ୍କର ପୁରା ସହଯୋଗ ମିଳିବ । ଅନାବଶ୍ୟକ ଖର୍ଚ ଯୋଗୁ ବିବାଦ ଆପଣଙ୍କ ଘରେ ଲାଗିପାରେ । ଦାମ୍ପତ୍ୟ ଜୀବନ ଭଲ ରହିବ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ମାଙ୍ଗଳିକ କାର୍ଯ୍ୟରେ ଆପଣ ସାମିଲ ହେବେ । ବ୍ୟବସାୟରେ ଆର୍ଥିକ ଲାଭ ଓ ଚାକିରି କ୍ଷେତ୍ରରେ ଉନ୍ନତିର ଯୋଗ ରହିଛି । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜ କଥା ଉପରେ ସଂଜତ ରଖନ୍ତୁ , ଅନ୍ୟଥା କୌଣସି ବିବାଦରେ ଆପଣ ଫସି ପାରନ୍ତି । ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ, ସମ୍ପର୍କ ମଜବୁତ ରହିବ ।

ଧନୁ

ଆଜି ଆପଣଙ୍କର ଜୀବନସାଥୀ ସହ ସମ୍ବନ୍ଧ ମଧୁର ରହିବ । ସାଙ୍ଗମାନଙ୍କ ସହଯୋଗ ଦ୍ଵାରା କାମ ପୁରା ହେବ । ପରିବାରରେ ଭାଇ ଭଉଣୀ ସହ ସମ୍ବନ୍ଧ ଭଲ ହେବ । ଚାକିରି କ୍ଷେତ୍ରରେ ଉତ୍ସାହ ବଢିବ । ନୂଆ ଲୋକ ସହ ଦେଖା ହେବା ପରେ ଆପଣଙ୍କ ଜୀବନ ବଦଳି ଯିବ । ସାମାଜିକ କାର୍ଯ୍ୟରେ ଆପଣ ଭାଗ ନେବେ, ଯାହା ଦ୍ଵାରା ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢିବ । କାର୍ଯ୍ୟ ଅଧିକ ରହିଥିବାରୁ ପରିଶ୍ରମ ମଧ୍ୟ ଅଧିକ ହେବ । କିନ୍ତୁ କାର୍ଯ୍ୟରେ ସଫଳତା ନିଶ୍ଚିତ ପ୍ରାପ୍ତ କରିବେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜ କଥା ଉପରେ ସଂଯମତା ରଖନ୍ତୁ ଅନ୍ୟଥା ବିବାଦ ହୋଇପାରେ । ଆପଣ ନିଜର ଇଷ୍ଟଦେବଙ୍କୁ ପ୍ରଣାମ କରନ୍ତୁ, ସଫଳତା ମିଳିବ ।

ମକର

ଆଜି ଆପଣଙ୍କର ଆର୍ଥିକ ଅବନ୍ନତି ହୋଇପାରେ । ଏହି ରାଶିର ଲୋକମାନେ ନିଜର ବ୍ୟପାରରେ ପାଇଁ ଦିନ ରାତି ପରିଶ୍ରମ କରିବେ । ନୂଆ କାର୍ଯ୍ୟ କରିବାରେ ଅନୁପ୍ରେରଣା ମିଳିବ । କାର୍ଯ୍ୟରେ ସଫଳ ମଧ୍ୟ ହେବେ । ଗ୍ରହ ଓ ନକ୍ଷତ୍ରର ସ୍ଥିତି ଅନୁକୂଳ ରହିବ ଯାହା ଦ୍ଵାରା ଭାଗ୍ୟ ବୃଦ୍ଧି ହେବାର ଯୋଗ ମଧ୍ୟ ଅଛି । ବ୍ୟବସାୟରେ ମଧ୍ୟମ ରହିବ । କାର୍ଯ୍ୟ କ୍ଷେତ୍ରରେ ବାଧା ଉପୁଜିପାରେ । ମନ୍ଦିରରେ ନଡିଆ ଚଢାନ୍ତୁ , ଆପଣଙ୍କର ଆର୍ଥିକ ପକ୍ଷ ମଜବୁତ ରହିବ ।

କୁମ୍ଭ

ଏହି ରାଶିର ବ୍ୟପାରିବର୍ଗର ଲୋକମାନେ ନୂଆ କାର୍ଯ୍ୟରେ ଧନ ନିବେଶ କରିବେ । ଚାକିରି କ୍ଷେତ୍ରରେ ଉନ୍ନତି ମିଳିପାରେ । ଧନ ଲାଭର ସ୍ଥିତି ହେବ । ପରିବାର ସହିତ ଆନନ୍ଦ ପୂର୍ବକ ଦିନ ବ୍ୟତୀତ ହେବ । ନୂତନ ଯୋଜନା ଆରମ୍ଭ କରିବେ କିନ୍ତୁ ଆପଣଙ୍କୁ କ୍ଷତି ସହିବାକୁ ପଡିବ । ବ୍ୟପାର ଭଲ ଚାଲିବ ଆଉ ଧନ ଲାଭର ସ୍ଥିତି ବି ରହିବ କିନ୍ତୁ କାର୍ଯ୍ୟ ଭାର ବି ଅଧିକ ରହିବ । ମନ୍ଦିରରେ ଦୀପ ଜଲାନ୍ତୁ , ଆପଣଙ୍କ ଘରେ ସୁଖ ସମୃଦ୍ଧି ବଢିବ ।

ମୀନ

ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଭାଗ୍ୟ ପୁରା ସାଥ ଦେବ । ବ୍ୟବସାୟିକ ପ୍ରଗତିରେ ଦିନଟି ଅନୁକୂଳ ରହିବ । ପୁରୁଣା ସାଙ୍ଗ ସହ ଦେଖା ହୋଇପାରେ । ଯାହା ଦ୍ଵାରା ଆପଣ ଲାଭବାନ ହେବେ । ବ୍ୟାପାର ବାଣିଜ୍ୟ ଭଲ ଚାଲିବ । ଧନ ଲାଭର ସ୍ଥିତି ରହିବ । ପୈତୃକ ସମ୍ପତ୍ତି ଦ୍ଵାରା ଲାଭ ମିଳିପାରେ । ଟଙ୍କା ନେବା ଦେବା ଠାରୁ ଦୂରରେ ରୁହନ୍ତୁ । ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ଜରୁରୀ କାଳିନ ଲୋକମାନଙ୍କୁ ସାହାର୍ଯ୍ୟ କରନ୍ତୁ, ପାରିବାରିକ ସମ୍ପର୍କ ମଜବୁତ ହେବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।